ଧର୍ମ

ମଙ୍ଗଳବାର ଦିନ ଆଦୌ କରନ୍ତୁ ନାହିଁ ଏହି ୪ଟି କାମ, ନଚେତ ଲାଗିବ ମଙ୍ଗଳ ଦୋଷ

ହିନ୍ଦୁ ଧର୍ମର ପରମ୍ପରା ଅନୁସାରେ ପ୍ରତ୍ୟେକ ଦିନର ନିଜର ମହତ୍ତ୍ୱ ରହିଥାଏ। ଯଦି ଦିନ ଅନୁସାରେ କାମ କରାଯାଏ, ତା’ହେଲେ ଦେବୀ, ଦେବତାଙ୍କ କୃପା ଆପଣଙ୍କ ଉପରେ ସଦା ସର୍ବଦା ବଜାୟ ରହିଥାଏ। ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତା କିମ୍ବା ଗ୍ରହଙ୍କର ହୋଇଥାଏ। ଏହିପରି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳବାରକୁ ମଙ୍ଗଳ ଗ୍ରହର କାରକ କୁହାଯାଇଥାଏ। ଏହି ଦିନ କିଛି ବିଶେଷ କାମ କରିବାକୁ ମନା କରାଯାଇଥାଏ। କାରଣ, ମଙ୍ଗଳବାର ଦିନ ଏମିତି କାମ କଲେ ଆପଣଙ୍କୁ ଅସଫଳତା ମିଳିଥାଏ। ଆସନ୍ତୁ ଜାଣିବା, ଏହି ଦିନ କେଉଁ ସବୁ କାମ କରିବା ଉଚିତ ନୁହେଁ।

lj

୧. ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ କାହାକୁ ଧନ ଦେବା ଉଚିତ ନୁହେଁ କି କାହାଠୁ ଧନ ନେବା ଉଚିତ ନୁହେଁ।

୨. ମଙ୍ଗଳବାର ହନୁମାନଙ୍କ ଦିନ ହୋଇଥାଏ। ଏହି ଦିନ ସାତ୍ତ୍ଵିକ ରହିବା ଉଚିତ। ତେଣୁ ମଦ, ମାଂସ ସେବନ କରିବା ଉଚିତ ନୁହେଁ।

hhf

୩. ପରମ୍ପରା ଅନୁସାରେ ଏହି ଦିନ ଦାଢ଼ି ଏବଂ କେଶ କାଟିବା ଉଚିତ ନୁହେଁ। କାରଣ, ଏହାଦ୍ୱାରା ମଙ୍ଗଳ ଦୋଷ ଲାଗିଥାଏ।

୪. ମଙ୍ଗଳବାର ଦିନ ନଖ କାଟିବା ଅଶୁଭ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button