Post Officeର ମହିଳାଙ୍କ ପାଇଁ ଆସିଲା ଧମାକେଦାର ସ୍କୀମ, ଏହି ନୂଆ ସ୍କିମର କେମିତି ଉଠାଇବେ ଲାଭ ଜାଣିବା ପାଇଁ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ପୋଷ୍ଟ ଅଫିସ ଏକ ନୂଆ ଯୋଜନା ବା ସ୍କିମ ଆଣିଛି ଯାହାର ନାଁ ହେଉଛି ମହିଳା ସମ୍ମାନ ବଜତ ପତ୍ର । 2023 ରୁ ଆରମ୍ଭ ହୋଇଛି ଏହି ଯୋଜନା ଅର୍ଥାତ ଚଳିତ ମାସ ଏପ୍ରିଲ 3 ତାରିଖ ରୁ ଆରମ୍ଭ ହୋଇଛି ଏହି ଯୋଜନା । ଏହି ଯୋଜନାକୁ ଦେଶରେ ସବୁ ଡାକଘରେ ଆରମ୍ଭ କରା ଯାଇଛି । ଏହା ଡାକ ବିଭାଗ ଦ୍ଵାରା ନୂଆ ଏକ ସଞ୍ଚୟ ଯୋଜନା ବା ସେଭିଙ୍ଗ ସ୍କିମ କୁହା ଯାଇଛି ।
ଏହା କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାର ସୁଧ ହାର ମଧ୍ୟ ଅଧିକ ରହିଛି । ଆସନ୍ତା 2 ବର୍ଷ ପାଇଁ 2 ଲକ୍ଷ ଟଙ୍କା ଯାଏଁ ଆପଣ ଟଙ୍କା ରଖି ପାରିବେ । ଏହି ଯୋଜନାରେ 1000 ଟଙ୍କାରୁ ଜମା ଆରମ୍ଭ ହୋଇପାରିବ । 2 ବର୍ଷ ଡିପୋଜିଟ ପରେ ଆପଣ ସୁଧା ସହ ମୂଳ ଟଙ୍କା ପାଇ ପାରିବେ । 7.5% ସୁଧ ହାରରେ ଲାଭ ପାଇ ପାରିବେ ଜମାକାରୀ । ଏହି ଯୋଜନାରେ 31 ମାର୍ଚ୍ଚ 2025 ଯାଏଁ ଖୋଲା ଯାଇ ପାରିବ ଖାତା ।
ମହିଳାଙ୍କୁ ପ୍ରୋଶ୍ଚାହିତ କରିବାକୁ ଡାକ ବିଭାଗର ନୂଆ ଯୋଜନା ରହିଛି । ଚଳିତ ମାସରୁ ମହିଳା ସମ୍ମାନ ବଜତ ପତ୍ର ଯୋଜନା ଆରମ୍ଭ ହୋଇଛି । ଏହି ସ୍କିନ ସମ୍ଭବତ ଲାଭଦାୟକ ହୋଇପାରେ । ଏହି ସ୍କିନ ଅନୁଯାୟୀ କୌଣସି ମହିଳା ନିଜ ନାନ ରେ ଆକାଉଣ୍ଟ ଖୋଲି ପାରିବେ । ଠାଆ ଛଡା ତାଙ୍କ ଅଭିଭାବକ ମଧ୍ୟ ଆକାଉଣ୍ଟ ଖୋଲି ପାରିବେ ।
ଏଥିପାଇଁ ପୋଷ୍ଟ ଅଫିସ କୁ ଯାଇ ଆପ୍ଲିକେସନ ରେ ନିଜର ନାମ, ଠିକଣା, ଆଦି ପ୍ରୁଫ, kyc ଫର୍ମ ଫିଲପ କରି ପେମେଣ୍ଟ ଦେବେ । ତା ପରେ ଆକାଉଣ୍ଟ ଖୋଲି ପାରିବ । ସୁ-କନ୍ୟା ଆକାଉଣ୍ଟ ଯାହା ଖୋଲା ଯାଇଛି ତାହା 10 ବର୍ଷରୁ କମ ବୟସ ର ଝିଅ ମାନେ ଖୋଲି ପାରିବେ । ଏହା ଗୋଟେ ଲଙ୍ଗ ରନ ଇନଭେଷ୍ଟମେଣ୍ଟ ଅଟେ ।
ଯଦି ଗୋଟେ ଝିଅ 18 ବର୍ଷ ପରେ ମ୍ୟାରେଜ କରୁଛି ତେବେ ସୁ-କନ୍ୟା ଯୋଜନାରୁ ଟଙ୍କା ଉଠାଇ ପାରିବେ । ଏଥିରେ ସୁଧ ହାର ଭଲ ମିଳୁଛି । ସୁ-କନ୍ୟା ଯୋଜନାରେ 250 ଟଙ୍କା ଡିପୋଜିଟ କରିବାକୁ ପଡିବ । କିନ୍ତୁ ଏଥିରେ ମଝିରେ ଚାହିଁଲେ ଟଙ୍କା ଉଠାଇ ପାରିବେ ନାହି । କିନ୍ତୁ ମହିଳା ସମ୍ମାନ ବାଯତ ପାତ୍ର ଯୋଜନାରେ ଏକ ବର୍ଷ ପରେ ଟଙ୍କା ଉଠାଇ ପାରିବେ ।
ଆପଣଙ୍କର ଆକାଉଣ୍ଟ ରେ ଯେତିକି ଟଙ୍କା ଥିବ ତାର 40 ପ୍ରତିଶତ ଟଙ୍କା ଉଠାଇ ପାରିବେ । 6 ମାସ ପରେ ଏହି ଯୋଜନାରେ ଆକାଉଣ୍ଟ ଖୋଲି ଥିଲେ ଏହାକୁ କ୍ଳୋଜ କରି ପାରିବେ । କିନ୍ତୁ ମୂଳ ଟଙ୍କା କମ ମିଳିବ ଯଦି 6 ମାସରେ ଆକାଉଣ୍ଟ କ୍ଳୋଜ କରି ଦେଉଛନ୍ତି ମହିଳା ସମ୍ମାନ ବଜତ ପ୍ରତି ଯୋଜନାରେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।