ବିଚାର

ଖାଲି ପର୍ସ ରେ ରଖି ଦିଅନ୍ତୁ ଏହି 1 ଜିନିଷ, ଦରିଦ୍ରତା ସବୁ ଦିନ ପାଇଁ ଦୂରେଇ ଯିବ- Vastu Tips

ଆପଣଙ୍କ ଘର ଯଦି ଦରିଦ୍ରତା ଦେଖା ଯାଉଥାଏ ତେବେ ଆପଣ ଏହି ଜିନିଷକୁ ନେଇ ଯେଉଁ ଠାରେ ଆପଣ ଟଙ୍କା ରଖୁଛନ୍ତି ସେହି ଜାଗାରେ ବା ମନି ପର୍ସ ରେ ରଖିବା ଦ୍ଵାରା ନିଜର ସବୁ ଦିନ ପାଇଁ ଦରିଦ୍ରତା ଦୂରେଇ ଯିବ । ନିଜ ଘରେ ଥିବା ଖାଲି ତିଜୋରି ବା ଖାଲିଥିବା ମନି ପର୍ସ ଟଙ୍କାରେ ଭାରି ହୋଇଯିବ । ଏହି ଉପାୟକୁ ଆପଣାଇ ବହୁତ ଲୋକେ ଉପକୃତ ହେଉଛନ୍ତି । ତେବେ ଆସନ୍ତୁ ଜାଣିବା ଆପଣ କଣ କରିବେ ।

ଆପଣ ମାନେ ଜାଣିଥିବେ ଆମ ଦେଶରେ ବହୁତ ଲୋକେ ଦରିଦ୍ରରେ ଅଛନ୍ତି ଓ ସେମାନେ ଚାହୁଞ୍ଚନ୍ତି କିପରି ଭାବରେ ତାଙ୍କ ଦରିଦ୍ର ଦୂରେଇ ଯିବ । ଯଦି ଆପଣ ଚହୁଁଛନ୍ତି ନିଜ ଘରୁ ଦରିଦ୍ରତାକୁ ଦୂର କରିବା ପାଇଁ ଓ ନକରାତ୍ମକ ଶକ୍ତିକୁ ଦୂରେଇ ଦେବା ପାଇଁ ତେବେ ଆପଣଙ୍କୁ ଏକ ଛୋଟ ଉପାୟ କରିବାକୁ ପଡିବ ।

ଆପଣ ମାନେ ଜାଣିଥିବେ କି କିନ୍ନର ମାନଙ୍କୁ ଆମ ହିନ୍ଦୁ ଧର୍ମରେ ଦେବତା ପରି ମନା ଯାଏ । ଏହା ମଧ୍ୟ କିଛି ଲୋକ ମାନେ ଜାଣିଥିବେ କି ଯଦି କେହି କିନ୍ନର କାହାକୁ ଅଭିଶାପ ଦେଇଥାଏ ତେବେ ସେ ବରବାଦ ହୋଇଯାଏ । ସେମାନେ ଯଦି ତାଙ୍କ ହାତରେ କିଛି ଆପଣ ମାନଙ୍କୁ ଦେଇ ଦେବେ ତେବେ ଆପଣ ଜାଣିବେ ନିଜର ବହୁତ ଶୀଘ୍ର ଦାରିଦ୍ରତା ଦୂରେଇ ଯିବ ।

ଆଜି ଆମେ ଆପଣଙ୍କୁ କହିବୁ ଶାସ୍ତ୍ରରେ ଲେଖା ଯାଇଥିବା କିଛି କଥା ଯାହା ଦ୍ଵାରା ଯଦି କୌଣସି କିନ୍ନରଙ୍କ ପାଖରୁ ଜିନିଷ ନେବା ଫଳରେ ଆପଣଙ୍କର ଦାରିଦ୍ରତା ଦୂରେଇ ଯିବ । ଆପଣ କିଛି ମୁଦ୍ରା ତାଙ୍କୁ ଦିଅନ୍ତୁ ଓ ଯେଉଁ ସମୟରେ ଏହି ମୁଦ୍ରା ତାଙ୍କୁ ଦେବେ ସେମାନେ ଆପେ ଜାଣି ପାରିବେ କି ଆପଣ ତାଙ୍କୁ କଣ କହିବାକୁ ଚାହୁଛନ୍ତି ।

ସେମାନେ ତୁରନ୍ତ ତା ମଧ୍ୟରୁ ଏକ ମୁଦ୍ରା କାଢି ଆପଣଙ୍କୁ ଦେବେ । ଆପଣ ସେହି ମୁଦ୍ରାକୁ ଆଣି ଏକ ସବୁଜ ରଙ୍ଗର କପଡାରେ ଗୁରାଇ ତାକୁ ଟଙ୍କା ରଖୁଥିବା ସ୍ଥାନ ବା ମନିପର୍ସରେ ମଧ୍ୟ ରଖି ପାରିବେ । ଏହି କାର୍ଯ୍ୟ ଆପଣ ଯେଉଁ ଦିନ ଚାହିଁଲେ କରିପାରିବେ । ଆପଣ ନିଜେ ଜାଣି ପାରିବେ କି ଯେଉଁ ଦିନ ଠାରୁ ଆପଣ ସେହି ଉପାୟ କରିଥିବେ ତା ପରଠାରୁ କିଛି ଦିନ ମଧ୍ୟରେ ଆପଣଙ୍କ ପାଖକୁ ଟଙ୍କା ଆସିବା ଆରମ୍ଭ ହୋଇଯିବ ଓ ନିଜ କାର୍ଯ୍ୟରେ ମଧ୍ୟ ବଢିବାରେ ଲାଗିବ ।

ଆପଣ କେବଳ ସେହି ମୁଦ୍ରାକୁ ଏକ ସବୁଜ ରଙ୍ଗର କପଡାରେ ହିଁ ରଖିବାର ଅଛି । ନଚେତ ଏହି ଉପାୟ କାର୍ଯ୍ୟକାରୀ ହେବ ନାହିଁ । ଆପଣ ଜାଣି ପାରିବେ ଏହା କରିବା ଦ୍ଵାରା ନିଜର କିପରି ଲାଭ ହେଉଛି ଓ ଆଗକୁ ଆପଣ କେତେ ଲାଭ ବାନ ହେଇ ପାରୁଛନ୍ତି । ଏହି ଉପାୟ କରିବା ଫଳରେ ନିଜ ବ୍ୟବସାୟରେ ମଧ୍ୟ ବଢିବାରେ ଲାଗିବ । ଏହି ପରି କାର୍ଯ୍ୟ କରି ବହୁତ ଲାଭ ବାନ ହୋଇପାରିବେ ।

କାରଣ ଏହି ସମୟରେ ମନୁଷ୍ୟର ସବୁ କାର୍ଯ୍ୟ କେବଳ ଟଙ୍କା ହିଁ କରି ପାରିବ । ଯଦି ଆପଣ ଚାହୁଁଛନ୍ତି ଆପଣଙ୍କର ଦାରିଦ୍ରତା ଦୂରେଇ ଯାଉ ତେବେ ଏହି ଉପାୟ ଆପଣ ନିଶ୍ଚୟ କରନ୍ତୁ ଦେଖିବେ ଆପଣ ଉପକୃତ ବହୁତ ଶୀଘ୍ର ହେବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button