ଦେଶ ବିଦେଶ

ଶରୀରର ଏହିସବୁ ପରିବର୍ତ୍ତନରୁ ଜାଣନ୍ତୁ ଗର୍ଭରେ ପୁଅ ଅଛି ନା ଝିଅ !

ମା ହେବା ଠାରୁ ଅଧୁକ ଖୁସି ଦୁନିଆର ବୋଧ ହୁଏ ଆଉ କିଛି ନାହିଁ। ଏହା ଦୁନିଆର ସବୁଠାରୁ ସୁନ୍ଦର ମୁହୂର୍ତ୍ତ ଏବଂ ସବୁଠାରୁ ସୁନ୍ଦର ଅନୁଭବ। ଯାହା ସମସ୍ତଙ୍କ ଭାଗ୍ୟରେ ଅତି ସହଜରେ ମିଳେନାହିଁ। କିନ୍ତୁ ଯେଉଁମାନଙ୍କୁ ଏହି ଖୁସି ମିଳିଥାଏ ସେମାନେ ଏହାର ଗୋଟେ ମୁହୂର୍ତ୍ତରେ ଖୁସି ଅନୁଭବ କରିଥାନ୍ତି।

ତେବେ ଏହି ସମୟରେ ମାଆ ମାନଙ୍କର ଇଚ୍ଛା ହୋଇଥାଏ ତାଙ୍କ ଗର୍ଭରେ ବଢ଼ୁଥିବା ଶିଶୁ ପୁଅ ନା ଝିଅ। ତେବେ ଏହି ସମୟରେ ମହିଳାଙ୍କର କିଛି ଲକ୍ଷଣ ଜଣାଇଛଥାଏ ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ। ତାହେଲେ ଆସନ୍ତୁ ଜାଣିବା କଣ ସେହି ଲକ୍ଷଣ।

pregnant

 

  1. ଯଦି ଆପଣ ଅଧିକ ରୁ ଅଧିକ ମୁଡି ହେବାକୁ ଲାଗନ୍ତି ତାହେଲେ କୁହାଯାଏ ଯେ ଆପଣ କନ୍ୟା ସନ୍ତାନକୁ ଜନ୍ମ ଦେଇପାରନ୍ତି। କାରଣ ଏହାଦ୍ୱାରା ଫିମେଲ ହର୍ମୋନ ଅଧିକ ହୋଇଯାଇଥାଏ।
  2. ଯଦି ଆପଣଙ୍କ ବାମ ପାର୍ଶ୍ୱ ସ୍ତନ ଡାହାଣ ଠାରୁ ବଡ ତାହେଲେ ଆପଣଙ୍କର ଝିଅ ହେବ। ସେହିପରି ଯଦି ପୁଅ ହେବାର ଥାଏ ତାହେଲେ ଡାହାଣ ପାର୍ଶ୍ୱ ସ୍ତନ ବାମ ଠାରୁ ବଡ ହୋଇଥାଏ।
  3. ସେହିପରି ଯଦି ନିପଲ ଅଧିକରୁ ଅଧିକ କଳା ଦେଖାଯାଏ ତାହେଲେ ଏମିତିରେ କୁହାଯାଏ ଯେ ପୁଅ ହେବ।
  4. ଯଦି ପରିସ୍ରାର ରଙ୍ଗ ଗାଢ଼ ହଳଦିଆ ଦେଖାଯାଏ ତାହେଲେ ପୁଅ ହେବ ଏବଂ ଯଦି ହାଲକା ହଳଦିଆ ହେଉଥାଏ ତାହେଲେ ଝିଅ ହେବ।
  5. ଆପଣଙ୍କ ହାର୍ଟବିଟ୍‌ ୧୪୦ ପଯ୍ୟର୍ନ୍ତ ରହିଲେ ଝିଅ ହୋଇପାରେ। କାହିଁକିନା ଗର୍ଭରେ ପୁତ୍ର ସନ୍ତାନ ଥିଲେ ହୃଦସ୍ପନ୍ଦନ ସାମାନ୍ୟ ରହିଥାଏ।
  6. ସେହିପରି ମା’ ଯଦି ଅଧିକ ନମକିନ୍‌ ଖାଇବାକୁ ଇଚ୍ଛା ହେଉଥାଏ ତାହେଲେ ପୁଅ ହେବ ଏବଂ ଯଦି ଅଧିକ ମିଠା ଖାଇବାକୁ ଇଚ୍ଛା ହେଉଥାଏ ତାହେଲେ ଝିଅ ହେବ।
  7. ଏହା ମଧ୍ୟ କୁହାଯାଏ ଯେ ଯଦି ପିତାଙ୍କର ଓଜନ ବଢ଼େ ତାହେଲେ ଝିଅ ହେବାର ସମ୍ଭାବନା ରହିଥାଏ। ସେହିପରି ଯଦି ଓଜନ ସାମାନ୍ୟ ରହେ ତାହେଲେ ପୁଅ ହେବ।
  8. ଗର୍ଭବସ୍ଥା ସମୟରେ ଯଦି ମହିଳାଙ୍କ ଗୋଡର କେଶ ବଢ଼ିଯାଏ ତାହେଲେ ବୁଝିନିଅନ୍ତୁ ଯେ ପୁଅ ହେବ।
  9. ଯଦି ନାକର ଆକାର ବଢ଼ିଯାଏ ତାହେଲେ ଗର୍ଭରେ ପୁଅ ଅଛି।
  10. ଯଦି ଆପଣଙ୍କୁ କୌଣସି ଛୋଟ ଶିଶୁ ଏହି ସମୟରେ ଅଧିକ ପସନ୍ଦ କରୁଥାଏ ତେବେ ତାହାର ବିପରୀତ ଜେଣ୍ଡର ଶିଶୁ ଜନ୍ମ ନେବ। ଅର୍ଥାତ ଯଦି ଝିଅ ଅଧିକ ପସନ୍ଦ କରୁଥାନ୍ତି ତାହେଲେ ପୁଅ ଆଉ ଯଦି ପୁଅ ଅଧିକ ଭଲ ପାଉଥିବେ ତାହେଲେ ଝିଅ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button