ଜୀବନଶୈଳୀ

ଏହି ୩ଟି ଉପାୟ ଆପଣାଇ ବିନା ଏକ୍ସରସାଇଜ୍‌ରେ ରାତାରାତି କମାନ୍ତୁ ଓଜନ

ମୋଟାପଣ ଏବେ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି। ସମସ୍ତେ ଫିଟ୍‌ ରହିବାକୁ ଚାହୁଁଥିବା ବେଳେ ମୋଟାପଣ କମାଇବାରେ ଅସମର୍ଥ ହେଉଛନ୍ତି। ଏଣୁ କିଏ ଖାଇବା ପିଇବା କମାଉଛି ତ ଆଉ କିଏ ସକାଳୁ ଉଠି ବ୍ୟାୟମ କରୁଛି। ତଥାପି ଓଜନକୁ ନିୟନ୍ତ୍ରଣ କରିବାରେ ସଫଳ ହେଉନାହାନ୍ତି। ଆଜି ଆମେ ଆପଣଙ୍କୁ ମୋଟାପଣରୁ ମୁକ୍ତି ପାଇବାକୁ କେତେକ ସହଜ ଟିପ୍ସ କହିବୁ ଯାହା ସାହାଯ୍ୟରେ ଖୁବ୍‌ କମ୍‌ ଦିନ ଭିତରେ ଆପଣ ନିଜ ଓଜନ କମାଇପାରିବେ…

ଦିନରେ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ଯେତେବେଳେ ବି ଭୋକ ଲାଗୁଛି ଗିଲାସେ ପାଣି ପିଅନ୍ତୁ। ଏହା ଫଳରେ ପେଟ ଭରି ରହିବ ଓ ଭୋକ କଣ୍ଟ୍ରୋଲରେ ରହିବ। ସକାଳୁ ଉଷୁମ ପାଣି ପିଇବା ଅଧିକ ଫାଇଦାଦାୟକ ହୋଇଥାଏ। ପାଣି ପିଇବା ଦ୍ୱାରା ପେଟର ଚର୍ବି କମିଥାଏ ଓ ପାଚନରେ ସହାୟକ ହୋଇଥାଏ।

drink

ଆପଣ ଚାହିଁଲେ ଲେମ୍ବୁ, ଅଦା, ପୁଦିନାର ରସ ମଧ୍ୟ ସେବନ କରିପାରିବେ। ଏଥିସହ ଗ୍ରୀନ୍‌ ଟି, ବେରି, ଦହି, ଡାଲି, ଅଣ୍ଡା, ଫ୍ୟାଟି ଫିସ୍‌ ସେବନ କରିବା ମଧ୍ୟ ଲାଭକାରୀ ହୋଇପାରେ। ଆପଣ ମହୁ ମଧ୍ୟ ଖାଇପାରିବେ। ଡାଏଟ୍‌ରେ କମ୍‌ ଷ୍ଟାର୍ଚ ଓ କାର୍ବସଯୁକ୍ତ ଖାଦ୍ୟ ଖାଆନ୍ତୁ। ମିଠା କମ୍‌ ଖାଆନ୍ତୁ। ଦେଖିବେ ଆଶ୍ଚର୍ଯ୍ୟଜନକ ଭାବେ ଓଜନ କମିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button