ସ୍ୱାସ୍ଥ୍ୟ

ୟୁରିକ୍‌ ଏସିଡ୍‌ ଥିବା ବ୍ୟକ୍ତିମାନେ ପର୍ଯ୍ୟାପ୍ତ ପାଣି ପିଇବା ସହ ଆପଣାନ୍ତୁ ଏହି ଉପାୟ, ରହିବେ ସମ୍ପୂର୍ଣ୍ଣ ସୁସ୍ଥ

ସାଧାରଣତଃ ଆପଣଙ୍କ ଶରୀର କିଡନୀ ଏବଂ ୟୁରିନରେ ୟୁରିକ୍‌ ଏସିଡକୁ ଛାଣିଥାଏ। ଯଦି ଆପଣ ନିଜର ଡାଏଟ୍‌ ରେ ଅଧିକ ୟୁରିନ ସାମିଲ କରୁଛନ୍ତି ବା ଯଦି ଆପଣଙ୍କ ଶାରୀର ଏହି ବାଇ-ପ୍ରୋଡକ୍ଟ ଦ୍ୱାରା ଜଲଦି ମୁକ୍ତି ପାଇନଥାଏ ତେବେ ୟୁରିକ୍‌ ଏସିଡ ଆପଣଙ୍କ ରକ୍ତରେ ନିର୍ମାଣ ହୋଇପାରେ। ଉଚ୍ଚ ୟୁରିକ ଏସିଡ ସ୍ତରକୁ ହାଇପରୟୁରିସିମିୟା ନାଁରେ ମଧ୍ୟ ଜଣାଶୁଣା। ଏହାଦ୍ୱାରା ଗାଉଟ ନାମକ ରୋଗ ହୋଇଥାଏ, ଯାହା ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ଯୋଗୁ ହୋଇଥାଏ। ଏଭଳି ଅନେକ ଜିନିଷ ରହିଛି ଯାହା ଆପଣ ନିଜର ଡାଏଟରେ ସାମିଲ କରି ୟୁରିକ ଏସିଡକୁ ନିୟନ୍ତ୍ରଣରେ ରଖିପାରିବେ। ତେବେ ଜାଣନ୍ତୁ କଣ ରହିଛି ସେହି ଉପାୟ।

ଅଧିକ ପାଣି ପିଇବା:

eatingଅଧିକାଂଶ ଲୋକମାନେ ତରଳ ପଦାର୍ଥ ପିଇବା ଦ୍ୱାରା ଆପଣଙ୍କ କିଡନୀ ୟୁରିକ୍‌ ଏସିଡକୁ ଖୁବ୍‌ ଶୀଘ୍ର ବାହାରକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଏହିକାରଣରୁ ଆପଣ ସର୍ବଦା ନିଜ ପାଖରେ ପାଣି ବୋତଲ ରଖନ୍ତୁ। ପ୍ରତ୍ୟେକ ଦିନ ନିଶ୍ଚିନ୍ତ ଦ୩ ରୁ ୪ ଲିଟର ପାଣି ପଇବା ଆବଶ୍ୟକ। ଦପାଣି ଶରୀରର ଟକ୍ସିସକୁ ମଧ୍ୟ ବାହାର କରିବାରେ ସାହାଯ୍ୟ କରିଥାଏ।

ଓଜନ ନିୟନ୍ତ୍ରଣରେ ରଖିବା:

slimଡାଏଟ୍‌ ବ୍ୟତୀତ ଓଜନ ମଧ୍ୟ ୟୁରିକ୍‌ ଏସିଡ ସ୍ତର ବୃଦ୍ଧି କରିଥାଏ। ମସଲ୍ସ ସେଲ୍ସ ତୁଳନାରେ ଫ୍ୟାଟଟ ସେଲତ୍ସ ଅଧିକ ୟୁରିକ ଏସିଡ୍‌ ତିଆରି କରିଥାଏ। ଏହିକାରଣରୁ ଅଧିକ ଓଜନ ହେବା ଦ୍ୱାରା କିଡନୀ ୟୁରିକ୍‌ ଏସିଡକୁ ଛାଣି ପାରିନଥାଏ। ଏହିକାରଣରୁ ୟୁରିକ୍‌ ଏସିଡ୍‌ ବ୍ୟକ୍ତିମାନେ ନିଜର ଓଜନ ନିୟନ୍ତ୍ରଣରେ ରଖିବା ଉଚିତ।

ୟୁରିନ୍‌ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ:

fruitsଆପଣ ନିଜର ଡାଏଟ୍‌ରେ ୟୁରିକ ଏସିଡ୍‌ ଭଳି ଖାଦ୍ୟ ସୀମିତ କରିପାରିବେ। ୟୁରିନ ଯୁକ୍ତ ଖାଦ୍ୟରେ ଅନେକ ପ୍ରକାର ମାଂସ, ସୀ-ଫ୍ରୁଟସ୍‌ ଏବଂ ପନିପରିବା ସାମିଲ ହୋଇଥାଏ। ଏହାବ୍ୟତୀତ ମାଛ, ମାଂସ, ଗ୍ରୀନ ମଟର, ବିନ୍ସ, ଛତୁ ଏବଂ ପତ୍ର କୋବି ଖାଇବା କମ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button