ବିଚାର

ମହାରଣା ପ୍ରତାପ, ଏକ ଏମିତି ନାମ ଯାହା ଶୁଣି ଥରୁଥିଲେ ଦୁଶ୍ମନ, କଣ ଥିଲା ତାଙ୍କ ବୀରତ୍ବର କାହାଣୀ, ଆସନ୍ତୁ ଜାଣିବା

ଇତିହାସ ରେ ଏମିତି କେତେ କାହାଣୀ ସ୍ଵର୍ଣ ଅକ୍ଷରରେ ଲେଖା ଯାଇଛି, କିନ୍ତୁ ମହାରାଣା ପ୍ରତାପଙ୍କର ନାମ ଆସିଲେ ଲୋକମାନେ ଆଙ୍ଗୁଠି କାମୁଡି ପକାନ୍ତି । ଯାହାର କାରଣ ସେ ବହୁତ ବାହାଦୁର ଥିଲେ । ତେବେ ଆସନ୍ତୁ ଜାଣିବା ବୀର ମହାରାଣା ପ୍ରତାପଙ୍କ ଜିବନୀ ସହ ଜଡିତ କିଛି ତଥ୍ୟ ।

ମହାରାଣା ପ୍ରତାପଙ୍କ ଜୀବନୀ

ମହାରାଣା ପ୍ରତାପଙ୍କ ଜନ୍ମ ୯ ମେ ୧୫୪୦ ରେ ରାଜସ୍ଥାନ ରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ରାଣା ଉଦୟ ଏବଂ ମାତାଙ୍କ ନାମ ଜଯୱଂତୀବାଈ ଥିଲା । ସେ ୧୧ ଥର ବାହା ହୋଇଥିଲେ ଏବଂ ତାଙ୍କର ୧୭ ଟି ପୁତ୍ର ଥିଲେ । ସେ ବହୁତ ବାହାଦୂର ଥିଲେ ସେଥିପାଇଁ ସେ ଏକୁଟିଆ ହିଁ ଶତ୍ରୁ ସହିତ ଲଢିବା ପାଇଁ ତାଙ୍କ ଅଞ୍ଚଳକୁ ଚାଲି ଯାଉଥିଲେ । ମହାରାଣା ପ୍ରତାପ ପିଲାବେଳୁ ବଡ ପ୍ରତାପୀ ଏବଂ ସ୍ଵାଭିମାନ ଥିଲେ ।

ଭାରତର ବୀର ଯୋଦ୍ଧା ମହାରାଣା ପ୍ରତାପଙ୍କ ସ୍ଵତନ୍ତ୍ର ରହିବାକୁ ବହୁତ ଭଲ ଲାଗେ, ନିଜେ ସ୍ଵତନ୍ତ୍ର ରହିବା ପାଇଁ ମୁଗୋଲଙ୍କ ବିରୁଦ୍ଧରେ ମୋର୍ଚା ବାହାର କରିଥିଲେ । ମୁଗଲଙ୍କ ସମ୍ରାଟ ଅଶୋକ ବି ମହାରାଣା ପ୍ରତାପଙ୍କ ନାମରେ ଥର ଥର କମ୍ପୁ ଥିଲେ । ମୁଗଲଙ୍କ ସମ୍ରାଟଙ୍କୁ କେତେ ଥର ମହାରାଣା ପ୍ରତାପ ନିଜର ବିରତା ରେ ତାଙ୍କୁ ଧୁଳି ଚଟାଇ ସାରିଛନ୍ତି ।

ହଲଦିଘାଟ ର ଯୁଧ୍ୟ

ହଲିଦିଘାଟ ଯୁଧ୍ୟ ମହାରାଣା ପ୍ରତାପଙ୍କର ବିରତା ର ପରିଚୟ ଦେଇଥାଏ । ହଲଦିଘାଟ ଯୁଧ୍ୟ ୧୮ ଜୁନ, ୧୫୭୬ ମସିହାରେ ହୋଇଥିଲା, ଯାହା ଇତିହାସ ରେ ସ୍ଵର୍ଣ ଅକ୍ଷରରେ ଅଙ୍କିତ ଅଛି । ଏହି ଯୁଧ୍ୟରେ ମାତ୍ର ୨୦୦୦୦ ସୈନିକଙ୍କୁ ନେଇ ମହାରାଣା ପ୍ରତାପ ମୁଗଲଙ୍କ ୮୦୦୦୦ ସୈନିକଙ୍କ ସହ ମୁକାବିଲା କରିଥିଲେ ।

କମ ସୈନିକ ହେବା ପରେ ମଧ୍ୟ ମହାରାଣା ମୁଗଲଙ୍କ ଧଚିଆ ଉଡେଇ ଦେଇଥିଲେ । ମହାରାଣା ପ୍ରତାପଙ୍କ ଡ଼ରରେ ନିଜର ଜୀବନ ବଞ୍ଚାଇ ମୁଗଲଙ୍କ ସୈନିକମାନେ ଯୁଧ୍ୟ କ୍ଷେତ୍ର ଛାଡି ପଲୟାନ କଲେ ।

ମହାରାଣା ପ୍ରତାପଙ୍କୁ ଚେତକ ବହୁତ ପସନ୍ଦ ଥିଲା । ମହାରାଣା ପ୍ରତାପଙ୍କର ବହୁତ ଭଲ ଏବଂ ସୁନ୍ଦର ଘୋଡା ଥିଲା । ଚେତକର ବାହାଦୁରି ଇତିହାସରେ ମଧ୍ୟ ଲଖା ହୋଇଛି । ପିଲାବେଳେ ମହାରାଣା ପ୍ରତାପଙ୍କୁ ଘୋଡା ଚଳାଇବା ବହୁତ ପସନ୍ଦ ଥିଲା ।

ହଳଦୀଘାଟ ଯୁଧ୍ୟ ସମୟରେ ଚେତକ ବହୁତ କ୍ଷତ ବିକ୍ଷତ ହୋଇ ଯାଇଥିଲା । ଯାହା ଫଳରେ ତାହାର ମୁର୍ତ୍ୟୁ ହୋଇ ଯାଇଥିଲା । ଚେତକର ମୃତ୍ୟୁ ପରେ ମହାରାଣା ପ୍ରତାପ ବହୁତ ଦିନ ପର୍ଯ୍ୟନ୍ତ ମୌନ ହେଇ ଯାଇ ଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button