ଜୀବନଶୈଳୀ

ପାଦ ଆଙ୍ଗୁଠି କହିବ ଆପଣଙ୍କ ଲଭ ମ୍ୟାରେଜ୍ ହେବା ନା ଆରେଞ୍ଜ, ଜାଣନ୍ତୁ କିପରି

ଆଜିର ସମୟରେ ଅଧିକାଂଶ ଲୋକ ଲଭ ମ୍ୟାରେଜ୍ କରୁଥିବାର ଦେଖିବାକୁ ମିଳୁଛି। ଏଣୁ ଏନେଇ ବିବାହ ବୟସ ହେବା ମାତ୍ରେ ସମସ୍ତଙ୍କ ମନରେ ବାହାଘର କେଉଁଠି , କିପରି ହେବ ସେନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ ଉପୁଜିଥାଏ। ଯଦି ଆପଣଙ୍କର ମଧ୍ୟ ବିବାହ ହୋଇନାହିଁ ଏବଂ ଏଥିପାଇଁ ଚିନ୍ତା କରୁଛନ୍ତି ତେବେ ଆଜି ଆମେ ଏନେଇ ଏକ ଉପାୟ ଆପଣଙ୍କୁ କହିବାକୁ ଯାଉଛୁ। ଯାହା ଦ୍ବାରା ଆପଣ ଜାଣିପାରିବେ କି ଆପଣଙ୍କର ଲଭ ମ୍ୟାରେଜ ହେବ ବା ଆରେଞ୍ଜ। ଆଜ୍ଞା ହଁ, ଆପଣଙ୍କ ଜୀବନର ଏତେ ବଡ଼ ପ୍ରଶ୍ନର ଉତ୍ତର ଆପଣଙ୍କ ପାଦରେ ରହିଛି।

toe

ପାଦର ଆଙ୍ଗୁଠି କହିବ ବିବାହର ପ୍ରକାର :

-କୁହାଯାଇଥାଏ କି, ପାଦରେ ବୁଢ଼ା ଆଙ୍ଗୁଠିର ପାଖ ଆଙ୍ଗୁଠି ଟିକେ ଛୋଟ ରହିଥିଲେ ତାଙ୍କର ଆରେଞ୍ଜ ମ୍ୟାରେଜ୍ ହୋଇଥାଏ।

-ସେହିପରି ଯେଉଁମାନଙ୍କର ବୁଢ଼ା ଆଙ୍ଗୁଠି ଏବଂ ପାଖର ଆଙ୍ଗୁଠି ସମାନ ରହିଥାଏ ସେମାନଙ୍କର ବିବାହ ପିତାମାତାଙ୍କ ପସନ୍ଦରେ ହୋଇଥାଏ। ଅର୍ଥାତ୍ ଆରେଞ୍ଜ ମ୍ୟାରେଜ୍ ହେବାର ଅଧିକ ସମ୍ଭାବନା ରହିଥାଏ।

-ପାଦର ବୁଢ଼ା ଆଙ୍ଗୁଠିର ପାଖ ଆଙ୍ଗୁଠି ଆକାରରେ ଟିକେ ବଡ଼ ରହିଥିଲେ ତାଙ୍କର ଲଭ ମ୍ୟାରେଜ୍ ହୋଇଥାଏ। ଏପରିକି ତାଙ୍କର ସେହି ବ୍ୟକ୍ତିଙ୍କ ସହ ବିବାହ ହୋଇଥାଏ ଯାହାକୁ ସିଏ ପସନ୍ଦ କରିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button