ଆଜିର ରାଶିଫଳ, ଶ୍ରୀ ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୪ ଟି ରାଶି ଉପରେ, ହେବ ଆର୍ଥିକ ସମସ୍ୟା ଦୂର
ମେଷ ରାଶି : ଆଜି ଆପଣଙ୍କୁ ଅନ୍ୟ ମାମଲାରେ ଦଖଲ ଦେବାରୁ ବଞ୍ଚିତ ରହିବାକୁ ହେବ । କାମ କାର୍ଯ୍ୟ କଥା କହିବାକୁ ଗଲେ ଅଫିସରେ ମାଲିକ ଙ୍କ ମୁଡ ଭଲ ରହିବ । କାରୋବାର ରେ ଭଲ ଫାଇଦା ହେବାର ସମ୍ଭାବନା ରହିଛି । ନୂଆ ଜିନିଷ ଶିଖିବା ଓ ବୁଝିବାର ଅବସର ମିଳିବ । ନୂଆ ଅନୁଭବ ମଧ୍ୟ ମିଳିପାରେ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାର ସହ କେଉଁଠି କି ଯାତ୍ରା କରିବାର ପ୍ଳାନ କରିବେ । ମନରେ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ ।
ବୃଷ ରାଶି: ବିଦ୍ୟାର୍ଥୀ ଙ୍କୁ ନିଜକୁ ଭଲ ସାବ୍ଯସ୍ତ କରିବା ପାଇ ଦିନ ଭଲ ଅଛି । ଘରକୁ କିଛି ଖାସ ଅତିଥି ଙ୍କ ଆଗମନ ହୋଇପାରେ । ସେମାନଙ୍କର ସ୍ବାଗତରେ ଆପଣ ସବୁ କିଛି କରିବେ । ଆପଣ ଅନ୍ୟ କୁ ଖୁସି କରିବା ପାଇଁ ଦରକାର ଠାରୁ ଅଧିକ ଖରଚ୍ଚ କରନ୍ତି । ଜୀବନ ସ୍ଥିନ ସହ ବାହାରକୁ ବୁଲିବାକୁ ଜିଆ ପାରନ୍ତି । ସିନେମା, ଫ୍ୟାସନ ଆଜି ଜଡିତ ଲୋକେ ଆପଣଙ୍କୁ ପ୍ରତିଭା ଦେଖାଇବାର ଅବସର ମିଳିବ । ବ୍ୟାପାରୀ ଙ୍କ ପାଇଁ କିଛି ପ୍ରତିସ୍ଥିତି ସଉଦା ହୋଇପାରେ ।
ମିଥୁନ ରାଶି : ପଦୋନ୍ନତି ରୁ ଆର୍ଥିକ ଲଭ ହୋଇପାରେ । ଜମିବାଡି କାଗଜ ପତ୍ର ସମ୍ଭାଳି କି ରଖନ୍ତୁ । ନିଜର ଆଖ ପାଖରେ ହେଉଥିବା ଆକ୍ଟିଭୀଟି ଉପରେ ନଜର ଦେବାର ଜରୁରତ ଅଛି । କିଛି ଜିନିଷର ଧ୍ୟାନ ନ ରଖିବେ ତ ହଜିବାର ସମ୍ଭାବନା ରହିଛି । ନିଜ ଜିନିଷକୁ ସମ୍ଭାଳି କି ରଖନ୍ତୁ । ସନ୍ତାନ ଙ୍କ ସ୍ୱାସ୍ଥ୍ୟ ରେ ସୁଧାର ହେବ କିନ୍ତୁ ଆତ୍ମସଂଜତ ରୁହନ୍ତୁ । କଥାବାର୍ତ୍ତା ରେ ସନ୍ତୁଳନ ରଖନ୍ତୁ । କିଛି ଜିନିଷରେ ଆପଣଙ୍କୁ ଲୋକଙ୍କ ସହ ବିବାଦ କରିବାକୁ ପଡିପାରେ ।
କର୍କଟ ରାଶି : ଆଜି ଆପଣ ଧନ ଅର୍ଜିତ କରିବେ । ଶିକ୍ଷା କ୍ଷେତ୍ର ରେ ଛାତ୍ର ବର୍ଗ ଉନ୍ନତି କରିବେ । ଆପଣଙ୍କ ଆଜି ଦିନ ଟି ବହୁତ ଭଲ ବ୍ଯତୀତ ହେବ । ଆଜି ଆପଣଙ୍କୁ ଯଶ, କୀର୍ତ୍ତି ଓ ପ୍ରତିଷ୍ଠାରେ ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ର ରେ ଉଚ୍ଚ ପଦୋଧିକାରୀ ଖୁସି ରେ ରହିଲେ ପଦୋନ୍ନତି ହେବାର ସମ୍ଭାବନା ଅଛି । ପିତା ତଥା ସରକାର ଙ୍କ ତରଫର ଲାଭ ମିଳିବ । ଆପଣଙ୍କ ପାଇଁ ପ୍ରିୟଜନ ଙ୍କ ସ୍ୱାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ ।
