ଦେଶ ବିଦେଶ

ଝିଅମାନଙ୍କର ଓଠର ଗଠନ କହିଥାଏ ତାଙ୍କର ହୃଦୟର କଥା, ଏମିତି ଜାଣନ୍ତୁ ତାଙ୍କ ହୃଦୟରେ ଲୁଚି ରହିଥିବା କଥା

ଓଠ ମହିଳାମାନଙ୍କର ସେହି ଅଂଶ ଅଟେ, ଯାହା ଉପରେ ଗାଲିବଙ୍କ ଠାରୁ ରୂନା ଅନୱର ପର୍ଯ୍ୟନ୍ତ ସମସ୍ତେ କଲମ ଚାଳାଇଛନ୍ତି । ଏହା ପ୍ରେମର ସୂଚକ ଅଟେ ତେବେ ଅନ୍ୟ ପଟେ କଥା କହିବାର ଜରିଆ ବି ଓ ଏହା ନାରୀମାନଙ୍କର ଆକର୍ଷଣର କେନ୍ଦ୍ର ହୋଇଥାଏ । ଏହା ସେମାନଙ୍କର ବୁଦ୍ଧି ଓ ଚିନ୍ତାଧାରାର ପରିଚୟ ବି ଦେଇଥାଏ । ଏହା ଦ୍ଵାରା ଆପଣ ମହିଳାମାନଙ୍କର ଓଠର ଆକାର ପ୍ରକାର ଦେଖି ତାଙ୍କର ନେଚର ବିଷୟରେ ଜାଣି ପାରିବେ ।

ପତଳା ଓଠ :

ଯେଉଁ ମହିକା ମାନଙ୍କର ପତଳା ଓଠ, ସେହି ମହିଳାମାନେ ବହୁତ ଭାବୁକ ହୋଇଥାନ୍ତି । କହିବାକୁ ଗଲେ ସେମାନେ ନରମ ସ୍ଵଭାବର ହୋଇ ଥାନ୍ତି । କିନ୍ତୁ ଯଦି କାହା ଉପରେ ରାଗି ଯାଆନ୍ତି ତେବେ ଜଲ୍ଦି କ୍ଷମା କରନ୍ତି ନାହିଁ ।

ମୋଟା ଓଠ :

ମୋଟା ଓଠ ଥିବା ମହିଳାମାନେ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି । ଏହିଭଳି ମହିଳାମାନେ ସମସ୍ତଙ୍କ ସହିତ ବନ୍ଧୁତା କରିବାକୁ ଚାହାନ୍ତି । ଏମାନେ ବୁଦ୍ଧିମତୀ ହୋଇଥାନ୍ତି ଓ ସ୍ଵଭାବରେ ବି ଭଲ ହୋଇଥାନ୍ତି ।

ନାଲି ଓଠ :

ଏହିଭଳି ମହିଳାମାନେ ସ୍ମାର୍ଟ ଓ ବୁଦ୍ଧିମତୀ ହୋଇଥାନ୍ତି । ସେଥିପାଇଁ ଏମାନେ ପ୍ରାୟତଃ ଉଚ୍ଚ ପୋଷ୍ଟରେ ହିଁ ରହିଥାନ୍ତି । କିନ୍ତୁ ଏମାନେ ଅଳ୍ପ ଗର୍ବୀ ବି ହୋଇଥାନ୍ତି ।

ଗୋଲାପି ଓଠ :

ଏହିଭଳି ମହିଳାମାନେ ଶାନ୍ତ, ଲଭିଙ୍ଗ ଓ କେୟାରିଙ୍ଗ ହୋଇଥାନ୍ତି, ଏମାନେ ଭଲ ଜୀବନସାଥୀ ପ୍ରମାଣିତ ହୋଇଥାନ୍ତି ।

ପତଳା କିନ୍ତୁ ଶୁଖିଲା ଓଠ :

ଏହିଭଳି ମହିଳାମାନେ ଶାନ୍ତ ହୋଇଥାନ୍ତି , କିନ୍ତୁ ସମସ୍ତଙ୍କ ସହିତ ମିଶନ୍ତି ନାହିଁ । ଏମାନେ ପରିବାରକୁ ନିଜ ସହିତ ନେଇ ଚାଲନ୍ତି ।

ମୋଟା କିନ୍ତୁ ଶୁଖିଲା ଓଠ :

ଏହିଭଳି ମହିଳାମାନେ ବହୁତ ଜିଦ୍ଦୀ ଓ ଚତୁର ହୋଇଥାନ୍ତି । ଏମାନେ ବହୁତ ଜଲ୍ଦି ଝଗଡା କରି ଦିଅନ୍ତି ।

ବଡ ଓଠ :

ଏହିଭଳି ମହିଳାମାନେ ବହୁତ ନାମ ଅର୍ଜନ କରିଥାନ୍ତି ଓ ଏହା ସହିତ ଏମାନେ ବହୁତ ଧନୀ ବି ହୋଇଥାନ୍ତି ।

ପତଳା ଓଠ :

ଏହିଭଳି ମହିଳାମାନେ ଉଚ୍ଚ ପଦ ବିଶିଷ୍ଟ ହୋଇଥାନ୍ତି ଓ ସହଜରେ ସମସ୍ତଙ୍କର କାମ ବି କରିଦିଅନ୍ତି ।

ହାଲୁକା ନାଲି ରଙ୍ଗ :

ଏହି ଭଳି ସ୍ତ୍ରୀମାନେ ବହୁତ ମହତ୍ୱାକାଂକ୍ଷୀ ହୋଇଥାନ୍ତି ଓ କ୍ୟାରିୟର ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button