ଦେଶ ବିଦେଶ

ଆପଣଙ୍କ କେଶ ହେବ ଘନ, କଳା ଆଉ ମଜବୁତ ! ବ୍ୟବହାର କରନ୍ତୁ ଭୃଷଙ୍ଗ ପତ୍ର

ଲମ୍ବା କେଶ ପାଇଁ ଇଚ୍ଛା ରଖୁଥିବା ମହିଳାଙ୍କ ପାଇଁ ଆଜି ଆମେ ଏକ ବଢ଼ିଆ ଘରୋଇ ଉପଚାର ନେଇ ଆସିଛୁ। ସାଧାରଣତଃ ଘନ ଆଉ ଲମ୍ବା କେଶ ପାଇଁ ମହିଳାମାନେ ବିୟୁଟି ପ୍ରଡକ୍ଟସ ଏବଂ କସମେଟିକ ଆଇଟମସକୁ ବ୍ୟବହାର କରନ୍ତି। କିନ୍ତୁ ଏସବୁ ଛାଡି ଯଦି ଆପଣ ପ୍ରାକୃତିକ ପ୍ରଡକ୍ସସ୍‌ ବ୍ୟବହାର କରନ୍ତି ତାହେଲେ ଏହା ଆପଣଙ୍କୁ ଏକ ନ୍ୟାଚୁରାଲ ଲୁକ୍‌ ଦେବ। ଆଜି ଆପଣଙ୍କ ପାଇଁ ଆମେ ଭୃଷଙ୍ଗ ପତ୍ରର ପ୍ରାକୃତିକ ଉପାୟ ନେଇ ଆସିଛୁ। ଯାହା ଆପଣଙ୍କୁ ପୋଷଣ ଦେବା ପାଇଁ ଭୃଷଙ୍ଗ ପତ୍ର ହେୟାର ମାସ୍କ ଭଳି କାମ ଦେଇଥାଏ। ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।

କେମିତି କରିବେ ହେୟାର ମାସ୍କ ପ୍ରସ୍ତୁତ

ଏହାକୁ ବନାଇବା ପାଇଁ ଏକ ପାତ୍ର ନିଅନ୍ତୁ। ଏହାପରେ ଭୃଷଙ୍ଗ ପତ୍ର ୧୦ଟି ନେଇ ସେଥିରେ ନଡିଆ ତେଲ କିମ୍ବା ଅଲିଭ ଅଏଲ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସ ଉପରେ ହାଲକା ଗରମ କରନ୍ତୁ। ଏବେ ପ୍ରସ୍ତୁତ ମିଶ୍ରଣକୁ ଗ୍ରାଇଣ୍ଡର ରଖି ପେଷ୍ଟ ବନାଇ ଦିଅନ୍ତୁ। ଏବେ ଆପଣ କେଶରେ ହାଲକା ହାତରେ ମସାଜ୍‌ କରନ୍ତୁ। ଏହାକୁ ଏକ ଘଣ୍ଟା କେଶରେ ରଖି ମାଇଲ୍ଡ ସାମ୍ପୋରେ ଧୋଇ ଦିଅନ୍ତୁ।

ମାସ୍କକୁ କେଶ ପାଇଁ କେତେ ଲାଭଦାୟକ

  • କେଶ ହେବା ଲମ୍ବା
  • କେଶ ଝଡିବା ଠାରୁ ରୋକିବ
  • ଧଳା କେଶ ଠାରୁ ଦେବ ମୁକ୍ତି
  • କେଶକୁ ସାଇନ୍‌ କରନ୍ତୁ
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button