ଜୀବନଶୈଳୀ

ରାତିରେ କରନ୍ତୁ ନାହିଁ ଏହାର ସେବନ, ଅଥବା ରୋଗକୁ କରିବେ ନିମନ୍ତ୍ରଣ

ମୃତ୍ୟୁ ଏକ ଏପରି ସତ୍ୟ ଯାହାକୁ କିଏ କେବେ ବଦଳାଇପାରିବେ ନାହିଁ। କିନ୍ତୁ ଅର୍ଥ ନୁହଁ କି ଆପଣ ଶରୀରକୁ ନେଇ ସଜାଗ ହେବେ ନାହିଁ। ଏନେଇ ସବୁବେଳେ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ଉପାୟ ମନୁଷ୍ୟ ଅବଲମ୍ବନ କରୁଥାଏ। ହେଲେ କେଉଁ ରୋଗ କେତେବେଳେ ଆପଣଙ୍କ ପାଖକୁ ଆସିବ ତାହା କେହି କହିପାରିବେ ନାହିଁ। ତେବେ ଆଜି ଆମେ ଆପଣଙ୍କୁ ରାତିରେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ନଖାଇବା ବିଷୟରେ କହିବାକୁ ଯାଉଛୁ। ଯାହା ଦ୍ବାରା ଆପଣ ବିତାଇପାରିବେ ସୁସ୍ଥ ଜୀବନ ।

indian-food-

କେଉଁ ଖାଦ୍ୟ ଖାଇବା ଅନୁଚିତ୍

-ରାତିରେ ଦହି ଖାଇବା ଉଭୟ ପୁରାଣ ଏବଂ ବିଜ୍ଞାନରେ ବାରଣ କରାଯାଇଛି। ଦହିରେ ଅନେକ ଭଲ ଗୁଣ ରହିଛି। କିନ୍ତୁ ଏହାର ରାତିରେ ସେବନ ବିଷ ସମାନ। କାରଣ ଦହି ଖାଇବା ପରେ ଶୋଇବା ଦ୍ୱାରା ଠିକ୍ ଭାବେ ହଜମ ହୋଇନଥାଏ।

curd

-ରାତିରେ ମାଂସ ଖାଇବା ଶରୀର ପ୍ରତି କ୍ଷତିକାରକ। ରାତିରେ ମାଂସ ଖାଇବା ତ ନିହାତି ଭାବେ ଅନୁଚିତ।

-ଅଧିକାଂଶ ଭାରତୀୟ ରାତିରେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି। ମାତ୍ର ରାତିରେ ଭାତ ଖାଇବା ମାନେ ରୋଗକୁ ଡାକି ଆଣିବା ସହ ସମାନ। ଭାତ ଅତ୍ୟନ୍ତ ଗରିଷ୍ଠ ହୋଇଥିବାରୁ ରାତିରେ ଏହାର ସେବନ ହଜମ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥାଏ। ଏଣୁ ସବୁବେଳେ ରାତିରେ ଭାତ ବଦଳରେ ରୁଟି ଖାଆନ୍ତୁ।

rice

– ରାତି ସମୟରେ ଭୁଲରେ ମଧ୍ୟ ଫଳମୂଳ ଖାଇବା ଅନୁଚିତ୍ ।କାରଣ ଏହା ଦ୍ବାରା ଶରୀରରେ ବିଭିନ୍ନ ପ୍ରକାରର ରୋଗ ଜାତ ହୋଇଥାଏ। ଫଳ ଖାଇବାର ସବୁଠାରୁ ଭଲ ସମୟ ହେଉଛି ସକାଳ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button