ସିଂହ ରାଶି : ଆପଣଙ୍କୁ ଜୀବନ ସାଥିଙ୍କ ସହଯୋଗ ମିଳିବ । ଘର ପରିବାରରେ ଖୁସି ର ମାହୋଲ ରହିବ । କିଣାକିଣି ହୋଇପାରେ । କୁସଙ୍ଗତି ରୁ ହାନି ହେବ । ମାତା ପିତାଙ୍କ ମଧ୍ୟରେ ସମ୍ପର୍କରେ ସୁଧାର ହେବ । ଶତ୍ରୁ ପକ୍ଷ ଙ୍କ ଏହି ରାଶିର ଲୋକେ ସତର୍କ ରୁହନ୍ତୁ । ଲେନଦେନ କାର୍ଯ୍ୟ ରେ ସତର୍କ ରୁହନ୍ତୁ । କିଛି ଜାତକ ଙ୍କୁ ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । ତେଣୁ ସତର୍କ ରୁହନ୍ତୁ । ସାମାଜିକ କ୍ଷେତ୍ରରେ ମାନ ସମାନ ରେ ବୃଡି ହେବ । ଆର୍ଥିକ ଧନ ଲାଭ ହେବାର ସମ୍ଭାବନା ଅଛି ।
କନ୍ୟା ରାଶି : ବ୍ୟବସାୟରେ ବାଧା ଆସିପାରେ । ସନ୍ତାନ ଙ୍କ ସହ ଭଲ ବ୍ୟବହାର କରିବେ । ସ୍ୱାସ୍ଥ୍ୟ ପ୍ରତି ଚିନ୍ତାରେ ରହିବେ । ଅନାବଶ୍ୟକ ଖର୍ଚ୍ଚ ବଢିବ । ପ୍ରେମୀ ଙ୍କୁ ପ୍ରେମ ସମ୍ପର୍କରେ ଆସୁଥିବା ଭୁଲ ବୁଝାମଣାର ସାମ୍ନା କରିବାକୁ ପଡିପାରେ । ଆଜି ଆପଣ ଶାରୀରିକ ଥକାପଣ, ଆଳସ୍ୟ ଓ ମାନସିକ ଚିନ୍ତା ଅନୁଭବ କରିବେ । ସରକାରି କାର୍ଯ୍ୟ ରେ ସଫଳତା ମିଳିବାର ଯୋଗ ଅଛି । ସଫଳତା ଆପଣଙ୍କ ଶୀର୍ଷ ଛୁଇଁବ । ଅଟକି ରହିଥିବା କାମ ଆରମ୍ଭ ହେବ । ଦାଂପତ୍ଯ ଜୀବନ ସୁଖମୟ ହେବ ।
ତୁଳା ରାଶି : ବହୁତ ସାରା ଗତି ବିଧି ସମ୍ପନ୍ନ ହୋଇପାରେ । ବ୍ୟବସାୟରେ ବହୁତ ଲଭ ହେବ । ଆର୍ଥିକ ଅକାର୍ଯ୍ୟ ରେ ଧ୍ୟାନ ଲଗାଇଲେ ମନ ସାନ୍ତ ରହିବ । ବ୍ୟାପାର ଓ ଦୋକାନ ସମ୍ବଧିତ ଚିନ୍ତା ରହିବ । ଦିନର ଆରମ୍ଭ ନୂଆ ଆଶା ସହ ହେବ । ସେୟାର ଆଦିରେ ନିବେଶ କରନ୍ତୁ ନିଶ୍ଚୟ ଲାଭବାନ ହେବେ । ମନରେ ନେଗେଟିଭ ବିଚାର ଆଣନ୍ତୁ ନାହି । କାହା ସହ ବିବାଦ ହୋଇପାରେ । ଅଟକି ରହିଥିବା ପଇସା ଫେରି ପାଇବେ । ଜୀବନ ସାଥିଙ୍କ ସହଯୋଗ ପ୍ରାପ୍ତ ହେବ ।
ବିଛା ରାଶି : ଆପଣଙ୍କ ଦାଂପତ୍ଯ ଜୀବନରେ ଖୁସି ଆସିବ । ଆପଣଙ୍କୁ ଜୀବନ ସାଥିଙ୍କ ସମର୍ଥନ ପ୍ରାପ୍ତ ହେବ । ଆପଣଙ୍କ ଭରପୁର ଊର୍ଜା ଓ ଜବରଦସ୍ତ ଉଶ୍ଚାହ ପଜେଟିଭ ପରିଣାମ ଆଣିବ ଯାହା ଘରୋଇ ସମସ୍ଯା ଦୂର କରିବାରେ ସହାୟକ ହେବ । କାର୍ଯ୍ୟ କ୍ଷେତ୍ରରେ ସବୁ କିଛି ଠିକ ରହିବ । ପୁରା ଦିନ ଆପଣଙ୍କର ମୁଡ ଭଲ ରହିବ । ଆପଣ ନିଜର ଲକ୍ଷ୍ୟ କୁ ଆଧାର କରି ବାସ୍ତବିକ ଦାୟିତ୍ଵ ନେବେ । ସ୍ୱାସ୍ଥ୍ୟ ଭଲ ରହିବ ।
