ଦେଶ ବିଦେଶ

ଜାଣନ୍ତି କି, ଚିନିରୁ ମଧ୍ୟ ଜାଣିହେବ ଆପଣ ଗର୍ଭବତୀ କି ନା ?

ମା’ ହେବା ସବୁ ମହିଳାଙ୍କ ପାଇଁ ସବୁଠୁ ଅଧିକ ଖୁସିର ବିଷୟ ହୋଇଥାଏ। ସେହି ମୁହୁର୍ତ୍ତକୁ ନା କେବଳ ପତି ପତ୍ନୀ ବରଂ ପୂରା ପରିବାରର ବହୁ ଦିନର ଅପେକ୍ଷା ଥାଏ। ସମୟ ପରିବର୍ତ୍ତନ ସହିତ ସବୁ ଜିନିଷରେ ପରିବର୍ତ୍ତନ ଆସଛି ଏବଂ ବଜାରରେ ବହୁତ ଏମିତି କିଟ ମିଳୁଛି ଯାହା ଦ୍ବାରା ଆପଣ ଘରେ ବସି ଆପଣ ଗର୍ଭବତୀ ଅଛନ୍ତି କି ନାହିଁ ତାହା ଜାଣି ପାରିବେ।

sugarବହୁତ ମହିଳା ଏହି ପ୍ରେଗ୍ନେସୀ କିଟକୁ କିଣିଲା ବେଳେ ଲାଜ କରିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ ଜଣାଇବୁ ଯାହା ଦ୍ବାରା ଆପଣ ଘରେ ବସି ରୋଷେଇର ଏକ ସାମଗ୍ରୀ ଦ୍ବାରା ଗର୍ଭବତୀ ଅଛନ୍ତି ନା ନାହିଁ ଜାଣି ପାରିବେ।

ଆପଣ ଗର୍ଭବତୀ ଅଛନ୍ତି ନା ନାହିଁ ଏହା ଜାଣିବା ପାଇଁ ସବୁଠୁ ଭଲ ଉପାୟ ହେଉଛି ସକାଳର ୟୁରିନ।

urine

ସର୍ବପ୍ରଥମେ ଆପଣ ଏକ ଡିସ୍ପୋଜଲ ଗ୍ଲାସ ନିଅନ୍ତୁ ସେଥିରେ ଚିନିର କିଛି ଦାନା ଏବଂ ନିଜର ସକାଳର ପ୍ରଥକ ୟୁରିନ ପକାନ୍ତୁ।

ଚିନି ମିଳେଇଯିବା ପରିବର୍ତ୍ତେ ଯଦି ଗୋଟିଏ ଯାଗାରେ ଜମା ହୋଇ ରହିଗଲା ତେବେ ଜାଣି ନିଅନ୍ତୁ ଯେ ଆପଣ ଗର୍ଭବତୀ ଅଛନ୍ତି।
ନୋଟ- ଏହି ଟେଷ୍ଟରେ ସମ୍ପୁର୍ଣ୍ଣ ଭାବରେ ବିଶ୍ବାସ କରନ୍ତୁ ନାହିଁ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button