ବିଚାର

ଅଫିସ୍‌ କ୍ୟାସ୍‌ ବାକ୍ସରେ ରଖନ୍ତୁ ଏହି ଗୋଟିଏ ଜିନିଷ, ଦୁଇଗୁଣିତ ହୋଇଯିବ ଆୟ

ସମସ୍ତେ ଚାହାନ୍ତି ଧନ ଅର୍ଜନ କରି ଧନୀ ହେବାକୁ। ତେଣୁ ବିଭିନ୍ନ ଉପାୟ ଆପଣାଇଥାଆନ୍ତି। ଖାସ୍‌ କରି ଧନ ଲାଭ ପାଇଁ ଅଧିକାଂଶ ଲୋକ ବାସ୍ତୁବିତ୍‌ଙ୍କ ମତ ଲୋଡ଼ିଥାନ୍ତି। ଅଫିସ ଓ ଘରେ କେତେକ ପରିବର୍ତ୍ତନ କଲେ ଆପଣ ବି ଧନ ଲାଭ କରିପାରିବେ। ବାସ୍ତୁବିତ୍‌ଙ୍କ ମତରେ ଦର୍ପଣ ବି ଆପଣଙ୍କୁ ଧନ ରୋଜଗାର କରିବାରେ ସାହାଯ୍ୟ କରିବ।

ବେଳେବେଳେ ଆମେ ଯେତେ ରୋଜଗାର କଲେ ବି ଟଙ୍କା ସଞ୍ଚୟ ହୋଇନଥାଏ। ସବୁ ଅର୍ଥ ବାହାରୁ ବାହାରୁ ଖର୍ଚ୍ଚ ହୋଇଯାଏ, ଆଲମାରି ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ। ଏହାର କାରଣ ଆପଣଙ୍କ ବାସ୍ତୁଦୋଷ ବି ହୋଇଥାଇପାରେ। କିଛି ବାସ୍ତୁ ପ୍ରତିକାର କଲେ ଆପଣଙ୍କ ଏହି ସମସ୍ୟା ଦୂର ହେବ।

ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି ସ୍ଥିତିରୁ ବର୍ତ୍ତିବା ପାଇଁ ନିଜ କ୍ୟାସ୍‌ ବାକ୍ସରେ ଉତ୍ତର ଦିଗକୁ ମୁହଁ କରି ଏକ ଦର୍ପଣ ରଖନ୍ତୁ। ଏଭଳି କରିବା ଦ୍ୱାରା କ୍ୟାସ୍‌ ବାକ୍ସରୁ କେବେ ବି ଟଙ୍କା ସରିବ ନାହିଁ ବରଂ ଦୁଇଗୁଣିତ ହୋଇଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button