ଧର୍ମ

ବିବାହରେ ବିଳମ୍ବ ହେଉଛି କି ? ତେବେ ଆପଣାନ୍ତୁ ଏହି ୫ ବାସ୍ତୁ ଟିପ୍ସ

ହିନ୍ଦୁ ଧର୍ମରେ ଦୁଇଟି ଆତ୍ମାର ମିଳନକୁ ବିବାହ ବୋଲି କୁହାଯାଏ। ବିବାହକୁ ହିନ୍ଦୁ ଶାସ୍ତ୍ରରେ ବହୁତ ପବିତ୍ର ସମ୍ପର୍କ ବୋଲି କୁହାଯାଏ। କୁହାଯାଏ ଯେ ଯୋଡି ଉପରୁ ଅଥବା ଭଗବାନ ବନାଇ ପଠାଇଥାନ୍ତି। ପ୍ରୁଥିବୀକୁ ଆସି ସେମାନଙ୍କର ମିଳନ ହୋଇଥାଏ। କିଛି ବ୍ୟକ୍ତିଙ୍କର ବିବାହରେ ବିଳମ୍ବ ହୋଇଥାଏ। ଜଣା-ଅଜଣାରୁ କିଛି କାରଣରେ ବିବାହ ଠିକ ହୋଇପାରିନଥାଏ। ଏହି ବିଳମ୍ବକୁ ଶେଷ କରିବା ପାଇଁ କିଛି ଲୋକ ବାସ୍ତୁ ଟିପ୍ସ ଆପଣେଇଥାନ୍ତି। ଆଜି ଆମେ ଆପଣଙ୍କୁ ବିବାହରେ ହେଉଥିବା ବିଳମ୍ବକୁ ଶେଷ କରିବା ପାଇଁ କିଛି ଲୋକ ବାସ୍ତୁ ଟିପ୍ସ ଆଣେଇଥାନ୍ତି। ଆଜି ଆମେ ଆପଣଙ୍କୁ ବିବାହରେ ହେଉଥିବା ବିଳମ୍ବକୁ ଶେଷ କରିବା ପାଇଁ ପାଞ୍ଚଟି ଉପାୟ ଜଣାଇବୁ। ଏହି ଉପାୟ ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି।

love marriage-ବିବାହରେ ବିଳମ୍ବ ଅନେକ ଥର ଜାତକରେ ମଙ୍ଗଳ ଦଶା ଖରାପ ହେବା କାରଣରୁ ହୋଇଥାଏ। ଏହାକୁ ଦୂର କରିବା ପାଇଁ ଘରର ରୁମର କବାଟକୁ ଲାଲ କିମ୍ବା ଗୋଲାପି ରଙ୍ଗ କରିଦେବା ଆବଶ୍ୟକ। ବାସ୍ତୁ ଶାସ୍ତ୍ର ଅନୁସାରେ ଏହାଦ୍ବାରା ଜାତକରେ ମଙ୍ଗଳ ଦଶା ମଜବୁତ ହୋଇଥାଏ।

-ବାସ୍ତୁଶାସ୍ତ୍ରରେ କୁହାଯାଇଛି ବିବାହ ପାଇଁ ପାର୍ଥିଙ୍କୁ ନିଜ ରୁମରେ ଖାଲି ଟାଙ୍କି କିମ୍ବା ବଡ ବାସନକୁ ବନ୍ଦ କରି ରଖିବା ଉଚିତ ନୁହେଁ।

-ବିବାହ ଯୋଗ୍ୟ ଯୁବକ ଏବଂ ଯୁବତୀଙ୍କୁ ନିଜ ବେଡ ତଳେ ଲୁହାର ଜିନିଷ ରଖିବା ଉଚିତ ନୁହେଁ। ଏହାକୁ ବାସ୍ତୁଶାସ୍ତ୍ରରେ ଅନୁଚିତ ବୋଲି କୁହାଯାଇଛି।

bride-ବାସ୍ତୁ ଅନୁସାରେ ବିବାହ ପାଇଁ ପାତ୍ର କିମ୍ବା ପାତ୍ରୀ ଦେଖିବା ସମୟରେ ଯୁବକ ଏବଂ ଯୁବତୀଙ୍କୁ ଦକ୍ଷିଣ ଦିଗ ଆଡକୁ ମୁହଁ କରି ବସିବା ଉଚିତ ନୁହେଁ। ଦକ୍ଷିଣ ଦିଗକୁ ମଙ୍ଗଳ କାର‌୍ୟ୍ୟ ପାଇଁ ଅଶୁଭ ବୋଲି କୁହାଯାଇଛି।

-ଯୁବକ- ଯୁବତୀଙ୍କୁ ହଳଦ୍ରିା ରଙ୍ଗର କପଡା ବା ଦ୍ରବ୍ୟ ଅଧିକ ବ୍ୟବହାର କରିବା ଆବଶ୍ୟକ। ହଳଦିଆ ରଙ୍ଗକୁ ଗୃହସ୍ଥ ଜୀବନରେ ଖୁସିର ସଂକେତ ବୋଲି କୁହାଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button