ବିଚାର

ବାହାଘର ପରେ ଦୁଇ ମାସ ଧରି ଶାରୀରିକ ସମ୍ପର୍କ ରଖିଲା, ଏବେ କହୁଛି ତୋ ଶରୀର… ଦେଖନ୍ତୁ Video

ବନ୍ଧୁଗଣ ବାହାଘର ଗୋଟେ ପବିତ୍ର ବନ୍ଧନ । ସାତ ଜନ୍ମ ପାଇଁ ହାତ ଗଣ୍ଠି ପଡେ । ଆଉ ନିଜ ଘରେ ବାପା ମା ଙ୍କ କୋଳରେ ବଢିଥିବା ଝିଅ ଟି ବହୁ ଆଶା ସ୍ଵପ୍ନ ଦେଖେ କି ତା ଜୀବନରେ ରାଜକୁମାର ଆସିବ । ଆଉ ଗୋଟେ ନୂଆ ଆକାଶ କୁ ନେଇ ମୋତେ ଧରି ଉଡିବ । କିନ୍ତୁ ଯେତେବେଳେ ସେହି ସ୍ଵାମୀ ସ୍ତ୍ରୀ ଠାରୁ ଏଭଳି ଶାରୀରିକ ସୁଖ ନେବା ପରେ ପ୍ରାଇଭେଟ ପାର୍ଟ ରେ ଦାଗ ଅଛି କହି ଜୀବନରୁ କାଢି ଦେବାକୁ ଚେଷ୍ଟା କରୁଛି ସେତେବେଳେ ଝିଅ ର ମନର ଅବସ୍ଥା କଣ ହେଉଥିବା ତାହା ଆପଣ ମାନେ ନିଶ୍ଚୟ ଜାଣି ପାରୁଥିବେ ।

ହଁ ଆଜ୍ଞା ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ସ୍ଵାମୀ କହୁଛି ମୁଁ ହ୍ୟାଣ୍ଡସମ ଅଛି ଜିମ ଯାଇ ବଡି ବନେଇଛି । ମୋ ଶରୀର କେତେ ସୁନ୍ଦର ଆଉ ତୋତେ ବାହା ହେଲି ସୁନ୍ଦର ଦେଖି । କିନ୍ତୁ ତୋ ପ୍ରାଇଭେଟ ପାର୍ଟ ରେ ସବୁ ଦାଗ ଅଛି ମୋତେ ଭଲ ଲାଗୁନି । ତୋତେ ଛୁଇଁବାକୁ ଆଉ ଇଚ୍ଛା ହେଉନି ତୁ ମୋ ଠାରୁ ଦୂରେଇ ଯା । ହଁ ଆଜ୍ଞା ପ୍ରଜ୍ଞାଙ୍କ ସୁନ୍ଦରତା ଦେଖି ବାହା ହେବାକୁ ଜିଦ ଧରିଥିଲା ରାଜେନ୍ଦ୍ର ।

ଆଉ ସମସ୍ତଙ୍କ ସହମତିରେ ଦୁହେଁ ବାହା ହୋଇଥିଲେ । ଆଉ ବାହାଘର ପରେ ଦୁଇ ମାସ ଅଜାଏନ ସ୍ଵାମୟ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ରହିଥିଲା । ଆଉ ଏବେ ଦୁଇ ମାସ ବୀତିଗଲା ପରେ ଏବେ ରାଜେନ୍ଦ୍ର କହୁଛି ତୋ ପ୍ରାଇଭେଟ ପାର୍ଟରେ ଦାଗ ଅଛି । ତୋ ଉପରକୁ ଛେପ ପକାଇବାକୁ ମୋତେ ଇଚ୍ଛା ହେଉନି ଏଭଳି କିଛି କହି ଘରୁ ବାହାର କରିଦେଇଛି ରାଜେନ୍ଦ୍ର ପ୍ରଜ୍ଞାଙ୍କୁ ।

ଅନ୍ୟ ପକ୍ଷରେ ରାଜେନ୍ଦ୍ର କହିଛନ୍ତି ଯେ ବାହାଘର ଗୋଟେ ଦୁଇ ଦିନ ପରେ କେମିତି ନୋଟିସ କରିପାରିଲେ ନାହି ରାଜେନ୍ଦ୍ର ଆଉ ଏବେ କହୁହନ୍ତି ତୋ ପ୍ରାଇଭେଟ ପାର୍ଟରେ ଚିହ୍ନ ଅଛି । ତୋତେ ମୁଁ ଗ୍ରହଣ କରିବି ନାହି ତୋତେ ମୁଁ ଚୀନବି ନାହି । ତେବେ ମଥା ରେ ସିନ୍ଦୁର ଦେଇ ଦୁଇ ମାସ କଳା ଗେଲହା ଧନ କହି ଶାରୀରିକ ସମ୍ପର୍କ ରଖିଲା ।

ଆଉ ଏବେ ସେହି ସ୍ଵାମୀ ଯିଏ କି ଏବେ କହୁଛି ତୋ ପ୍ରାଇଭେଟ ପାର୍ଟ ରେ ଦାଗ ଅଛି ମୁଁ ତୋ ଦେହକୁ ଛୁଇଁବି ନାହି । ଯେଉଁ ସ୍ବାମୀର ଦାୟିତ୍ଵ ସ୍ତ୍ରୀ କୁ ସୁରକ୍ଷା ଦେବା ସେ ଆଜି ଦାୟିତ୍ଵହିନ ହୋଇ ସ୍ତ୍ରୀ କୁ ଘରୁ କାଢି ଦେଇଛି । ଯାହାକୁ ନେଇ ଅଭିଯୋଗ କରିଛନ୍ତି ପତ୍ନୀ ପ୍ରଜ୍ଞା । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରପଡା ଜିଲ୍ଲା ଗରଦପୁର ବ୍ଲକ ଧାନ ମଣ୍ଡଳ ଗାଁ ରେ ।

ସବୁ କିଛି ଠିକ ଚାଲିଥିଲା । ବାପା ମା ଝିଅ ଦେଖିବାକୁ ଯାଇଥିଲେ ଆଉ ଦୁଇ ପରିବାରର ସହମତିରେ ବାହାଘର ହୋଇଥିଲା । କିନ୍ତୁ ବାହାଘର ର ଦୁଇ ମାସ ପରେ ରାଜେନ୍ଦ୍ର କହୁଛି ପ୍ରଜ୍ଞାର ପ୍ରାଇଭେଟ ପାର୍ଟରେ ଦାଗ ଅଛି ମୁଁ ଗ୍ରହଣ କରିବି ନାହି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଘଟଣାକୁ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button