ଜୀବନଶୈଳୀ

ଆପଣଙ୍କୁ ସୁସ୍ଥ ରଖିବ ‘ତମ୍ବା ମୁଦି’

ତମ୍ବା ଧାତୁ ମନୁଷ୍ୟ ଶରୀରରେ ଅନେକ ଚମତ୍କାରୀ ପ୍ରଭାବ ପକାଇଥାଏ। ଏହାଦ୍ୱାରା ଶରୀରରୁ ରୋଗ ଜୀବାଣୁ ନାଶ ହୋଇଥାଏ। ଗୋଟିଏ ତମ୍ବା ମୁଦି ହାତରେ ଲମ୍ବା ସମୟ ଧରି ପିନ୍ଧିଲେ, ଆପଣ ହିଁ ନିଜେ ଏହାର ପ୍ରଭାବ ଅନୁଭବ କରିପାରିବେ। ଏହା ସୁଜନ୍‌ ଏବଂ ଯନ୍ତ୍ରଣାରୁ ଉପଶମ ଦେଇଥାଏ। ଏକ ଶୁଦ୍ଧ ତମ୍ବା ମୁଦି ଆପଣଙ୍କ ଶରୀରରେ ଔଜଲ୍ୟତା ଆଣିଦେଇପାରେ। ଆସନ୍ତୁ ଜାଣିବା, ତମ୍ବା ମୁଦି ଆପଣଙ୍କ ପାଇଁ କ’ଣ ସବୁ ଫାଇଦା ଆଣିଦେଇଥାଏ।

ring3

-ତମ୍ବା ଶାରୀରିକ ସନ୍ତୁଳନକୁ ବଢ଼ାଇଥାଏ ଏବଂ ଶରୀରକୁ ମଜଭୁତ କରିଥାଏ। ଏହା ରକ୍ତ ବିଶୋଧନ କରିବାରେ ସାହାଯ୍ୟ କରେ। ଏହାସହ ଶରୀରରେ ବିଷ ଧାତୁର ନକରାତ୍ମକ ପ୍ରଭାବକୁ ମଧ୍ୟ ଦୂର କରିପାରେ।
-ଏହା ଆପଣଙ୍କ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଏବଂ ଏହା ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ।
-ତମ୍ବା ମୁଦି ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।

-ଯେଉଁ ବ୍ୟକ୍ତି ହାଡ଼ ସମ୍ବନ୍ଧିତ କୌଣସି କଷ୍ଟ ଅନୁଭବ କରନ୍ତି, ସେମାନେ ତମ୍ବା ମୁଦି କିମ୍ବା ବ୍ରେସଲେଟ୍‌ ନିଶ୍ଚିତ ଭାବେ ପିନ୍ଧନ୍ତୁ। ଏହା ହାଡ଼କୁ ଶକ୍ତ କରେ।
-ଦେଖାଯାଏ କି, ଜ୍ୟୋତିଷମାନେ ଆମକୁ ତମ୍ବା ମୁଦି ପିନ୍ଧିବାକୁ ପରାମର୍ଶ ଦେଇଥାଆନ୍ତି। କାରଣ, ଏହା ଆମ ଦୈନନ୍ଦିନ ଜୀବନରେ କ୍ରୋଧକୁ ନିୟନ୍ତ୍ରଣରେ ରଖିଥାଏ। ଏହା ଆଧ୍ୟାତ୍ମିକ ଉପାୟରେ ମନ ଏବଂ ଆତ୍ମାକୁ ଶାନ୍ତି ଦେଇଥାଏ। ଏହି ମୁଦି ଆପଣଙ୍କ ବ୍ୟକ୍ତିତ୍ୱକୁ ମଧ୍ୟ ଆଧ୍ୟାତ୍ମିକ ରୂପରେ ସୁନ୍ଦର ବନାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button