ଦେଶ ବିଦେଶ

SBI ଆଣିଛି ନୂଆ ଧମାକେଦାର ସ୍କିମ, ଘରେ ବସି ପ୍ରତି ମାସରେ ପାଇ ପାରିବେ 10 ହଜାର ଟଙ୍କା, ଜଲ୍ଦି ଜାଣି ନିଅନ୍ତୁ ଏହାର ନିୟମ

ଦେଶର ସବୁଠାରୁ ବଡ ବ୍ୟାଙ୍କର ନାମ ହେଉଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ସେ ଗ୍ରାହକଙ୍କ ପାଇଁ ବହୁତ କିଛି ସୁବିଧା ସବୁ ବର୍ଷ ଆଣିଥାଏ । ଯାହା ଦ୍ଵାରା ଲୋକଙ୍କୁ ବହୁତ ଫାଇଦା ହେବା ସହିତ ଯେଉଁ ମାନେ ଅଧିକ ଟଙ୍କା ରଖିଥାନ୍ତି ତାଙ୍କୁ ଭଲ ଲାଭ ମଧ୍ୟ ହୋଇଥାଏ । ଲୋକ ମାନେ ଖୁସିରେ ରହିବା ପାଇଁ ଯେଉଁ ବ୍ୟାଙ୍କରେ ଅଧିକ ଲାଭ ହୋଇଥାଏ ସେମାନେ ସେହି ଜାଗାରେ ନିବେଶ କରିଥାନ୍ତି । ଯାହା ଲୋକ ମାନେ ଘରେ ବସି ମଧ୍ୟ ସେମାନଙ୍କର ଖର୍ଚ ଉଠିଯାଉ ଥିଲା ।

ସେଥିପାଇଁ ବହୁତ ଜରୁରୀ ହୋଇଥାଏ ଆପଣ ଠିକ ଜାଗାରେ ନିବେଶ କରିବା ଦରକାର । ନଚେତ ହୁଏତ ସେହି ନିବେଶ ଆପଣଙ୍କର କ୍ଷତି ଯଦି ହୋଇଯାଏ ତେବେ ନିଜ ମନ ବହୁତ ଦୁଖ ହୁଏ । ଏସବିଆଇ ଏକ ନୂଆ ଡିପୋଜିଟ ଖାତା ଖୋଲିବାକୁ ସୁଯୋଗ ଦେଉଛି । ସେହି ଖାତା ଲୋକଙ୍କର କିଛି ଟଙ୍କା ରଖିବା ଫଳରେ ସେ ଆପଣଙ୍କୁ ସବୁ ମାସରେ ଆପଣଙ୍କୁ ସେ କିଛି ଟଙ୍କା ମଧ୍ୟ ଦେବ ।

ସେହି ସ୍କିମ ତାଙ୍କ ମାନଙ୍କ ପାଇଁ ଅଟେ ଯେଉଁ ମାନଙ୍କର ଆୟ ଅଧିକ । sbiର ସେହି ସ୍କିମରେ ୩୬, ୬୦, ୮୪, ୧୨୦ ମାସ ପର୍ଯ୍ୟନ୍ତ ନିବେଶ କରିହେବ । ସେଥିରେ ନିବେଶ କରିଥିବା ଟଙ୍କା ଆପଣ ଯେଉଁ ମାସ ପର୍ଯ୍ୟନ୍ତ କରିଥିବେ ଆପଣ ସେହି ଅନୁସାରେ ଟଙ୍କା ପାଇବେ ।

ଆପଣ ମନି ନିଅନ୍ତୁ କି ଆପଣ ପାଞ୍ଚ ବର୍ଷ ପାଇଁ ଏକ ପୁଞ୍ଜିକୁ ଜମା କରିଛନ୍ତି, ତେବେ ଆପଣଙ୍କୁ କେବଳ ସୁଧା ଆକାରରେ ଏଫଡ଼ିରେ ଲାଗୁ ହୋଇଥିବା ସୁଧା ଅନୁସାରେ ଆପଣଙ୍କୁ ଟଙ୍କା ମିଳିବ । ସବୁ ଲୋକେ ଏହି ଯୋଜନାର ଲାଭ ଉଠାଇ ପାରିବେ ।

