ନିଜ ସନ୍ତାନଙ୍କର ଏକ ଉଜ୍ଜଳ ଭବିଷ୍ୟତ ସବୁ ବାପାମାଆ ମାନେ ଚାହିଁଥାନ୍ତି । ନିଜ ପିଲାକୁ ଭଲ ବୁଦ୍ଧିବିଦ୍ୟା ଶିକ୍ଷା ଦେଇ ପିଲାଙ୍କୁ ଭଲ ରାସ୍ତାରେ ଚାଲିବା ପାଇଁ ବାପା ମା’ ମାନେ ପରାମର୍ଶ ଦେଇଥାନ୍ତି । ହେଲେ ବହୁତ ପିଲା ନିଜ ବାପା, ମା’ ତଥା ଗୁରୁଜନ ମାନଙ୍କର କଥାକୁ ମାନୁଥିବା ବେଳେ ଏମିତି ମଧ୍ୟ ବହୁତ ପିଲା ଅଛନ୍ତି । ଯେଉଁ ମାନେ କି ନିଜ ଗୁରୁଜନ ମାନଙ୍କ କଥାକୁ ଖାତିର ନକରି ନିଜ ମନମର୍ଜି ଅନୁସାରେ କାର୍ଯ୍ୟ କରିଥାଏ । ଯେଉଁ କାରଣରୁ ପିଲା ପାଇଁ ବାପାମାଆ ବହୁତ ସମୟରେ ଅଧିକ ଚିନ୍ତିତ ହେବା ସହ ବ୍ୟସ୍ତ ବିବ୍ରତ ହୋଇପଡିଥାନ୍ତି । ଜାତକରେ ଯଦି କିଛି ସମସ୍ଯାମାନ ରହିଥାଏ । ତେବେ ପିଲା ଏହିପରି ସ୍ଵଭାବର ହୋଇଯାଇ ନିଜ ମନମାନି କରିବାକୁ ଭଲ ପାଇଥାନ୍ତି । ତେଣୁ ଯଦି ପିଲାର ଜାତକର ପଞ୍ଚମ ଘରେ କେତୁ ଅବସ୍ତାନ କରିଥାନ୍ତି । ତେବେ ପିଲା ନିଜ ମନ ଇଛା ଅନୁସାରେ ହିଁ କାର୍ଯ୍ୟ କରିଥାନ୍ତି । ଯଦି ପିଲାକୁ ନିଜର କଥା ଅନୁସାରେ ପରିଚାଳିତ କରି ତାଙ୍କର ଭବିଷ୍ୟତ ଉଜ୍ଜଳ କରିବାକୁ ଚାହିଁଥାନ୍ତି । ତେବେ ଏହି ଉପାୟକୁ ନିହାତି ଭାବରେ କରନ୍ତୁ । यह वीनर्स नकली दांतों से 300 गुना बेहतर है! और कीमत बहुत सस्ती है Snap On Smile Veneers Russia Tests NATO’s Limits And Resolve! Buzz Day यह तरीका है तो सिंपल, लेकिन मुश्किल डायबिटीज को भी दे सकता है मात Insulux Diabetic Support इन सेलेब्स की खूबसूरती और दिमाग का दुनिया ने माना लोहा Herbeauty ଏହି ଉପାୟକୁ କରିବା ଆପଣଙ୍କୁ କେବଳ ୨ ଟି ସାମଗ୍ରୀର ଆବଶ୍ୟକତା ରହିଛି । ସେହି ୨ ଟି ସାମଗ୍ରୀ ହେଉଛି କର୍ପୁର ଓ ଲବଙ୍ଗ । ଏକ ପାତ୍ରରେ ୩, ୯ କିମ୍ବା ୨୭ ଟି ଲବଙ୍ଗକୁ ସେଥିରେ ଗୋଟିଏ କର୍ପୁର ପକାଇ ତାହାକୁ ଜଳାଇ ଦିଅନ୍ତୁ । ତାହାକୁ ଜଳାଇ ସାରିବା ପରେ ସେଥିରୁ ଯେଉଁ ଭଷ୍ମ ବା ପାଉଁଶ ବାହାରିବ । ତାକୁ ଏକ ପାତ୍ରରେ ରଖି ଦିଅନ୍ତୁ । ପ୍ରତିଦିନ ଯେତେବେଳେ ପିଲାର ସାମ୍ନାସାମ୍ନୀ ହୋଇ କିଛି କଥା ବାର୍ତ୍ତା କରୁଥିବେ । अन्य जबरदस्त कंटेंट Can Vaseline Erase Wrinkles? Here’s What You Need To Know! Herbeauty These Actors Wanted Their Co-Stars Gone Brainberries 6 Mesmerizing Zouk Videos Everyone’s Watching Herbeauty 9 KUWTK Scenes So Awkward You’ll Look Away Brainberries ସେହି ସମୟରେ ହିଁ ସେହି ପ୍ରସ୍ତୁତ କରିଥିବା ପାଉଁଶରେ ଅଳ୍ପ ଟିକିଏ ଗୋଲାପ ଜଳ ପକାଇ ତାହାକୁ ନିଜର ରିଙ୍ଗ ଅର୍ଥାତ ପରୀ ଆଙ୍ଗୁଠି ସାହାଜ୍ଯରେ ଗୋଳାଇ ଦିଅନ୍ତୁ । ତାପରେ ସେହି ଗୋଳାଇ ଥିବା ପାଉଁଶକୁ ଆଣି ନିଜ ମଥାରେ ଓ ନିଜ ନାଭୀରେ ଲଗାନ୍ତୁ । ଏହା ସହିତ ଲଗାଇବା ସମୟରେ ପିଲା ସହିତ କିଛି ଭଲ ମୂହୁର୍ତ୍ତ ବା ପିଲା ଯେତେବେଳେ ଆପଣଙ୍କ କଥା ମାନୁଥିଲା । ସେହି ପୂର୍ବ ସମୟର କଥାକୁ ମନ ପକାଇ ନିଜ ପରୀ ଆଙ୍ଗୁଠି ସାହାଜ୍ଯରେ ପାଉଁଶକୁ ଆଣି ମଥା ଓ ନାଭୀରେ ଲଗାନ୍ତୁ । ଏହାକୁ କରିବା ସହିତ ନିଜ ପିଲା ପୁଣି ଥରେ ଆଗ ପରି ଆପଣଙ୍କ କଥା ମାନିବ । ସେହି ବିଶ୍ବାସ ରଖି ଉପାୟଟି କରିବା ସହିତ ନିଜର ପିଲାକୁ ଭଲରେ ବୁଝାନ୍ତୁ । ଦେଖିବେ ପିଲା ଠାରେ ବହୁତ କିଛି ଭଲ ପରିବର୍ତ୍ତନ ଦେଖିବାକୁ ପାଇବେ ।

ପାଣି ହେଉଛି ପ୍ରାଣୀଜଗତର ଜୀବନ । ପାଣି ଆମ ଶରୀର ପାଇଁ ନିହାତି ଭାବରେ ଆବଶ୍ୟକ । ପାଣି ପ୍ରଚୁର ମାତ୍ରାରେ ପିଇବା ଦ୍ଵାରା ଆମ ଶରୀର ସୁସ୍ଥ ରହିଥାଏ । ବହୁତ ଲୋକ ପାଣି ପିଇଥାନ୍ତି ସତ । ହେଲେ ପାଣି ପିଇବାର ସଠିକ ଢଙ୍ଗ ଜାଣିନଥାନ୍ତି । ତେଣୁ ପାଣି ପିଇବା ଆପଣଙ୍କ ଶରୀର ପାଇଁ ଭଲ ହେବା ବଦଳରେ ପହଞ୍ଚାଇ ଦେଉଛି କ୍ଷତି । ତେବେ ଆସନ୍ତୁ ଜାଣିବା ପାଣି ପିଇବା ସମୟରେ କେଉଁ ଭୁଲ କରିବା ଅନୁଚିତ ।

