ଦେଶ ବିଦେଶ

ଭାରତର ସବୁଠୁ ଧନୀ ଉଦ୍ୟଗପତି ମୁକେଶ ଅମ୍ବାନୀ ପ୍ରାୟତଃ ଚର୍ଚାରେ ଥାଆନ୍ତି । କେତେବେଳେ ନିଜର ପ୍ରଫେଶନଲ ଲାଇଫ କୁ ନେଇ ତ କେତେବେଳେ ନିଜର ପର୍ସନଲ ଲାଇଫକୁ ନେଇ । ମୁକେଶ ଅମ୍ବାନୀ ବର୍ତ୍ତମାନ ନିଜର ଝିଅ ଈଶା ଅମ୍ବାନୀଙ୍କର ବାହାଘରକୁ ନେଇ ଚର୍ଚାରେ ଅଛନ୍ତି । ଚାରିଆଡେ ବର୍ତ୍ତମାନ କେବଳ ଈଶା ଅମ୍ବାନୀଙ୍କର ବାହାଘରର ଚର୍ଚା ଚାଲିଛି । କିନ୍ତୁ ଏଠି ଆପଣଙ୍କୁ ମୁକେଶ ଅମ୍ବାନୀଙ୍କର ଲଭ ଷ୍ଟୋରିର କିଛି ଅଜଣା କଥା କହିବାକୁ ଯାଉଛୁ । ମୁକେଶ ଅମ୍ବାନୀଙ୍କର ପିତାଙ୍କୁ ପ୍ରଥମ ନଜରରେ ପସନ୍ଦ ଆସି ଯାଇଥିଲେ ନିତା : ସେହି ଦିନରେ ନିତାଙ୍କର ବାପା ବିରଲା ଗ୍ରୁପରେ କାମ କରୁଥିଲେ ଏବଂ ସେହି ସମୟରେ ବିରଲା ନିବାସରେ ଏକ କାର୍ଯ୍ୟକ୍ରମ ରଖା ଯାଇଥିଲା, ଯେଉଁଠି ୨୦ ବର୍ଷର ନିତା ଭାରତନାଟ୍ୟମ କରୁଥିଲେ । ସେଠିଥିବା ମୁକେଶଙ୍କର ପିତା ପୂରାପୂରି ନିତାଙ୍କ ଦ୍ଵାରା ପ୍ରଭାବିତ ହୋଇ ଯାଇଥିଲେ । ନିତାଙ୍କର ଡାନ୍ସ ଦେଖି ମୁକେଶଙ୍କର ପିତା ଧୀରୁଭାଇ ମନରେ ମନରେ ହିଁ ଭାବି ନେଇଥିଲେ କି ଏହି ଝିଅ କେବଳ ସୁନ୍ଦର ନୁହେଁ, ଭାରତୀୟ ସଂସ୍କୃତିରେ ମଧ୍ୟ ଭରପୁର ଅଛି । ପ୍ରୋଗ୍ରାମ ପରେ ମୁକେଶଙ୍କ ପିତା ନିତାଙ୍କର ନମ୍ବର ନେଲେ ଏବଂ ଘରକୁ ଯାଇ ତାଙ୍କୁ ଫୋନ କଲେ, କିନ୍ତୁ ନିତାଙ୍କୁ ଏହା ସବୁ ଥଟ୍ଟା ଲାଗିଲା । Energy Low? This Herbal Drink Support Your Daily Stamina Play More Princess Lilibet And Princess Charlotte: How Their Lives Compare Today Herbeauty They Were Told “Too Big” — Now They Dominate The Ring Herbeauty Strange Beast Emerges From Water – Ranger Calls For Backup Buzz Day ମୁକେଶଙ୍କ ପିତାଙ୍କୁ କହିଲେ ନିତା କି ‘ମୁଁ ଏଲିଜାବେଥ ଟେଲର ଅଟେ’ : ଯେତେବେଳ ନିତା ମୁକେଶଙ୍କର ପିତା ଧୀରୁଭାଇଙ୍କର ଫୋନ ପ୍ରଥମ ଥର କାଟିଦେଲେ ତାହା ପରେ ସେ ପୁଣି ଥରେ ଫୋନ କରିଲେ ଏବଂ କହିଲେ କି ମୁଁ ଧୀରୁଭାଇ କହୁଥିଲି । ନିତା ରାଗି ଯାଇ କହିଲେ କି ଯଦି ଆପଣ ଧୀରୁଭାଇ କହୁଛନ୍ତି ତେବେ ମୁଁ ଏଲିଜାବେଥ ଟେଲର କହୁଛି । ଏହା ପରେ ସେ ପୁଣି ଥରେ ଫୋନ କାଟି ଦେଲେ କିନ୍ତୁ ଧୀରୁଭାଇ ଯେତେବେଳେ ତୃତୀୟ ଥର ଫୋନ କରିଲେ ତାହା ପରେ ନିତାଙ୍କ ପିତା ଫୋନ ଉଠାଇଲେ ଏବଂ ସେ ତାଙ୍କର ଶବ୍ଦକୁ ଚିହ୍ନି ପାରିଲେ ଏବଂ ଧୀରୁଭାଇ ତାଙ୍କର ପରିବାରଙ୍କୁ ଘରକୁ ଡାକିଲେ ଏବଂ ବାହାଘରର କଥା ଚାଲିଲା । अन्य जबरदस्त कंटेंट Energy Low? This Herbal Drink Support Your Daily Stamina Play More Princess Lilibet And Princess Charlotte: How Their Lives Compare Today Herbeauty The Hottest Cartoons Ever—You Won’t Believe #3 Brainberries स्मिता पाटिल के जीवन के अनछुए पहलु, जिनके बारे में कोई नहीं जानता Brainberries ଟ୍ରାଫିକ ଅଟକାଇ ମୁକେଶ ଅମ୍ବାନୀ କରିଲେ ପ୍ରୋପଜ : ମୁକେଶ ଅମ୍ବାନୀଙ୍କର ଏହି କଥା ପ୍ରାୟତଃ ଫିଲ୍ମ ଭଳି ଲାଗିବ କିନ୍ତୁ ଏହା ସତ ଅଟେ । ଥରେ ମୁକେଶ ଅମ୍ବାନୀ ଏବଂ ନିତା ଅମ୍ବାନୀ ଏକା ସହିତ ଥରେ କାରରେ ଯାଉଥିଲେ । ଏହି ସମୟରେ ଟ୍ରାଫିକରେ ରେଡ ଲାଇଟ ହୋଇଗଲା ସେହି ସମୟରେ ମୁକେଶ କାରରୁ ବାହାରି ନିତାଙ୍କୁ ପ୍ରୋପଜ କଲେ । ଏତିକି ନୁହେଁ ଯେତେବେଳେ ଗ୍ରୀନ ଲାଇଟ ହେଲା ନିତା ତାଙ୍କୁ ଯିବା ପାଇଁ କହିଲେ କିନ୍ତୁ ସେ କହିଲେ କି ଯେତେବେଳେ ପର୍ଯ୍ଯନ୍ତ ତୁମେ ହଁ ନ କହିଛ ସେତେ ପର୍ଯ୍ଯନ୍ତ ମୁଁ ଏଠୁ ଯିବି ନାହିଁ । ଏହା ପରେ ନିତା କହିଲେ ହଁ , ମୁଁ ତୁମକୁ ବାହା ହେବି । କିଛି ଏପରି ଥିଲା ମୁକେଶ ଓ ନିତା ଆମ୍ବାନୀଙ୍କର ଲଭ ଷ୍ଟୋରି ।

