ଦେଶ ବିଦେଶ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଏମିତି ସ୍ତ୍ରୀ ବିବାହ ପରେ ଦିଅନ୍ତି ଧୋକା ! ଥରେ ପଢ଼ି ଦେଖନ୍ତୁ

ଚାଣକ୍ୟଙ୍କୁ ଜଣେ କୁଶଳ ରାଜନୀତିଜ୍ଞ, ଚତୁର କୁଟନୀତିଜ୍ଞ, ପ୍ରକାଣ୍ଡ ଅର୍ଥଶାସ୍ତ୍ରୀ ରୂପରେ ଜଣାଯାଇଥାଏ। ଚାଣକ୍ୟ ତାଙ୍କ ସମୟରେ ସ୍ତ୍ରୀ ପୁରୁଷଙ୍କୁ ନେଇ କିଛି ନିୟମ କହିଥିଲେ। ଚାଣକ୍ୟଙ୍କ ଅନୁଯାୟୀ ପୁରୁଷଙ୍କୁ ଏମିତି ସ୍ତ୍ରୀଙ୍କ ଠାରୁ ସବୁବେଳେ ସାବଧାନ ରହିବା ଉଚିତ, ଯେଉଁମାନେ ତାଙ୍କୁ ଧୋକା ଦେଇପାରନ୍ତି। ଏଥିପାଇଁ ଚାଣକ୍ୟଙ୍କ ସ୍ତ୍ରୀଙ୍କୁ ନେଇ କହିଥିବା ଏହି ନିୟମକୁ ଜାଣିବା ଉଚିତ, ଯାହାଦ୍ୱାରା ଆପଣ କୌଣସି ସ୍ତ୍ରୀଙ୍କ ଠାରୁ ଧୋକା ଖାଇବା ଠାରୁ ରକ୍ଷା ପାଇପାରିବେ।

ଚାଣକ୍ୟଙ୍କ ଅନୁଯାୟୀ କୌଣସି ବି ପୁରୁଷଙ୍କୁ ଝିଅମାନଙ୍କର ସୁନ୍ଦରତାଙ୍କୁ ଦେଖି ବିବାହ କରିବା ଅନୁଚିତ। ସବୁବେଳେ ଏମିତି ହୋଇଥାଏ ପୁଅ ଝିଅମାନେ ସୁନ୍ଦରତାକୁ ଦେଖି ବିବାହ କରିନିଅନ୍ତି ଏବଂ ପରେ ପଶ୍ଚାତାପ କରନ୍ତି। ଏଥିପାଇଁ ସବୁବେଳେ ଝିଅମାନଙ୍କର ସଂସ୍କାର ଦେଖି ତାଙ୍କୁ ବିବାହ କରନ୍ତୁ। ଚାଣକ୍ୟ କହିବାନୁଯାୟୀ ଯଦି ଜଣେ ଝିଅ ଭଲ ଗୁଣର ହୋଇନଥାଏ ତେବେ ସେ ନିଜେ ସ୍ୱାମୀ-ସ୍ତ୍ରୀଂଙ୍କ ସମ୍ପର୍କକୁ ତୁଲାଇପାରିନଥାଏ।

ଚାଣକ୍ୟ ଏହାମଧ୍ୟ କହିଛନ୍ତି ଯେ ସବୁବେଳେ ପୁରୁଷ ମାନଙ୍କୁ ଏମିତି ସ୍ତ୍ରୀଙ୍କୁ ବିବାହ କରିବା ଅନୁଚିତ ଯେଉଁମାନେ ମହଙ୍ଗା ପୋଷାକ, ଗହଣା ସଉକ କିମ୍ବା ଧନୀ ପୁଅଙ୍କୁ ବିବାହ କରିବାକୁ ସ୍ୱପ୍ନ ଦେଖିଥାନ୍ତି। ଯଦି କୌଣସି ବି ପୁରୁଷ ଏମିତି ଝିଅମାନଙ୍କୁ ବିବାହ କରିଦେଲେ ତାହେଲେ ଭବିଷ୍ୟତରେ ବହୁତ ସମସ୍ୟା ହୋଇପାରେ। ଆପଣ ତାଙ୍କ ଇଚ୍ଛାକୁ ପୂରା କରିପାରିବେନାହିଁ, ଆଉ ଆପଣଙ୍କୁ ଦିନେ ନା ଦିନେ ଧୋକା ହିଁ ମିଳିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button