ଜୀବନଶୈଳୀ

କେବଳ ବୟସ ନୁହେଁ, ଝିଅମାନେ ଏହି ୫ଟି କଥା ଲୁଚାଇବାରେ ବି ମାହିର, ଜାଣନ୍ତୁ କ’ଣ

କୁହାଯାଏ, ନାରୀ ଭଗବାନଙ୍କ ଦ୍ୱାରା ସୃଷ୍ଟି ଦୁନିଆର ସବୁଠୁ ସୁନ୍ଦର ଜିନିଷ। ସେମାନେ କୌଣସି ବି ରୂପେ ମଣିଷ ହୃଦୟରେ ଜାଗା ବନାଇ ନିଅନ୍ତି। ସେ ମା’ ହେଉ କି ଭଉଣୀ କିମ୍ବା ସ୍ତ୍ରୀ। ନାରୀ ବିନା ଦୁନିଆ ଅଧୁରା। ଝିଅମାନଙ୍କ ଉପସ୍ଥିତିରେ ଦୁନିଆ ହସି ଉଠିଥାଏ। ବାସ୍ତବରେ ସେମାନେ ବହୁତ ଖୋଲା ହୃଦୟର ହୋଇଥାନ୍ତି। କିନ୍ତୁ ଏମିତି ବି କିଛି କଥା ଅଛି, ଯାହାକୁ ଝିଅମାନେ ଅନ୍ୟମାନଙ୍କୁ ଲୁଚାଇଥାନ୍ତି। ଆସନ୍ତୁ ଜାଣିବା କ’ଣ ସେ ସବୁ କଥା, ଯାହା ବିଷୟରେ ସେମାନେ ଖୋଲିକି କହି ନ ଥାନ୍ତି।

hjh

୧. ବୟସ: ପ୍ରଥମ କଥା, ଝିଅମାନେ ସବୁବେଳେ ନିଜ ବୟସ ଲୁଚାଇଥାନ୍ତି। ଅନ୍ୟମାନଙ୍କୁ ନିଜ ବୟସ କମ କରି କହିଥାନ୍ତି।

୨. ଓଜନ: ବୟସ ଭଳି ଝିଅମାନେ ନିଜ ଓଜନ ମଧ୍ୟ ଲୁଚାନ୍ତି। ସେମାନେ ସବୁବେଳେ ଭୁଲ ଓଜନ ହିଁ କହିଥାନ୍ତି।

୩. ପାଠପଢ଼ା: ଝିଅମାନେ ପରୀକ୍ଷା ପୂର୍ବରୁ ଯେତେ ବି ପଢିଥାନ୍ତୁ ନା କାହିଁକି, କିନ୍ତୁ ପରୀକ୍ଷା ଦିନ ଯଦି ସେମାନଙ୍କୁ ପଚାରାଯାଏ, ତେବେ ସେମାନେ କିଛି ପଢି ନ ଥିବା କହିଥାନ୍ତି।

Mirror image of woman applying lipstick

୪. ଭର୍ଜିନିଟି: ସେ ମୋ ବିଷୟରେ କ’ଣ ଭାବିବ, ଏହା ଭାବି ଯୁବତୀମାନେ ନିଜର ପୁରୁଣା ସେକ୍ସ ଲାଇଫ କଥା ଲୁଚାଇଥାନ୍ତି। ସେମାନେ ସବୁବେଳେ କହିଥାନ୍ତି କି, ସେମାନେ ଭର୍ଜିନ ଅଛନ୍ତି।

୫. ମେକଅପ: ଝିଅମାନେ ନିଜ ମେକଅପ ବିଷୟରେ କାହାରିକୁ କହି ନ ଥାନ୍ତି। ଏପରିକି, କିଛି ଝିଅ ନିଜ ମେକଅପ କିଟ ମଧ୍ୟ ଲୁଚାଇଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button