କ୍ରୀଡା

ଫେରିଲେ ପୃଥ୍ବୀ ଶ’, ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳରେ ସାମିଲ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଓ ଦିନିକିଆ ପାଇଁ ମଧ୍ୟ ଭାରତୀୟ ଦଳ ଘୋଷଣା ହୋଇଛି। ନିକଟରେ ରଣଜୀ ଟ୍ରଫିରେ ତ୍ରିଶତକ ହାସଲ କରିଥିବା ପୃଥ୍ବୀ ଶ’ଙ୍କୁ ଟି-୨୦ ଦଳକୁ ଡ଼ାକରା ମିଳିଛି । ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଦଳର ନେତୃତ୍ବ ବଜାୟ ରଖିଛନ୍ତି । ଟି-୨୦ ଦଳରେ ରୋହିତ ଶର୍ମା, ବିରାଟ କୋହଲି ନାହାଁନ୍ତି । ତେବେ ଉଭୟ ଦିନିକିଆ ସିରିଜରେ ଖେଳିବେ । କେଏଲ ରାହୁଲ ପାରିବାରିକ କାରଣରୁ ଏହି ଦୁଇ ଧଳାବଲ୍ ସିରିଜ୍ ଖେଳିବେ ନାହିଁ।

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ଇଶାନ କିଷନ, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏସ ଭରତ,ହାର୍ଦ୍ଦିକ ପାଣ୍ଡ(ଉପଅଧିନାୟିକ), ୱାସିଂଟନ
ସୁନ୍ଦର, ସାହବାଦ ଅହମ୍ମଦ, ସର୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ।

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ:

ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ(ଉପ ଅଧିନାୟକ), ଇଶାନ କିଶନ, ଋତୁରାଜ ଗାଏକୱାଡ୍, ଶୁଭମନ ଗିଲ, ଦୀପକ ହୁଡ଼ା, ରାହୁଲ ତ୍ରି ପାଠୀ, ଜିତେଶ ଶର୍ମା, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଝବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଉମ୍ରାନ ମଲିକ, ଶିବମ ମାଭି, ପୃଥ୍ବୀ ଶ’, ମୁକେଶ କୁମାର।

Related Articles

Leave a Reply

Your email address will not be published. Required fields are marked *

Back to top button