ମନୋରଞ୍ଜନ

ପ୍ରେମରେ ସବୁବେଳେ ଧୋକା ଖାଇଥାନ୍ତି ଏହି ୨ ଟି ନାମର ଝିଅ- Jyotish Shastra

ବନ୍ଧୁଗଣ ସବୁବେଳେ ଏହି ୨ ନାମର ଝିଅ ପ୍ରେମରେ ଧୋକା ଖାଇଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ ସେହି ୨ ନାମର ଝିଅ ଯିଏ ସବୁବେଳେ ଧୋକା ଖାଆନ୍ତି ? ମଣିଷକୁ ଜୀବନରେ କେବେ କେବେ ଦୁଃଖ କିମ୍ବା ସୁଖର ସାମ୍ନା କରିବାକୁ ପଡ଼ିଥାଏ । ଜୀବନରେ ଆସୁଥିବା ଖୁସି କିମ୍ବା ଦୁଃଖ ଆମ ନାଁ ସହିତ ନିଶ୍ଚିତ ରୂପେ ଯୋଡ଼ା ହୋଇଥାଏ । ସମସ୍ତଙ୍କ ଜୀବନରେ କିଛି ଏମିତି ଲୋକ ଥାଆନ୍ତି ଯିଏ ଅଧା ରାସ୍ତାରେ ହାତ ଛାଡି ଚାଲି ଯାଆନ୍ତି ।

ଆଜି ଆମେ ଆପଣଙ୍କୁ କହିବୁ ସେହି ୨ ଅକ୍ଷର ଥିବା ଝିଅଙ୍କ ବିଷୟରେ ଯିଏ ସବୁବେଳେ କେଉଁଠି ନା କେଉଁଠି ଧୋକା ଖାଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ୨ ନାମ ଥିବା ଝିଅ ଯାହାକୁ ଆମେ ବିସ୍ତାର ସହ କହିବୁ ।

୧- K ନାମ ଥିବା ବାଲା ଝିଅ । ବନ୍ଧୁଗଣ K ଅକ୍ଷରରୁ ନାଁ ଆରମ୍ଭ ହୋଇଥିବା ଝିଅ ବହୁତ ସୁନ୍ଦର ହୋଇଥାନ୍ତି । ତାଙ୍କ ସହିତ ଏମାନଙ୍କର ସ୍ବଭାବ ବହୁତ ଚଞ୍ଚଳ ହୋଇଥାଏ । ଏମାନେ ତାଙ୍କ ସ୍ବଭାବ କାରଣରୁ ଯେକୌଣସି ବ୍ୟକ୍ତିଙ୍କ ହୃଦୟରେ ଯାଗା ବନାଇ ଥାନ୍ତି, ଖାଲି ଏତିକି ନୁହେଁ ଯେତେବେଳେ ଏହି ଅକ୍ଷରର ନାଁ ଥିବା ଝିଅ ଜଦି କାହାକୁ ପ୍ରେମ କରନ୍ତି ତେବେ ତାଙ୍କୁ ସମ୍ପୂର୍ଣ୍ଣ ହୃଦୟରୁ କରିଥାନ୍ତି କିନ୍ତୁ ଏହି ଅକ୍ଷରରେ ନାଁ ଥିବା ଝିଅଙ୍କୁ ତାଙ୍କ ପାର୍ଟନର ଛାଡ଼ି କରି ଚାଲି ଯାଆନ୍ତି । ଏମାନେ ନିଜକୁ ସମ୍ଭାଳି ପାରନ୍ତି ନାହିଁ ଏବଂ ଏମାନଙ୍କର ପାର୍ଟନର ତାଙ୍କୁ ଛାଡି ଦବାଟା ସେମାନଙ୍କୁ ବହୁତ ହଇରାଣ କରିଦିଏ ।

୨- P ନାଁ ଥିବା ବାଲା ଝିଅ । ଯେଉଁ ଝିଅର ନାଁ P ଅକ୍ଷରରୁ ଆରମ୍ଭ ହୋଇଥାଏ ସେ ବହୁତ ଶାନ୍ତ ସ୍ବଭାବର ହୋଇଥାନ୍ତି । ଏହା ସହିତ ଏମାନେ ବାକି ଝିଅ ମାନଙ୍କ ଠାରୁ ବହୁତ ଅଲଗା ହୋଇଥାନ୍ତି । ଏହି ନାମର ଝିଅ ମାନେ ଅନ୍ୟମାନଙ୍କ ସାମ୍ନାରେ ଖୋଲାଖୋଲି ମିଶନ୍ତି ନାହିଁ ଜଦି ଏମାନଙ୍କର କାହା ସହ ପ୍ରେମ ହୋଇଯାଏ ତେବେ ଏମାନେ ତା ସହ ହୃଦୟର ସହିତ ଯୋଡି ହୋଇ ଯାଆନ୍ତି ।

ଏହି ଝିଅ ମାନଙ୍କୁ ସବୁଠାର ଅଧିକ ଦୁଃଖ ସେତେବେଳେ ହୋଇଥାଏ ଯେତେବେଳେ ଏମାନେ କାହାକୁ ହୃଦୟର ସହ ଭଲ ପାଇଥାନ୍ତି ଏବଂ ତାଙ୍କ ପ୍ରେମୀ ତାଙ୍କୁ ଛାଡି ଚାଲି ଯାଇଥାଏ । ତାଙ୍କର ଯିବା ପରେ ଏହି ଝିଅ ମାନେ ନିଜକୁ ଜୀବନସାରା ଖରାପ ଅନୁଭବ କରନ୍ତି ।

ଏମାନେ ଭିତରେ ଭିତରେ ବହୁତ ଭାଙ୍ଗି ପଡନ୍ତି । ଏହି ସେ ଦୁଇ ନାମ ଥିବା ଝିଅ ଯିଏ ସବୁବେଳେ ପ୍ରେମରେ ଧୋକା ଖାଇଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button