ଧର୍ମ

ତୁଳସୀ ପତ୍ରର ରହିଛି କେତେକ ଭୟଙ୍କର ଦୁଷ୍ପ୍ରଭାବ, ସେବନ କରିବା ପୂର୍ବରୁ ଜାଣିରଖନ୍ତୁ ଏସବୁ କଥା

ତୁଳସୀ ଏକ ଔଷଧୀୟ ତଥା ଗୁଣକାରୀ ଗଛ ବୋଲି ଆମେ ସମସ୍ତେ ଜାଣନ୍ତି। ଏଣୁ ଥଣ୍ଡା କି କାଶ ହେଲେ ତୁଳସୀ ପତ୍ର ସେବନ କରିଥାଉ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତୁଳସୀ ପତ୍ରର କେତେକ ନକରାତ୍ମକ ଗୁଣ ମଧ୍ୟ ରହିଛି। କିଛି ରୋଗୀଙ୍କୁ ତୁଳସୀ ପତ୍ର ସେବନ କରିବା ସମ୍ପୂର୍ଣ୍ଣ ମନା। ତେବେ ଆସନ୍ତୁ ଜାଣିବା ତୁଳସୀ ପତ୍ର ଖାଇଲେ କି କି ସମସ୍ୟା ଦେଖାଯାଏ…

tulsi

  • ତୁଳସୀ ପତ୍ର ଖାଇବା ଦ୍ୱାରା ରକ୍ତ ପତଳା ହୋଇଯାଏ।
  • ସର୍ଜରୀ ପରେ ତୁଳସୀ ପତ୍ର ସେବନ କରିବା ଅନୁଚିତ। ଏହା ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟାକୁ ଧିମା କରିଦିଏ।
  • ହାଇପୋଥାଇରଏଡ଼ ସମସ୍ୟା ଥିଲେ ତୁଳସୀ ପତ୍ର ଖାଆନ୍ତୁ ନାହିଁ। ଏହା ଥାଇରକ୍ସିନ ଲେବଲକୁ କମ କରିଦିଏ।
  • ଫର୍ଟିଲିଟି ବା ସନ୍ତାନ ଜନ୍ମ କରିବା କ୍ଷମତାକୁ ତୁଳସୀ ପତ୍ର କମାଇ ଦିଏ।
  • ଗର୍ଭବତୀମାନେ ଆଦୌ ତୁଳସୀ ପତ୍ର ସେବନ କରନ୍ତୁ ନାହିଁ। ଏଥିରେ ୟୁଜେନଲ ନାମକ ତତ୍ତ୍ୱ ରହିଥାଏ, ଯାହା ଗର୍ଭାଶୟକୁ ସଂକୋଚିତ କରିଦିଏ। ଏଣୁ ଏହି ସମୟରେ ତୁଳସୀ ସେବନ କରନ୍ତୁ ନାହିଁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button