ବିଚାର

ମାତ୍ର ଏହି ତିନୋଟି ଉପାୟ ଆପଣେଇଲେ ମିଳିବ ମନପସନ୍ଦର ଘର ଏବଂ ଜମି

ସବୁ ଲୋକ ଚାହାଁନ୍ତି ଯେ ନିଜର ଏକ ଘର। ଯେଉଁ ସ୍ୱପ୍ନରେ ଘରେ ସେ ତାଙ୍କ ପରିବାରକୁ ସୁଖରେ ଆଗକୁ ବଢ଼ାଇବେ। କିନ୍ତୁ ଅନେକ ଲୋକ ଘର କିଣିବା ପାଇଁ ବା ବନାଇବା ପାଇଁ ଚାହିଁଲେ ବି ନିଜର ଘର କିଣିପାରନ୍ତି ନାହିଁ ଏବଂ ଶେଷରେ ନିରାଶ ହୁଅନ୍ତି। ଏଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ଉପାୟ ରହିଛି ଯାହାକୁ ଯଦି ଆପଣ ଆପଣାନ୍ତି ତେବେ ନିଜର ସ୍ୱପ୍ନର ଘରକୁ କିଣିବାରେ ସଫଳ ହୋଇପାରିବେ।

-ଲିମ୍ବ କାଠିରେ ଏକ ଛୋଟ ଘର ବନାଇ କୌଣସି ଗରିବ ପିଲାକୁ ଦାନ କରନ୍ତୁ କିମ୍ବା କୌଣସି ମନ୍ଦିରରେ ରଖିଦିଅନ୍ତୁ। ଏମିତି କରିବା ଦ୍ୱାରା ଶିଘ୍ର ଆପଣଙ୍କୁ ଏକ ଘର ମିଳିବାର ଯୋଗ ରହିଥାଏ।

-ଯଦି ଆପଣ ଘର ବନାଇବା ପାଇଁ ଚାହୁଁଛନ୍ତି ତେବେ ଏକ ଲାଲ କପଡାରେ ଛଅ ଚୁଟକି କୁମକୁମ୍‌, ଛଅଟି ଲବଙ୍ଗ, ନଅଟି ବିନ୍ଦି, ନଅ ମୁଠା ସଫା ମାଟି ଏବଂ ଛଅଟି କଉଡି ନେଇ କପଡାକୁ ଗୋଡାଇ ଦିଅନ୍ତୁ। ଏହାପରେ ଏହାକୁ ନଦୀରେ ବିସର୍ଜନ କରିଦିଅନ୍ତୁ। ଏମିତି କଲେ ମାତାଙ୍କ କ୍ରୁପାରୁ ଆପଣଙ୍କୁ ବହୁତ ଜଲଦି ଘର ମିଳିବ।

-ଏକ ମାଟି ହାଣ୍ଡିରେ କ୍ଷୀର, ଦହି, ଘିଅ, ଚିନି, ମିଶ୍ରୀ, କର୍ପୁର ଏବଂ ମହୁ ପକାଇ ହାଣ୍ଡି ଆଗରେ ଦୁର୍ଗା ନବାର୍ଣ୍ଣ ମନ୍ତ୍ର ଜପ କରନ୍ତୁ ଏବଂ ସେହି ଦିନ ହିଁ ସେହି ହାଣ୍ଡିକୁ କୌଣସି ନଦୀ ବା ପୋଖରୀରେ ଭଷାଇ ଦିଅନ୍ତୁ କିମ୍ବା ସେହି ହାଣ୍ଡିକୁ ମାଟିରେ ପୋତି ଦିଅନ୍ତୁ। ଏମିତି କଲେ ମାତାଙ୍କ କୃପାରୁ ବହୁତ ଜଲଦି ଆପଣଙ୍କୁ ଭୂମି ଏବଂ ଭବନ ବା ଘର ପ୍ରାପ୍ତି ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button