ବିଚାର

ଏହି ୪ଟି ଜିନିଷ ମଣିଷ ଜାତି ପାଇଁ ଅମୃତ ସମାନ କିନ୍ତୁ ଅନ୍ୟ ପ୍ରାଣୀଙ୍କ ପାଇଁ ବିଷ, ଖାଇଲା ମାନେ ହୁଏ ତୁରନ୍ତ ମୃତ୍ୟୁ

ଦୁନିଆରେ ଏପରି ଅନେକ ଖାଦ୍ୟ ସାମଗ୍ରୀ ଅଛି ଯାହା ଆମ ପାଇଁ ଅମୃତ ସହିତ ସମାନ ତ ଅନ୍ୟମାନଙ୍କ ପାଇଁ ବିଷ ସମାନ। ତେବେ ଏହା ବ୍ୟକ୍ତିର ପ୍ରଭାବ ଉପରେ ନିର୍ଭର କରେ, କିନ୍ତୁ ଆମେ ଏଠାରେ କହୁଛୁ କିଛି ଖାଦ୍ୟ ଅଛି ଯାହା ଆମ ପାଇଁ ଅମୃତ କିନ୍ତୁ ପଶୁମାନଙ୍କ ପାଇଁ ବିଷାକ୍ତ ହୋଇଥାଏ । ତାହେଲେ ଆସନ୍ତୁ ଏଥିରୁ କେବଳ 4ଟି ବିଶେଷ ଜିନିଷ ବିଷୟରେ ଜାଣିବା ।

The poisonous healers of nature

ମହୁ : ମହୁ ହେଉଛି ଏକମାତ୍ର ପଦାର୍ଥ ଯାହା କେବେବି ନଷ୍ଟ ହୁଏ ନାହିଁ । ଏହା ମାନବଜାତି ପାଇଁ ଅମୃତ ପରି କାରଣ ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଏହା ଅମୃତ ସହିତ ସମାନ । ମହୁର ମୁଖ୍ୟ କାର୍ଯ୍ୟ ହେଉଛି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା କିନ୍ତୁ ଯଦି ଗୋଟିଏ କୁକୁର ଏହି ମହୁକୁ ଚାଟିଦିଏ ତେବେ ତାର ମୃତ୍ୟୁ ହୋଇପାରେ ।

 

ଘିଅ : ଦେଶୀ ଗାଈର ଘିଅ ମଣିଷ ପାଇଁ ଅମୃତ ଭାବରେ ବିବେଚନା କରାଯାଏ । ଏହାକୁ ଆଖିରେ ଲଗାଇବା ଦ୍ୱାରା ଆଖିର ଜ୍ୱଳନ ଭଲହେବା ସହିତ ନାଭିରେ ଲଗାଇଲେ ଅନେକ ପ୍ରକାରର ରୋଗ ଦୂର ହୋଇଯାଏ । କିନ୍ତୁ ଏହି ଘିଅ ଉପରେ ଯଦି ଭୁଲରେ ମାଛି ବସିଯାଏ ତାହେଲେ ସେ ଉଡିପାରେ ନାହିଁ, ଏମିତିକି ଏହା ଉପରେ ବସିଲେ ମାଛି ମରିଯାଏ ।

Buy Misree: undefined online (Lahore, Islamabad) - Grocerapp.pk

ମିଶ୍ରି : ମଧୁରୀ ସହିତ ମିଶ୍ରି ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢିଥାଏ । ଆୟୁର୍ବେଦରେ ମିଶ୍ରିକୁ ଅମୃତ ଭାବରେ ବିବେଚନା କରାଯାଏ, କିନ୍ତୁ ଯଦି କୌଣସି ଗଧକୁ ଏହା ଖାଇବାକୁ ଦିଆଯାଏ ତାହେଲେ ତାର ମୃତ୍ୟୁ ହୋଇପାରେ ।

Nimboli Fruit, Packaging Type: Hdpe Bag, Super India Enterprises | ID:  20595274591

ନିମ୍ବୋଲି(ନିମ୍ବ ଫଳ) : ଆୟୁର୍ବେଦ ଅନୁଯାୟୀ ନିମ୍ବ ଗଛର ଛେଲି, ପତ୍ର ଏବଂ ନିମ୍ବୋଲି ସବୁ ଉପଯୋଗୀ ଏବଂ ଏହା ଅମୃତ ସହିତ ସମାନ । ଏହା ମଧ୍ୟ ମାନବ ଜାତି ପାଇଁ ଅମୃତ ପରି କିନ୍ତୁ ଯଦି ଏହି ନିମ୍ବୋଲିକୁ କାଉ ଖାଏ ତେବେ ତାର ମୃତ୍ୟୁ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button