ଧର୍ମ

ହିନ୍ଦୁ ଧର୍ମରେ ସମାନ ଗୋତ୍ରରେ ବିବାହ କରିବା କାହିଁକି ହୋଇଥାଏ ମନା, ଜାଣନ୍ତୁ କ’ଣ ଏହାର କାରଣ ?

ହିନ୍ଦୁ ଧର୍ମରେ ସମାନ ଗୋତ୍ରରେ ବିବାହ କରିବା ମନା ହୋଇଥାଏ। ଏ ବିଷୟରେ ବହୁତ କମ ଲୋକ ଜାଣିଥିବେ। ବିବାହ ସହିତ ଜଡ଼ିତ ହିନ୍ଦୁ ଧର୍ମରେ ଅନେକ ପ୍ରକାରର ମାନ୍ୟତା ପ୍ରଚଳିତ ରହିଛି। ସମାନ ଗୋତ୍ରରେ ବିବାହ ନ କରିବା କାହିଁ କେଉଁ କାଳରୁ ଚାଲିଆସିଛି। ଆଜି ଆମେ ଆପଣଙ୍କୁ ଏହି ପ୍ରଥାର ବୈଜ୍ଞାନିକ ଏବଂ ଧାର୍ମିକ କାରଣ ବିଷୟରେ କହିବାକୁ ଯାଉଛୁ।

୧. ଧାର୍ମିକ କାରଣ

ହିନ୍ଦୁ ଧର୍ମରେ ସମାନ ଗୋତ୍ରରେ ବିବାହ କରିବା ବାର୍ଜିତ। କେହି ଏହାକୁ ଅନୁମତି ଦେଇ ନ ଥାନ୍ତି। ଯଦି ଗୋଟିଏ ଗୋତ୍ରରେ ବିବାହ ହୋଇଯାଏ, ତେବେ ବିବାହ ପରେ ଅନେକ ପ୍ରକାରର ସମସ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ। ଏମିତି ବି କୁହାଯାଏ, ହେବାକୁ ଥିବା ସନ୍ତାନଠାରେ ଅନେକ ପ୍ରକାର ତ୍ରୁଟି ମିଳିଥାଏ।

b

୨. ବୈଜ୍ଞାନିକ କାରଣ

ବୈଜ୍ଞାନିକ କୋଣରୁ ଦେଖିବାକୁ ଗଲେ, ଗୋଟିଏ ଗୋତ୍ରରେ ବିବାହ କଲେ ହେବାକୁ ଥିବା ସନ୍ତାନ ଉପରେ ବିଭିନ୍ନ ଆନୁବଂଶୀକ ଦୋଷ ଲାଗିବାର ଆଶଙ୍କା ରହିଥାଏ। ତେଣୁ କେବେ ବି ଗୋଟିଏ ଗୋତ୍ର କିମ୍ବା କୌଣସି ସମ୍ପର୍କୀୟ ପରିବାରରେ ବନ୍ଧୁ ବାନ୍ଧନ୍ତୁ ନାହିଁ। ଯଦି ପାରୁଛନ୍ତି ଅଜଣା ପରିବାର ସହ ବନ୍ଧୁ ବାନ୍ଧନ୍ତୁ। ଆପଣ ମଧ୍ୟ ଆନୁବଂଶୀକ ରୋଗରୁ ବର୍ତ୍ତିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button