ଧନୁ ରାଶି : ଆପଣଙ୍କ ପିଲାଙ୍କ ପ୍ରଦର୍ଶନ ଆପଣଙ୍କୁ ମନକୁ ଗର୍ବ ଓ ଖୁସି ର ଭାବାନ ଆଣି ଦେବ । ବ୍ୟାପାର ରେ ସାମାନ୍ଯ ଲାଭ ହେବ । ଆଜି ପାରିବାରିକ ସୁଖ ରେ ବୃଦ୍ଧି ହୋଇପାରେ । କ୍ୟାରିୟରରେ ସ୍ଥିତି ସାମାନ୍ଯ ରହିବ । ଅଧିକାରୀ ବର୍ଗ କିଛି ଚିନ୍ତାରେ ରହିବେ । ମାନସିକ ଅସାନ୍ତି ଦୂର ହେବ । ଧର୍ମ କର୍ମ କାର୍ଯ୍ୟ ରେ ରୁଚି ବଢିବ । ନୂଆ ଶିଖିବାର ଜିଜ୍ଞାସା ବଢିବ । ଅଯଥା ଖର୍ଚ୍ଚ ହୋଇପାରେ ।
ମକର ରାଶି : ଆଜି ଅନ୍ୟ କୁ ଖୁସି ଦେଇ ନିଜ ଜୀବନକୁ ସାର୍ତ୍କ କରିବେ । କୌଣସି ଉଧାର ଦେଇଥିବା ବା ଅଟକି ରହିଥିବା ଟଙ୍କା ମିଳିବାର ସମ୍ଭାବନା ଅଛି । କାମ କାର୍ଯ୍ୟ ମାମଲାରେ ଆଜି ଆପଣଙ୍କର ସମୟ ଭଲ ରହିବ । ଆପଣଙ୍କୁ ଟିକେ କଷ୍ଟ ଉଠାଇବାକୁ ପଡିପାରେ । ଆପଣ ନିଜର ଦିନ ଚର୍ଯ୍ୟା ସମ୍ପର୍କୀୟ ଗତି ବିଧି ରୁ ହାତୀ ବିଶେଷ କଥା ଉପରେ ଧ୍ୟାନ ଦେବାକୁ ଚେଷ୍ଟା କରନ୍ତୁ । ଯାହା ଦ୍ଵାରା ଆପଣଙ୍କ ଆତ୍ମବିଶ୍ଵାସ ବଢିବ ଓ ମାନ ସମାନରେ ବୃଦ୍ଧି ହେବ ।
କୁମ୍ଭ ରାଶି : ଆଜି ଆପଣଙ୍କ ଶୈଳୀ ଓ କାମ କରିବାର ତାରିକା ଲୋକଙ୍କୁ ପ୍ରଭାବିତ କରିବ । ଆଜି ଦିନରେ ମନରେ ସାକାରାତ୍ମକ ଊର୍ଜା ଆଣି ନିଜକୁ ଆକ୍ଟିଭ ରଖନ୍ତୁ । କାରଣ ଅଯଥା ସମସ୍ଯା ହୋଇପାରେ । ଅଫିସର ରାଜନୀତି ରୁ ନିଜକୁ ଦୂରେଇ ରଖିବାର ଜରୁରତ ଅଛି । ନଚେତ ଆପଣଙ୍କ ପ୍ରମୋଶନରେ ବାଧା ଆସିପାରେ । ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ । କାହା ସହ ବିବାଦ କରନ୍ତୁ ନାହି । ଭୌତିକ ସୁଖ ମିଳିପାରେ ।
ମୀନ ରାଶି : ଆଜି ଆପଣଙ୍କ ଯୋଗ୍ୟତା ରେ ଲୋକ ଆପଣଙ୍କ ସହ ଯୋଡି ହେବାକୁ ପସନ୍ଦ କରିବେ । ମିତ୍ର ବା ପରିଜନ ଙ୍କ ସହ ଭେଟ ହେବ । ରୋଜଗାରର ଦିଶା ରେ ପ୍ରୟାସ କରୁଥିବା ଲୋକେ ଙ୍କ ପାଇଁ ସମୟ ଉତ୍ତମ ରହିବ । ଯେଉଁ ମାନେ ରୋଜଗାର ସନ୍ଧାନରେ ଅଛନ୍ତି ସେମାନଙ୍କର ଚାକିରି ରେ ପରିବର୍ତ୍ତନ ହୋଇପାରେ ଯାହାଦ୍ୱାରା ସେମାନଙ୍କର ସ୍ଵପ୍ନ ପୂରଣ ହେବ । ଆର୍ଥିକ ଲାଭ ଉଠାଇବେ । ଭାଗ୍ୟ ବୃଦ୍ଧିର ଯୋଗ ଅଛି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।