ସ୍ୱାସ୍ଥ୍ୟ

ଏହାର କେବଳ ଗୋଟିଏ ଚାମଚ ସେବନରେ ମଧୁମେହ, କୋଲେଷ୍ଟ୍ରଲ ଓ ଶ୍ଵାସ ମୂଳରୁ ହେଇଯିବ ଶେଷ- Health Tips

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ଏଭଳି ଜିନିଷ ବିଷୟରେ କାହିବୁ ଯାହାକୁ ସେବନ କଲେ ଆପଣ ମାନେ ସମସ୍ତ ରୋଗ ରୁ ମୁକ୍ତି ପାଇଁ ପାରିବେ । ଅନେକ ଗମ୍ଭୀର ରୋଗ କୁ ମଧ୍ୟ ଠିକ କରି ପାରିବେ । ଆପଣ କୌଣସି ରୋଗ ରେ ପୀଡ଼ିତ ଥିଲେ ମଧ୍ୟ ଯେମିତିକି ମଧୁମେହ, କୋଲେଷ୍ଟ୍ରଲ, ଆସ୍ଥମା, ହୃଦୟ ଗତ ରୋଗ କିମ୍ବା ଆପଣଙ୍କୁ ନିଜର ରୋଗ ପ୍ରତିଷେଧକ ଶକ୍ତି ବଢେଇବାର ହେଉ କୌଣସି ବି ରୋଗ ସମ୍ବନ୍ଧରେ ହେଉ ଏହାକୁ ସେବନ କଲେ ଆପଣ ସେଥିରୁ ମୁକ୍ତି ପାଇଁ ପାରିବେ । ତେବେ ଚାଲନ୍ତୁ ଜାଣି ନେବା ସେ ଔଷଧ ଟି କଣ ଏବଂ ତାହା କିପରି ପ୍ରସ୍ତୁତ ହେବ ।

ଆମେ ଗିଲୋୟ ବିଷୟରେ ତ ଜାଣିଥିବା । ଏବଂ ତାର ଫାଇଦା ବିଷୟରେ ମଧ୍ୟ ଜାଣିଥିବା । ଗିଲୋୟ ର ପତ୍ର ବହୁତ କଷା ଥାଏ ଏବଂ ସେ ସ୍ୱାଦ ରେ ପିତା ଓ ରାଗ ଥାଏ । ଏହି ପତ୍ର କୁ ଉପଯୋଗ କରି ନିଜ ର ପିତ୍ତକୁ ମଧ୍ୟ ଭଲ କରିପାରିବେ । ଏବଂ କଫ କୁ ମଧ୍ୟ ଭଲ କରି ପାରିବେ । ଏହାକୁ ସେବନ କଲେ ଭୋକ ବଢେ ଏବଂ ପାଚନ କ୍ରିୟା ମଧ୍ୟ ଭଲ ରହିବ । ଏବଂ ଆମ ଆଖି ପାଇଁ ମଧ୍ୟ ଭଲ ଲାଭଦାୟକ ଅଟେ ।

ଏହାକୁ ସେବନ କରି ଆପଣ ନିଜର ଶାରୀରିକ ଦୁର୍ବଳତା କୁ ମଧ୍ୟ ଦୂର କରିଦେଇଥାଏ । ଗିଲୋୟ ଯେଉଁ ଗଛ ସହ ବଢେ ସେ ଗଛ ମଧ୍ୟ ତାର ସମସ୍ତ ଗୁଣ କୁ ଗ୍ରହଣ କରି ଦେଇଥାଏ । ଏବଂ ନିମ ଗଛ ସହ ଲାଗିଥିବା ଗିଲୋୟ ସବୁଠୁ ଲାଭଦାୟକ । ଏବଂ ଆମେ ଯେତେବେଳେ ବି ଏହାର ବ୍ୟବହାର କରିବୁ ସେତେବେଳେ ଏହି ନିମ ଗଛ ସହ ଲାଗିଥିବା ଗିଲୋୟ କୁ ହିଁ ନେବା ଆବଶ୍ୟକ । ଏଥିରେ ପେଟରେ ଥିବା କୀଟାଣୁ କୁ ମଧ୍ୟ ମାରିଦେଇ ଥାଏ ।