Sbi ଯେଉଁ ଏକ ନୂଆ ଡିପୋଜିଟ ସ୍କିମ ବାହାର କରିଛି ସେଥିରେ

ସବୁ ଲୋକ କରିପାରିବେ । ଅର୍ଥାତ ନାବାଳିକ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ ।

ସେହି ସ୍କିମରେ ଏସବିଆଇ ଗୋଟିଏ ଖାତାରୁ ଅନ୍ୟ ଏକ ଖାତାକୁ ଟଙ୍କା ପଠାଇବାକୁ ମଧ୍ୟ ସୁବିଧା ରହିଛି ।

ଏସବିଆଇ ବାହାର କରିଥିବା ଏହି ନୂଆ ଡିପୋଜିଟରେ ସବୁ ଠାରୁ କମ ଟଙ୍କା ହେଉଛି ୨୫୦୦୦ ଟଙ୍କା । ଏହା ଠାରୁ କମ ହୋଇପାରିବ ନାହିଁ ।

ଏହି ସ୍କିମରେ ଅଧିକ ଆପଣ ରଖି ପାରିବେ ଏଥିରେ କିଛି ଅସୁବିଧା ନାହିଁ ।

ଏନଊଟି ଡିପୋଜିଟ ସ୍କିମରେ ମିଳୁଥିବା ସୁଧ ଏସବିଆଇର ଫିସ୍କ୍ଦ ଡିପୋଜିଟ ସହିତ ସମାନ ଅଟେ ।

୬୦ ବର୍ଷ ବା ତାଙ୍କ ଠାରୁ ଅଧିକା ବୟସ ଥିବା ଲୋକ ମାନଙ୍କୁ ସେହି ସ୍କିମରେ କହିବାକୁ ଗଲେ ଆହୁରି ୦.୫୦ % ଅଧିକ ମିଳିବ ।

ଏସବିଆଇ ଷ୍ଟୋକ ଓ ପେନସନ ଆନୁଥିବା ଲୋକ ମାନଙ୍କୁ ୧. ୦୦ % ଅଧିକ ସୁଧାରେ ମିଳିବ ।

ସ୍କିମରେ ଆପଣ ଯେଉଁ ଦିନ ଖାତା ଖୋଳିବେ, ତାର ପର ମାସ ଠାରୁ ଆପଣଙ୍କୁ ଟଙ୍କା ମିଳିବା ଅରମ୍ଭା ହୋଇଥିବ ।

ଯଦି ଆପଣଙ୍କର କିଛି ଅଡୁବିଧା ହୋଇଥାଏ ତେବେ ସେହି ସ୍କିମ ମାଧ୍ୟମରେ ଆପଣ ୭୫ ଫିସାଦି ପର୍ଯ୍ୟନ୍ତ ଟଙ୍କା ଉଧାର ନେଇ ପାରିବେ ।

ସ୍କିମ ମାଧ୍ୟମରେ ଯେଉଁ ମାନେ ସେହି ଖାତା ଖୋଲିଥିବେ ଯଦି ତାଙ୍କର ମୃତ୍ୟୁ ସ୍ଥିତି ଦେଖାଯାଏ ତେବେ ମ୍ୟାଚୁରୁଟି ହେବା ପୂର୍ବରୁ ବନ୍ଦ ମଧ୍ୟ ଆପଣ ମାନେ କରି ପାରିବେ ।

୧୫ ଲକ୍ଷ ପର୍ଯ୍ୟନ୍ତ ମଧ୍ୟ ଆପଣ ସେଥିରେ ଆପଣ ନିବେଶ କରିପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button