ଆପଣ ପାଣିକୁ ପିଅନ୍ତୁ ନାହିଁ ପାଣିକୁ ଖାଆନ୍ତୁ । ଆପଣ ପାଣିକୁ ଗୋଟିଏ ଗୋଟିଏ ଢୋକ ନେଇ ପିଇବା ଉଚିତ । ପାଣିକୁ ଆପଣ ପାଟିରେ ନେଇ ପ୍ରଥମେ ଦୁଇ ରୁ ତିନି ସେକେଣ୍ଡ ପାଟି ଭିତରେ ବୁଲାନ୍ତୁ ଏହାପରେ ଯାଇ ପିଅନ୍ତୁ । ଆପଣ ଏପରି କରିବା ଦ୍ଵାରା ଆପଣଙ୍କ ପାଟିରୁ ବାହାରୁଥିବା ସାଲାଇଭା ପାଣି ସହ ଆପଣଙ୍କ ପେଟକୁ ଯାଇଥାଏ ।
ଯାହାକି ହଜମ କରିବା ପାଇଁ ସାହାଜ୍ଯ କରିଥାଏ । ଆପଣ ପିଉଥିବା ପାଣିର ତାପମାତ୍ରା ସାଧାରଣ ରହିବା ଉଚିତ । ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ପାଣି ଆପଣଙ୍କ ଶରୀର ପାଇଁ ହୋଇଥାଏ କ୍ଷତିକାରକ । ଯଦି ଗ୍ରୀଷ୍ମ ଋତୁ ହୋଇଛି ଆଉ ଥଣ୍ଡା ପାଣି ପିଇବା ପାଇଁ ଇଛା ହେଉଛି ତେବେ ଆପଣ ପାଣିକୁ ମାଟିର ପାତ୍ରରେ ରଖି ଥଣ୍ଡା ପାଣି ପିଇପାରିବେ ।

ଖାଇବା ସମୟରେ, ଖାଇବା ପୂର୍ବରୁ ଏବଂ ଖାଇବା ପରେ ସଙ୍ଗେ ସଙ୍ଗେ ସଙ୍ଗେ ପାଣି ପିଇବା ଅନୁଚିତ । ଖାଇବାର ଏକ ଘଣ୍ଟା ପୂର୍ବରୁ ଏବଂ ଖାଇବା ଏକ ଘଣ୍ଟା ପରେ ଆପଣ ପାଣି ପିଇବା ଉଚିତ । ଆପଣ ମାଟିର ବୋତଲ ଏବଂ ଗ୍ଳାସର ବୋତଲରେ ପାଣି ରଖି ପିଇବା ଉଚିତ । କିନ୍ତୁ ପ୍ଲାଷ୍ଟିକ ବୋତଲରୁ ପାଣି ପିଇବା ହାନିକାରକ ହୋଇଥାଏ । ଆପଣ ଚାହିଁଲେ ଏକ ମାଟି ପାତ୍ରରେ ପିଇବା ପାଣି ରଖି ତା ମୁହଁରେ ଏକ ସଫା କପଡା ଗୁଡାଇ ଦିଅନ୍ତୁ । ଏବଂ ଏହାକୁ ନେଇ ଆପଣ ଖରାରେ ଆଠ ଘଣ୍ଟା ରଖନ୍ତୁ ।
ଆଉ ଏହାପରେ ଆପଣ ଖରାରୁ ଆଣି ତାହାକୁ ମାଟି ପାତ୍ରରେ ଭର୍ତ୍ତି କରନ୍ତୁ । ଆଉ ଦିନ ସାରା ସେହି ପାଣିକୁ ପିଅନ୍ତୁ । ଏହା ଆପଣଙ୍କ ଶରୀର ପାଇଁ ଏକ ପ୍ରାକୃତିକ ଔଷଧ ପରି କାମ କରିଥାଏ । ଆପଣଙ୍କୁ ଆପଣଙ୍କ ଜୀବନଶୈଳୀ ଅନୁଯାୟୀ ପାଣି ପିଇବା ଉଚିତ ।

ଯଦି ଆପଣଙ୍କ ୟୁରିନ ପୁରା ଗାଢ ହଳଦିଆ ହେଉଛି ତେବେ ଆପଣଙ୍କ ଶରୀରରେ ଠିକ ଭାବରେ ପାଣି ନାହିଁ ତେଣୁ ଆପଣଙ୍କୁ ପ୍ରଚୁର ପାଣି ପିଇବା ଉଚିତ । ଆଉ ଯଦି ଆପଣଙ୍କ ୟୁରିନ ଧଳା ରଙ୍ଗର ହେଉଛି ତେବେ ଶରୀରକୁ ଦରକାର ଅନୁଯାଇ ଠିକ ମାତ୍ରାରେ ପାଣି ପିଉଛନ୍ତି ବୋଲି ଜାଣିପାରିବେ