ଗିଲୋୟ ର ତ ବହୁତ ପ୍ରକାର ର ପ୍ରଜାତି ରହିଥାଏ । ଏହାକୁ ଗୁଡୁଚି, ଅମୃତା ଆଦି ନାମରେ ମଧ୍ୟ ଏହା ଜଣାଯାଏ । ଗିଲୋୟ ରେ ଅନେକ ପ୍ରକାରର ଗୁଣ ରହିଥାଏ । କିନ୍ତୁ କିଛି ରୋଗ ରେ ଏହା କ୍ଷତି ମଧ୍ୟ ଦେଇଥାଏ । ସେଥିପାଇଁ ଏହାର ସଠିକ ପ୍ରୟୋଗ ଓ ମାତ୍ରା ର ସଠିକ ଜ୍ଞାନ ରହିବା ଆବଶ୍ୟକ ଅଟେ ।

ଗିଲୋୟ ଆମ ଆଖି ପାଇଁ ବହୁତ ଲାଭଦାୟକ । ସେଥିପାଇଁ ଆପଣ ଗିଲୋୟ ର ରସ ଦଶ ମିଲିଲିଟର ଓ ସେଥିରେ ଏକ ଗ୍ରାମ ମହୁ ଓ ସିନ୍ଧ ଲୁଣ କୁ ମିଶେଇ ଖୁବ ଭଲରେ ଏହାକୁ ପେଶୀ ଦେବା । ଏବଂ ଏହାକୁ କାଜଲ ଭଳି ବ୍ୟବହାର କରିବା ଏହା ଦ୍ବାରା ଆମ ଆଖି କୁ ଭଲ ଦେଖାଯିବ । ଦୃଷ୍ଟି ଶକ୍ତି ବଢିବ । ଏବଂ ମୋତିଆ ବିନ୍ଦୁ କୁ ମଧ୍ୟ ଭଲ କରିଦେବ । ଏବଂ ଏହାକୁ ସେବନ କିମ୍ବା ବ୍ୟବହାର କରିବା ପୂର୍ବରୁ ଗୋଟିଏ କଥା କୁ ଧ୍ୟାନ ଦେବା ଆବଶ୍ୟକ କି ତାର ମାତ୍ରା ଓ ପରିମାଣ ସଠିକ ରହିବା ଆବଶ୍ୟକ ।

ଏହା ଆମର କାନ ର ଅସୁବିଧା କୁ ମଧ୍ୟ ଦୂର କରିପାରିବ । ଗିଲୋୟ କୁ ପାଣି ରେ ଭଲ ଭାବରେ ଘଷି ତାଙ୍କୁ ଗରମ ପାଣି ରେ ମିଶେଇ ତାକୁ କାନ ରେ ପକେଇଲେ କାନ ର ସମସ୍ତ ଅସୁବିଧା ଦୂର ହୋଇଯିବ । ଟିବି ରୋଗ ରେ ମଧ୍ୟ ଏହାର ବ୍ୟବହାର କରି ପାରିବେ ।

ଏହା ଆମ ଲିଭର ରେ ଥିବା ଅସୁବିଧା କୁ ମଧ୍ୟ ଦୂର କରିଦିଏ । ଯଦି ଆମ ର ଠିକ ଭାବରେ ଖାଦ୍ୟ ହଜମ ହେଉ ନାହିଁ ଏବଂ ପାଚନ କ୍ରିୟା ରେ ଅସୁବିଧା ଦେଖା ଦେଉଛି । ତେବେ ଏହାକୁ ସେବନ କରିଲେ ଏହା ଭଲ ହୋଇଯିବ । ଏହା ଆମ ଆଣ୍ଠୁ ଗଣ୍ଠି ଅସୁବିଧା କୁ ମଧ୍ୟ ଦୂର କରିପାରିବ । ଏହି ଗିଲୋୟ ଆମର ପ୍ରାୟତଃ ରୋଗ କୁ ଭଲ କରିପାରିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button