ରାଶିଫଳ

ଗଙ୍ଗା ସମାନ ପବିତ୍ର ହୋଇଥାନ୍ତି ଏହି ୩ ରାଶିର ଝିଅ, ବଡ ଭାଗ୍ୟରେ ମିଳିଥାଏ ଏମାନଙ୍କ ସାଥ୍

ଭାରତୀୟ ସଂସ୍କ୍ରୁତିରେ ସବୁ ଝିଅମାନଙ୍କୁ ମାତା ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ। ଦେବୀଙ୍କ ଭଳି ପୂଜା କରାଯାଉଥିବା ମହିଳାଙ୍କୁ ନିଜର ପବିତ୍ରତା ଦେଖାଇବା ପାଇଁ ଅନେକ ଥର କଡା ତପସ୍ୟା ମଧ୍ୟ ଦେବାକୁ ପଡିଥାଏ। ଆଜି ଆମେ ଆପଣଙ୍କୁ କିଛି ଏମିତି ରାଶିର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କୁ ଆପଣ ଗଙ୍ଗା ମାତାଙ୍କ ଭଳି ପବିତ୍ରତା କହିଲେ ଭୁଲ ହେବ ନାହିଁ। ଯେଉଁପରି ଭାବେ ଏମାନଙ୍କର ସୁନ୍ଦରତା ପାଇଁ ସମସ୍ତଙ୍କୁ ନିଜର କରିପାରନ୍ତି ସେହିପରି ଭାବେ ସେମାନଙ୍କର ଭଲ ସ୍ବଭାବ ମଧ୍ୟ ଲୋକଙ୍କୁ ଆାକର୍ଷଣ କରିଥାଏ। ତେବେ ଆପଣଙ୍କୁ ଜଣାଇବୁ ସେହି ୩ ରାଶିର ଝିଅଙ୍କ ବିଷୟରେ ଯେଉଁମାନେ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି।

ମିଥୁନ ରାଶି

ଏହି ରାଶିର ଝିଅ ନିଜ ସାଥିଙ୍କ ପ୍ରତି ବହୁତ ବିଶ୍ବସ୍ଥ ହୋଇଥାନ୍ତି। ଏମାନେ ଥରେ ଯାହାକୁ ପ୍ରେମ କରନ୍ତି ଜୀବନ ସାରା ସେମାନଙ୍କର ହାତ ଛାଡନ୍ତି ନାହିଁ। ଏହାଛଡା ଏହି ରାଶିର ଝିଅ କେବେବି ନିଜ ସାଥିଙ୍କୁ ଧୋକା ଦିଅନ୍ତି ନାହିଁ। ଏହାସହିତ ସେମାନଙ୍କର ହ୍ରୁଦୟ ମଧ୍ୟ ସଫା ହୋଇଥାଏ। ଏହି ରାଶିର ଝିଅମାନେ କେବେ କାହାକୁ ଦୁଃଖ ଦିଅନ୍ତି ନାହିଁ ଏବଂ ସମସ୍ତଙ୍କୁ ଖୁସିରେ ରଖିବାକୁ ଚାହିଁଥାନ୍ତି।

brideମକର ରାଶି

ମକର ରାଶିର ଝିଅ ହ୍ରୁଦୟରୁ ବହୁତ ସଫା ହୋଇଥାନ୍ତି। ଏମାନେ କାହାକୁ ବି ନିଜ ହ୍ରୁଦୟର କଥା ଲୁଚାନ୍ତି ନାହିଁ, ଏମାନେ ଯେମିତି ପଛରେ ବି ସେମିତି। ଏହାଛଡା ଏମାନେ ପଛରେ କାହା ବିଷୟରେ ଗପନ୍ତି ନାହିଁ। କାହା ମନରେ ଏମାନେ କଷ୍ଟ ଦେବା ଭଳି କଥା କୁହନ୍ତି ନାର୍ହି। ଏମାନେ ନିଜ ସାଥିଙ୍କୁ ଖୁସିରେ ରଖିବା ପାଇଁ ସେହି ସବୁ କରିଥାନ୍ତି ଯେଉଁଥିରେ ସେ କେବେ ରାଗିବେ ନାହିଁ।

କୁମ୍ଭ ରାଶି

କୁମ୍ଭ ରାଶିର ଝିଅ ବହୁତ ପାରିଶ୍ରମୀ ହୋଇଥାନ୍ତି। ଏହାସହିତ ସେମାନେ ହ୍ରୁଦୟରୁ ବହୁତ ଭଲ ହୋଇଥାନ୍ତି। କେବେବି କାହାର ଖରାପ ଚିନ୍ତା କରନ୍ତି ନାହିଁ। ଏମାନେ ବହୁତ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି। ଏଥିପାଇଁ ଏହି ରାଶିର ଝିଅଙ୍କ ସାଥି ମଧ୍ୟ ବହୁତ ଖୁସିରେ ରହିଥାନ୍ତି। ଏମାନଙ୍କର ପ୍ରେମ ବାସ୍ତବ ଏବଂ ପବିତ୍ର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button