ଓଡିଶା

ବାବୁମାନେ ପକ୍ଷପାତ କରୁଛନ୍ତି: ବିଜେଡି

ବାବୁ ଆଉ ବିଜେଡିର ବୋଲ ମାନୁ ନାହାଁନ୍ତି। ବିଜେଡି କଥା ଆଉ ସେମାନେ ଶୁଣୁ ନାହାଁନ୍ତି। ଦିନ ଥିଲା ଓଡ଼ିଶାରେ ବାବୁ ରାଜ ଚାଲିଛି ବୋଲି ଅଭିଯୋଗ ହେଉଥିଲା। ବ୍ଲକରେ ବିଡିଓ, ଜିଲ୍ଲାରେ ଜିଲ୍ଲାପାଳମାନେ ମୋଷ୍ଟ ପାଓ୍ବରଫୁଲ ଥିଲେ। ବିଜେଡି କଥାରେ ପରିଚାଳିତ ହେଉଛନ୍ତି ବୋଲି ଅଭିଯୋଗ ହେଉଥିଲା। ଏହାପରେ ସରକାର ବଦଳିଲା ରାଜ୍ୟରେ ଏବେ ବିଜେପି ସରକାର ।

Related Articles

Leave a Reply

Your email address will not be published. Required fields are marked *

Back to top button