ବିଚାର

କେବେ ବି ନିଜ ସ୍ତ୍ରୀଙ୍କୁ ଖୁସିରେ ରଖି ପାରନ୍ତି ନାହିଁ ଏହି ୩ ଟି ରାଶିର ପୁରୁଷ

ଏହି ୩ଟି ରାଶିର ପୁରୁଷ କେବେ ମଧ୍ୟ ନିଜ ସ୍ତ୍ରୀଙ୍କୁ ଖୁସି କରି ପାରନ୍ତି ନାହିଁ। ମଣିଷର ସ୍ୱଭାବ ଏବଂ ଚିନ୍ତାଧାରା ତାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇଥାଏ। ଆଜି ଆମେ ଆପଣ ମାନଙ୍କୁ ଏପରି ତିନୋଟି ରାଶିର ପୁରୁଷଙ୍କ ବିଷୟରେ କହିବୁ, ଯେଉଁମାନେ ନିଜ ସ୍ତ୍ରୀଙ୍କୁ କେବେ ମଧ୍ୟ ଖୁସିରେ ରଖି ପାରନ୍ତି ନାହିଁ।

ପ୍ରଥମେ ହେଉଛି ମୀନ ରାଶି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ଟି ରାଶି ଗୁଡ଼ିକ ମଧ୍ୟରୁ ଏହି ରାଶିର ପୁରୁଷ ମାନେ ନିଜ ସ୍ତ୍ରୀଙ୍କୁ କେବେବି ଖୁସିରେ ରଖି ପାରନ୍ତି ନାହିଁ। ଏମାନେ ସବୁବେଳେ ନିଜ ସ୍ତ୍ରୀଙ୍କର ସବୁ କାର୍ଯ୍ୟରେ ଦୋ-ଷ ବାହାର କରନ୍ତି। ସ୍ତ୍ରୀ ଯେତେ କାମ କଲେ ମଧ୍ୟ ଏମାନଙ୍କର ସ୍ୱାମୀମାନେ କେବେବି ସନ୍ତୁ-ଷ୍ଟ ହୁଅନ୍ତି ନାହିଁ। ଏହି ରାଶିର ପୁରୁଷ ମାନେ ସ୍ୱଭାବରେ ଭଲ ହୋଇଥାନ୍ତି। ସେଥିପାଇଁ ଝିଅ ମାନେ ଏମାନଙ୍କ ଆଡକୁ ଆକ-ର୍ଷିତ ହୋଇଥାନ୍ତି। ବିବାହ ପରେ ଏହି ପୁରୁଷ ମାନେ କେବେବି ନିଜର ପତ୍ନୀଙ୍କୁ ସନ୍ତୁ-ଷ୍ଟ କରି ପାରନ୍ତି ନାହିଁ। ଏହାସହିତ ନିଜ ସ୍ତ୍ରୀଙ୍କର କେବଳ ଦୋ-ଷ ବାହାର କରନ୍ତି।

ଦ୍ଵିତୀୟରେ ହେଉଛି ବୃଷ ରାଶି, ଏହି ରାଶିର ପୁରୁଷ ମାନେ ଶାନ୍ତ ସ୍ୱଭାବର ହୋଇଥାନ୍ତି। କିନ୍ତୁ ନିଜର ସ୍ତ୍ରୀଙ୍କୁ ଖୁସି ନ କରିବାର ଗୋଟିଏ କାରଣ ହେଉଛି,ଏମାନେ ନିଜ ସ୍ତ୍ରୀଙ୍କ ପାଖରେ ନିଜର ଭଲ ପାଇବାକୁ ପ୍ରକାଶ କରନ୍ତି ନାହିଁ।କାରଣ ଏମାନେ ଲାଜୁଆ ସ୍ୱଭାବର ହୋଇ ଥାନ୍ତି। ଏମାନେ ନିଜର ମନ କଥାକୁ କେବେବି ଅନ୍ୟମାନଙ୍କ ପାଖରେ କହି ପାରନ୍ତି ନାହିଁ। କିନ୍ତୁ ଏମାନଙ୍କୁ ଆମେ ବିଶ୍ୱା-ସଘା-ତକ କହି ପାରିବା ନାହିଁ।

ତୃତୀୟରେ ହେଉଛି କନ୍ୟା ରାଶି, ଏହି ରାଶିର ପୁରୁଷ ମାନେ କେବେବି ନିଜ ସ୍ତ୍ରୀଙ୍କୁ ଖୁସିରେ ରହିବା ସହ୍ୟ କରି ପାରନ୍ତି ନାହିଁ। ଏମାନେ ସବୁ ସମୟରେ ନିଜ ସ୍ତ୍ରୀଙ୍କୁ ନିଜ ଆୟତ୍ତରେ ରଖିବା ପାଇଁ ଚେଷ୍ଟା କରନ୍ତି। ଯେଉଁଥିପାଇଁ ତାଙ୍କ ସ୍ତ୍ରୀ କେବେବି ତାଙ୍କ ଉପରେ ଖୁସି ରୁହନ୍ତି ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button