ଦେଶ ବିଦେଶ

ଆପଣ ପ୍ରତିଦିନ ଖାଦ୍ୟରେ ସାମିଲ୍‌ କରୁଥିବା ଏହି ୮ଟି ଜିନିଷରେ ମିଶି ରହିଛି କ୍ଷତିକାରକ କେମିକାଲ, ଜାଣନ୍ତୁ କ’ଣ

ଆଜି ଆମେ ଆପଣଙ୍କୁ ଖାଦ୍ୟ-ପାନୀୟ ସହ ଜଡିତ ଥିବା କିଛି ରୋଚକ ତଥ୍ୟ ବିଷୟରେ ଜଣାଇବୁ। ହୋଇପାରେ ଏହି ସମ୍ପର୍କରେ ଆପଣ ପୂର୍ବରୁ କେବେ ଶୁଣି ନଥିବେ। ଆପଣମାନେ ଦିନରେ ଏହି ଖାଦ୍ୟ ପ୍ରତ୍ୟେକ ଦିନ ନିଶ୍ଚିନ୍ତ ସେବନ କରୁଥିବେ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଫଳ ହେଉ କିମ୍ବା ପନିପରିବା ପ୍ରତ୍ୟେକର ଗୋଟିଏ ଗୋଟିଏ ରୋଚକ ତଥ୍ୟ ରହିଛି। ଏହା ଜାଣିବା ଆପଣଙ୍କ ପାଇଁ ଲାଭକାରୀ ହେବ।

-କଣ ଆପଣ ଜାଣନ୍ତି କି ଆପଣମାନେ ଯେଉଁ ନାଲି ନାଲି ରଙ୍ଗର ଟମାଟୋ ଖାଆନ୍ତ ତାହା ନାଲି କିପରି ହୋଇଥାଏ। ବାସ୍ତବରେ ଏହାକୁ ଡ୍ରାଇ କରାଯାଇଥାଏ। ଏଥିପାଇଁ କାରମେନିକ ଏସିଡର ବ୍ୟବହାର କରାଯାଇଥାଏ। ଏହା ବ୍ୟତୀତ ଆପଣମାନେ ଜାଣ ରଖିବା ଉଚିତ ଚେରିକୁ ରଙ୍ଗ ଦେବା ପାଇଁ ମଧ୍ୟ ଏଭଳି କ୍ଷତିକାରକ କେମିକାଲ ବ୍ୟବହାର କରାଯାଇଥାଏ। ଏହାବ୍ୟତୀତ ଲିପଷ୍ଟିକ୍‌ ତିଆରି କରିବାରେ ମଧ୍ୟ କେମିକାଲ ବ୍ୟବହାର କରାଯାଇଥାଏ।

cheri-‘ମନି ବିୟର’ ବା ଜେଲି । କଣ ଆପଣମାନେ ଜାଣିଛନ୍ତି ଏହାକୁ ଅନ୍ୟକେଉଁ କାମରେ ବ୍ୟବହାର କରାଯାଏ। ଏହି ଜେଲିକୁ ଗମୀ ସ୍ନେକ୍ସ କାର୍‌ କୁ ଚମକାର୍‌ କରିବା ପାଇଁ ବ୍ୟବହାର କରାଯାଇଥାଏ। ଏହାକୁ କାର୍ନାବା ମୋମ ସହ ମିଶାଇ ଏକ ଲେପ ତିଆରି କରାଯାିଥାଏ ଯାହା ପଛରେ କାର୍‌ ପଲିସ୍‌ ପାଇଁ ବ୍ୟବହାର କରାଯାଇଥାଏ।

-ଆମ ମାନଙ୍କ ମଧ୍ୟରେ ଖୁବ୍‌ କମ ଲୋକ ଜାଣିଥିବେ କେବଳ ଅଙ୍ଗୁର ହିଁ ମାଇକ୍ରୋଓ୍ଵଭକୁ ଖରାପ କରିଥାଏ। କଣ ଏହା ଶୁଣିବା ପରେ ଆପଣଙ୍କୁ ଝଟକା ଲାଗିପାରେ। କିନ୍ତୁ ଏହା ବିଲକୁଲ୍‌ ସତ। ଯଦି ଆପଣ ମାଇକ୍ରୋେଓ୍ଵଭରେ ଗୋଟିଏ ଅଙ୍ଗୁର ପକାଉଛନ୍ତି ତେବେ ଏହା ବିସ୍ଫୋଟ ହୋଇପାରେ। ବାସ୍ତବରେ ଏପରି ହେବାର କାରଣ ଅଙ୍ଗୁର ଗରମ ହେବା ମାତ୍ରେ ହିଁ ବାମ୍ଫ ଛାଡିଦେଇଥାଏ। ସେହିଭଳି ମାଇକ୍ରୋଓ୍ଵଭର ବାମ୍ପରେ ଏତେ ମାତ୍ରାରେ ଶକ୍ତି ହୋଇଥାଏ ଯାହା ପ୍ଲାଜ୍ମାରେ ବଦଳିଯାଇଥାଏ ଏବଂ ଅଙ୍ଗୁର ହଠାତ୍‌ ନିଆଁକୁ ଧରି ଦେଇଥାଏ। ଏହିକାରଣରୁ ଏହାପରେ ମାଇକ୍ରୋେଓ୍ଵଭ ବ୍ଲାଷ୍ଟ ହୋଇଥାଏ।

