ମନୋରଞ୍ଜନ

Bollywood ଷ୍ଟାର Govinda ଓଡିଆ ମ୍ୟୁଜିକ ଡାଇରେକ୍ଟରଙ୍କ ସହ କଲେ ନୂଆ ଗୀତ ରେକର୍ଡିଙ୍ଗ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ବଲିଉଡ ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ସେହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତା ଗୋବିନ୍ଦା ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଗୋବିନ୍ଦାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଗୋବିନ୍ଦା ନିଜ ଦମଦାର ଅଭିନୟ ଓ ନିଜ ଷ୍ଟାଇଲ ପାଇଁ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଗୋବିନ୍ଦା ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ।

ଗତ କିଛି ସମୟ ହେବ ଗୋବିନ୍ଦା ସୋସିଆଲ ମିଡିଆରେ ପୁଣି ଚର୍ଚାରେ ରହିଛନ୍ତି । ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ତାହା ହେଉଛି ଓଡିଶାରେ ହିନ୍ଦୀ ଗୀତ ଗାଇଲେ ଗୋବିନ୍ଦା । ସୋସିଆଲ ମିଡିଆରେ ଏହି ଖବରଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଗୋବିନ୍ଦାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏହି ଖବର ବିଷୟରେ ଜାଣି ବହୁତ ଖୁସି ହୋଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଅଭିନୟ କ୍ଷେତ୍ରରେ କାମ କରିବା ପରେ ବର୍ତ୍ତମାନ ସଙ୍ଗୀତ କ୍ଷେତ୍ରରେ ଆସିଛନ୍ତି ଗୋବିନ୍ଦା । ଓଡିଶାର ଲୋକପ୍ରିୟ ନିର୍ଦେଶକ ଗୁଡୁଲି ରଥଙ୍କ ସ୍ଵର ସଞ୍ଜଜନାରେ ସେ ଭୁବନେଶ୍ଵରରେ ଗୀତ ଗାଇଛନ୍ତି ।

ଗୋବିନ୍ଦା ଗୀତ ଗାଇବା ସହ ନିଜେ ମଧ୍ୟ ଗୀତ ଲେଖିଛନ୍ତି । ବନ୍ଧୁଗଣ ଏହି ଗୀତରେ ବଲିଉଡ ଅଭିନେତା ଶକ୍ତି କପୁର ଅଭିନୟ କରିବେ ବୋଲି ଜଣା ପଡିଛି । ଏହି ଗୀତରେ ଓଡିଆ ଅଭିନେତ୍ରୀଙ୍କୁ ସାମିଲ କରାଯାଇ ପାରେ ଓ ଏହି ଗୀତଟିର ସୁଟିଙ୍ଗ ଓଡିଶାରେ ହେବ ବୋଲି ସୂଚନା ମିଳିଛି ।

ଗତ କିଛି ମାସ ପୂର୍ବରୁ ଓଡିଶାର ଏକ ବଡ ସ୍ଟେଜ ସୋରେ ଅତିଥି ରୂପେ ଗୋବିନ୍ଦା ଯୋଗଦାନ କରିଥିଲେ ଓ ବର୍ତ୍ତମାନ ଗୋବିନ୍ଦା ନିଜ ଗୀତ ପାଇଁ ବହୁତ ଚର୍ଚାରେ ଅଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button