ଧର୍ମ

ମାସିକ ଧର୍ମ ସମୟରେ କେଶ ଧୋଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

ସାଧାରଣତଃ ମହିଳାମାନଙ୍କର ମାସିକ ଧର୍ମ ସାଧାରଣ ପ୍ରକ୍ରିୟା, ଯେଉଁଥିରେ ଶରୀରର ଅପରିଷ୍କାର ରକ୍ତ ବାହାରିଥାଏ। ଏହିକାରଣରୁ ଏହି ଦିନରେ ମହିଳାଙ୍କୁ ନିଜର ଭଲ ଭାବେ ଧ୍ୟାନ ରଖିବା ପାଇଁ କୁହାଯାଇଥାଏ। ଆଗରୁ ମାସିକ ଧର୍ମ ସମୟରେ କେଶ ନ ଧୋଇବା ପାଇଁ କୁହାଯାଇଥାଏ କିନ୍ତୁ ଆଜିକାଲିର ମହିଳାମାନେ ଏହାକୁ ଭୁଲ୍‌ ଭାବି କେଶ ଧୋଇଥାନ୍ତି। ତେବେ ଜାଣନ୍ତୁ ପିରିୟଡସ୍‌ ସମୟରେ କେଶ ଧୋଇବା ଉଚିତ କି ଅନୁଚିତ।

ppବାସ୍ତବରେ ପିରିୟଡସ୍‌ ସମୟରେ ଶରୀରରୁ ଅପରିଷ୍କାର ରକ୍ତ ବାହାରକୁ ବାହାରିଥାଏ। ଏହି ସମୟରେ ଯଦି ଆପଣ ପିରିୟଡସ ସମୟରେ କେଶ ଧୋଇଥାନ୍ତି ତେବେ ଏଥିରେ ଶରୀରର ତାପମାତ୍ରା ଥଣ୍ଡା ହୋଇଯାଏ। ପେଟର ଅପରିଷ୍କାର ଜିନିଷ ଭଲଭାବେ ସଫା ହେବା ପାଇଁ ମାସିକ ଧର୍ମ ସମୟରେ ଶରୀରକୁ ଗରମ ରଖିବା ପାଇଁ ଆବଶ୍ୟକ ହୋଇଥାଏ। ଏହିକାରଣରୁ ଏହି ସମୟରେ ଅଧିକ ଗାଧୋଇବା କିମ୍ବା କେଶ ଧୋଇବା ଦ୍ୱାରା ଶରୀରର ତାପମାତ୍ରା କମ ହୋଇଯାଇଥାଏ, ଯେଉଁ କାରଣରୁ ଶରୀରରୁ ଅପରିଷ୍କାର ଜିନିଷ ଭଲଭାବେ ବାହାରି ପାରି ନଥାଏ। କେବଳ ଏତିକି ନୁହେଁ ଧୀରେ ଧୀରେ ଏହି ଅପରିଷ୍କାର ଜିନିଷ ସବୁ ଗଣ୍ଠି ହୋଇଯିବା ସହ ୟୁଟ୍ରସ୍‌ ସହ ଜଡିତ ରୋଗ ବ୍ୟତୀତ କ୍ୟାନସରର କାରଣ ମଧ୍ୟ ହୋଇପାରେ। ମୁଣ୍ଡ ଧୋଇବା ଦ୍ୱାରା ଶରୀରର ତାପମାତ୍ରା କମ ହୋଇଯିବାରୁ ଭଲଭାବେ ରକ୍ତସ୍ରାବ ମଧ୍ୟ ହୋଇପାରେ ନାହିଁ। ଏହିକାରଣରୁ ପେଟରେ ଯନ୍ତ୍ରଣା ସମସ୍ୟା ଅଧିକ ହୋଇଥାଏ।

hair washଜାଣନ୍ତୁ କେବେ କେଶ ଧୋଇବା ଉଚିତ

ପ୍ରତ୍ୟେକ ମହିଳାଙ୍କର ମାସିକ ଧର୍ମ ଭିନ୍ନ-ଭିନ୍ନ ଦିନ ହୋଇଥାଏ ଅର୍ଥାତ କାହାର ୫ ଦିନ ତ କାହାର ୭ ଦିନ ପର୍ଯ୍ୟନ୍ତ ପିରିୟଡସ୍‌ ରହିଥାଏ। ଏହି ସମୟରେ ନିଶ୍ଚିନ୍ତ ୩ ଦିନ ପର୍ଯ୍ୟନ୍ତ କେଶ ଧୋଇବା ଅନୁଚିତ। ଆପଣ ପରିୟଡସ ର ଶେଷ ଦିନ ମୁଣ୍ଡ ଧୁଅନ୍ତୁ। ଯଦି ଆପଣ ସେହି ଦିନ ମୁଣ୍ଡ ଧୋଇବା ପାଇଁ ଚାହୁଁଛନ୍ତି ତେବେ ହାଲୁକା ଉଷୁମ ପାଣି ବ୍ୟବହାର କରନ୍ତୁ। ଏପରି କରିବା ଦ୍ୱାରା ପରିୟଡସ୍‌ ସମୟରେ ହେଉଥିବା ଯନ୍ତ୍ରଣା କମ ହୋଇଥାଏ ଏବଂ ଶରୀରକୁ ଆରାମ ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button