grapes-ଯଦି ଆପଣ ଖାଦ୍ୟ ପଦାର୍ଥରେ ଚଟଣି ସାମିଲ କରୁଛନ୍ତି ଏବଂ ସେଥିରେ ଆପଣ ଡବଲ ଡିପ୍‌ କରୁଛନ୍ତି ତେବେ ଏହା ଆପଣଙ୍କ ଖାଇବା ଜିନିଷକୁ ବ୍ୟାକ୍ଟେରିଆରୁ ରକ୍ଷା କରିଥାଏ। ଏହି ତୁଳନାରେ ଯଦି ଆପଣ ସିଙ୍ଗଲ ଡିପ୍‌ କରି ଖାଦ୍ୟ ଖାଉଛନ୍ତି ତେବେ ସେଥିରେ ବ୍ୟାକ୍ଟେରିଆ ମିଳିପାରେ।

-କଣ ଆପଣମାନେ ଜାଣିଛନ୍ତି କି କ୍ରୋକର୍ସ ଏବଂ ଚିପ୍ସ ଆପଣଙ୍କ ଦାନ୍ତରେ ଅଧିକା କ୍ୟାବେଟିଜ୍‌ ଜମା କରିଥାଏ। ଆମେରିକୀ ଏକାଡେମୀ ଅଫ୍‌ ପେଡିୟାଟ୍ରିକ୍‌ ଦନ୍ତ ଚିକିତ୍ସା ଅନୁଯାୟୀ, ଷ୍ଟାର୍ଚଯୁକ୍ତ ଖାଦ୍ୟ ପଦାର୍ଥ ଭଳି କ୍ରୋକର୍ସ ଏବଂ ଚିପ୍ସ ଆପଣଙ୍କ ଦାନ୍ତକୁ ଅଧିକ ଖରାପ କରିଥାଏ। କାରଣ ଏହି ସବୁ ଖାଦ୍ୟ ଖାଇବା ପରେ ଏହା ଆପଣଙ୍କ ଦାନ୍ତରେ ଲାଗିଯାଇଥାଏ।

food-ଆଳୁରେ ଉଚ୍ଚ ଜଳ ସାମଗ୍ରୀ ଏବଂ ରାସାୟନିକ ତତ୍ତ୍ୱ ରହିଥାଏ। ଏହିକାରଣରୁ ଆଳୁ ରେଡିଓ ଏବଂ ବେତାର ଯନ୍ତ୍ର ସିଗନାଲ୍‌ କୁ ରିଫ୍ଲେକ୍ଟ କରିଥାଏ।

orange--କୁକିଜ୍‌ ନାଁରେ ହିଁ ଆପଣଙ୍କ ମୁହଁରେ ପାଣି ଆସି ଯାଇଥାଏ କିନ୍ତୁ ଆପଣ କର ଜାଣିଛନ୍ତି କି ଦୁନିଆରେ ଦୁଇ ପ୍ରକାରର କୁକିଜ୍‌ ମିଳିଥାଏ। କୁକିଜ୍‌ ଭିନ୍ନ ଭିନ୍ନ ନାଁରେ ବିକ୍ରି କରାଯାଇଥାଏ। ସମୋଆ ନାମକ ସ୍ଥାନରେ ଏହାକୁ କୁକି ଏବଂ ଅନ୍ୟ ସ୍ଥାନରେ ଏହାକୁ ‘କାରମେଲ ଡି-ଲାଇଟ’ ମଧ୍ୟ କୁହାଯାଇଥାଏ।

-କମଳା ମଧ୍ୟ ସ୍ୱଭାବିକ ରୂପେ ନାରଙ୍ଗୀ ହୋଇନଥାଏ। ବାସ୍ତବରେ ଏହାକୁ ନାରଙ୍ଗୀ ରଙ୍ଗରେ ବଦଳାଇବା ପାଇଁ ଇଥିଲୀନ ଗ୍ୟାସର ବ୍ୟବହାର କରାଯାଇଥାଏ। ଇଥିଲିନ ଗ୍ୟାସର ବ୍ୟବହାର କେବଳ କମଳାକୁ ପାଚିବା ପାଇଁ ନୁହେଁ ମଣିଷର ଚିକିତ୍ସା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button