ଦେଶ ବିଦେଶ

କେବେବି ଖାଇନଥିବେ ଏମିତି ଲେମ୍ବୁ ଚଟଣୀ, ଥରେ ବନାଇ ଚାଖନ୍ତୁ ସ୍ୱାଦ

ଭାରତୀୟ ମାନେ ଖାଦ୍ୟରେ ଆଚାର କିମ୍ବା ଚଟଣୀ ଖାଇବାକୁ ପସନ୍ଦ କରନ୍ତି। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଲେମ୍ବୁ ଚଟଣୀ ବନାଇବା ରେସିପି ବିଷୟରେ ଜଣାଇବୁ, ଯାହାକୁ ନିୟମିତ ଭାବରେ ଖାଇପାରିବେ। ଭିଟାମିନ୍‌ ସି ଯୁକ୍ତ ଏହି ଚଟଣୀ ଆପଣଙ୍କୁ ଫ୍ରେସନେସ୍‌ ଫିଲ୍‌ କରାଇବ। ତେବେ ଆସନ୍ତୁ ଜାଣିବା ଏହାକୁ ବନାଇବା କିପରି।

ଆବଶ୍ୟକ ସାମଗ୍ରୀ

ଜୀରା – ୧ ଚାମଚ

ହେଙ୍ଗୁ – ଅଧା ଚିମୁଟାଏ

କଳା ଲୁଣ – ଦୁଇ ଚିମୁଟାଏ

ଲେମ୍ବୁ – ୪

ଲୁଣ – ସ୍ୱାଦାନୁସାରେ

ଲାଲ ଲଙ୍କା ପାଉଡର – ଅଧା ଚାମଚ

ଚିନି – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ

-ଲେମ୍ବୁର ମଞ୍ଜି ବାହାର କରି ଛୋଟ ଛୋଟ ଖଣ୍ଡ କରିଦିଅନ୍ତୁ।

-ଏବେ ଏହି ଲେମ୍ବୁର ଖଣ୍ଡକୁ ଗ୍ରାଇଣ୍ଡର ରଖି ପେଶି ଦିଅନ୍ତୁ।

-ଏବେ ଆପଣଙ୍କର ଲେମ୍ବୁ ଚଟଣୀ ପ୍ରସ୍ତୁତ ହୋଇଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button