ବର୍ତ୍ତମାନ ହିଁ Siena International Photo Awards 2018 ର ପରିଣାମ ଘୋଷିତ ହୋଇଛି । ଏହି ପ୍ରତିଯୋଗିତାରେ ସର୍ବମୋଟ ୧୫୬ ଦେଶର ପାଖାପାଖି ୪୮୦୦୦ ଫଟୋ ଆସିଥିଲା । ଏହି ପ୍ରତିଯୋଗିତାରେ ଅଲଗା ଅଲଗା କ୍ୟାଟାଗୋରୀର କେତେକ ଫଟୋ ପ୍ରାଇଜ ଜିତିଲେ । ବହୁତ ଦିନ ହେବ ଫୋଟୋଗ୍ରାଫର୍ସଙ୍କର ଉସ୍ଚାହ ବଢାଇବା ପାଇଁ ଏହି ପ୍ରାଇଜ ଦିଆ ଯାଉଅଛି ।

୪୮୦୦୦ ଫୋଟରେ ଆମେ ଆପଣମାନଙ୍କ ପାଇଁ ୨୦ ଟି ଫଟୋ ଆଣିଛୁ ଯାହାକୁ ଦେଖି ଆପଣଙ୍କର ମନରେ ଉଲ୍ଲାସ ଖେଳିଯିବ । ଏହି ଫଟୋକୁ ଦେଖି ଆପଣ ଜାଣି ପାରିବେ କି ସତରେ ଦୁନିଆ ବହୁତ ସୁନ୍ଦର ଅଟେ । ଏହାକୁ ଦେଖି ଆପଣ ବି କହିବେ କି ଯଦି ଠିକ ପ୍ରକାରରେ କରାଯାଏ ଫୋଟୋଗ୍ରାଫୀ, ତେବେ ତାହା କୌଣସି ଯାଦୁ ଠାରୁ କମ ନୁହେଁ ।

El Calbuco

Sharing Emotion

Rhino Silhouette

Underwater View Of The Winter Lofoten

Nemo In The House

Toy Houses

The Wave

Love On The Rocks

Run

Break

Kid With Hand Crafts

The Road Of Fortune

Battle Victim

Killer Whale In Polar Night

The Beakful Of The Hoopoe

Flying On The Beach

ଛୁଆଟି କେମିତି ପାଣି ପିଉଛି

ଫ୍ଲୋଟିଙ୍ଗ ମାର୍କେଟ, ଏଠି ଡଙ୍ଗାରେ ଚାଲେ ବାଣିଜ୍ୟ ବ୍ୟବସାୟ

ଟ୍ରାଭେଲର୍ସ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button