ଧର୍ମ

ଘରର ଝିଅ ବୋହୁ ଭୁଲରେ କରନ୍ତୁ ନାହିଁ ଏହି କାମ, ନଚେତ୍ ହୋଇଯିବେ ଗରିବ

ହିନ୍ଦୁ ଧର୍ମରେ ଘରର ଝିଅ ବୋହୁଙ୍କୁ ଦେବୀ ଲକ୍ଷ୍ମୀଙ୍କର ମାନ୍ୟତା ଦିଆଯାଇଥାଏ। ସ୍ତ୍ରୀ ଚାହିଁଲେ ଘରକୁ ସ୍ବର୍ଗ ଏବଂ ନର୍କରେ ପରିଣତ କରିପାରିବ। ଏପରି ମଧ୍ୟ କୁହାଯାଇଥାଏ କି ସ୍ତ୍ରୀଙ୍କ କାର‌୍ୟ୍ୟକଳାପ ଏବଂ ଅଭ୍ୟାସର ସମସ୍ତ ପ୍ରଭାବ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ଉପରେ ପଡ଼ିଥାଏ। କିଛି ଅଭ୍ୟାସ ଘରକୁ ସୁଖ ଏବଂ ସମୃଦ୍ଧି ଆଣିଥିବା ବେଳେ କିଛି ଆଣିଥାଏ ଅଭାବ ଅନଟନ। ଆଜି ଆମେ ଘରର ଝିଅ ଏବଂ ବୋହୁଙ୍କ ଦ୍ବାରା ହୋଇଥିବା ସେହି ଛୋଟ ଛୋଟ ଭୁଲ ବିଷୟରେ କହିବାକୁ ଯାଉଛୁ।

jhadu

– ଘରେ ମହିଳା ଝାଡୁକୁ ପାଦରେ ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ। କାରଣ ଏଥିରେ ଲକ୍ଷ୍ମୀ ବାସ କରିଥାନ୍ତି ବୋଲି କୁହାଯାଇଥାଏ। ଏଣୁ ଏହା ଦ୍ବାରା ଲକ୍ଷ୍ମୀଛଡ଼ା ହେବାର ସମ୍ଭାବନା ରହିଥାଏ।

-କେବେ ମଧ୍ୟ ଅଇଁଠା ବାସକୁ ରୋଷେଇ ଘରେ ପକାଇ ଶୁଅନ୍ତୁ ନାହିଁ। ସବୁବେଳେ ଶୋଇବା ପୂର୍ବରୁ ରୋଷେଇ ଘରକୁ ସଫା ସୁତୁରା କରି ଶୁଅନ୍ତୁ। କାରଣ ଏହା ଦ୍ରାରିଦ୍ରତା ଏବଂ ଦୁଃଖର କାରଣ ପାଲଟଇଥାଏ ।

women 2

-ଯେଉଁ ଘରର ମହିଳା ଘରର କବାଟକୁ ଲାତ ମାରି ଖୋଲିଥାନ୍ତି ତାଙ୍କଠାରୁ ଧନ ଦେବୀ କ୍ରୋଧିତ ହୋଇଯାଆନ୍ତି। ଏହାକୁ ଶାସ୍ତ୍ରନୁଯାୟୀ ଖୁବ ଖରାପ ମଧ୍ୟ କୁହାଯାଇଥାଏ।

-କେବେ ମଧ୍ୟ ମହିଳାଙ୍କୁ ଘରର ଏରୁଣ୍ଡି ବନ୍ଧରେ ବସିବା ଉଚିତ ନୁହଁ ।ଏହା ଦ୍ବାରା ଲକ୍ଷ୍ମୀଛଡ଼ା ହେବାର ସମ୍ଭାବନା ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button