ସ୍ୱାସ୍ଥ୍ୟ

ଲିଭର ପାଇଁ ଏହି 8 ଖାଦ୍ୟ ବିଷ ସଦୃଶ ହୋଇଥାଏ । ଯେତେ ସମ୍ଭବ ଏହି ଖାଦ୍ୟ ଠାରୁ କିଡନୀ ରୋଗୀ ଦୂରେଇ ରୁହନ୍ତୁ

ବନ୍ଧୁଗଣ ଶରୀରରେ କିଡ଼ନୀ ଫେଲ ହେବାର ଆମେ ଶୁଣିବାକୁ ପାଇଥାଉ । କିନ୍ତୁ ଏହା କ’ଣ ଏବଂ କେଉଁ କାରଣ ପାଇଁ ଘଟିଥାଏ । ତହିଁରୁ ଅଜଣା ରହିଥାଉ କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି କିଛି ଖାଦ୍ୟ ବିଷୟରେ କହିବି । ଏହି ଖାଦ୍ୟର ସେବନରୁ କିଡ଼ନୀ ଫେଲ ହେବାର ସମ୍ଭାବନା ରହିଥାଏ । ଯଦି କିଡ଼ନୀ ସମସ୍ୟା ଥିବା ବ୍ୟକ୍ତି ଏହାକୁ ଖାଇଥାଏ ତେବେ ତାହାର କିଡ଼ନୀ ସମ୍ପୁର୍ଣ୍ଣ ଖରାପ ହୋଇଯାଇଥାଏ ।

କିଡ଼ନୀ ଆମ ଶରୀରରେ ରକ୍ତକୁ ସଫା କରି ଶରୀରରେ ଥିବା ଅଦକାରୀ ଜିନିଷକୁ ବାହାର କରିବାରେ ସାହାଯ୍ୟ କରିଥାଏ । ହେଲେ କିଛି କାରଣ ଯୋଗୁ କିଡ଼ନୀ ସମ୍ପୁର୍ଣ୍ଣ ଖରାପ ହୋଇଯାଇଥାଏ । ଡାଇବେଟିସ , ଉଚ୍ଚ ରକ୍ତଚାପ ,ମଦ୍ୟପାନ , ହେପାଟାଇଟିସ – ସି ଏହି ଭଳି ରୋଗ କିଡ଼ନୀ ଉପରେ ବହୁତ ଖରାପ ପ୍ରଭାବ ପକେଇଥାଏ ।

କିଡ଼ନୀ ଖରାପ ହେଲେ ଶରୀରରେ ପାଣି ଜମିଯାଇଥାଏ ଏବଂ ବିଷାକ୍ତ ପଦାର୍ଥ ମଧ୍ୟ ରକ୍ତରେ ରହିଯାଇଥାଏ । କିନ୍ତୁ ବ୍ୟକ୍ତି ଖାଦ୍ୟ ପାନ୍ୟ ପ୍ରତି ଧ୍ୟାନ ଦେଲେ ଶରୀରରେ ଥିବା କିଡନୀ ବିଷାକ୍ତ ପଦାର୍ଥ ଠାରୁ ଦୂରରେ ରହିଥାଏ ଏବଂ କିଡ଼ନୀ ସମନ୍ଧୀୟ ସମସ୍ୟା ଆସିନଥାଏ । ଆସନ୍ତୁ ଜାଣିବା ଏମିତି କିଛି ଖାଦ୍ୟ ଯାହାକୁ କିଡ଼ନୀ ରୋଗୀ ଆଦୌ ଖାଇବା ନାହିଁ ।

ପ୍ରଥମ ହେଉଛି କୋଲ ଡ୍ରିଙ୍କ ଏଥିରେ ବି-ଷା-କ୍ତ ପଦାର୍ଥ ରହିଥାଏ । ଯାହା ଆମ ଶରୀରର କିଡନୀ ଉପରେ କୁ-ପ୍ରଭାବ ପକାଇଥାଏ ।

ଦ୍ଵିତୀୟ ହେଉଛି ବୋଇତାଳୁ ଏଥିରେ ଉତ୍ତମ ପ୍ରକାର ପ୍ରୋଟିନ ଓ ପୋଷକ ଗୁଣ ରହିଥାଏ । ଯାହା ଆମ ଶରୀର ପାଇଁ ଉପକାରୀ ହୋଇଥାଏ । କିନ୍ତୁ ଏଥିରେ ଅତ୍ୟଧିକ ପୋଟାସିୟମ ରହିଥାଏ । କିଡ଼ନୀ ରୋଗ ରହିଥିବା ବ୍ୟକ୍ତିମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଏହି ରୋଗ ଥିବା ବ୍ୟକ୍ତି ବୋଇତାଳୁ ରୁ ଦୂରରେ ରହିବା ଉଚିତ୍ ହୋଇଥାଏ ।

ତ୍ଵିତୀୟ ରେ ହେଉଛି ପ୍ୟାକେଟ ଏବଂ ଡବାରେ ମିଳୁଥିବା ଖାଦ୍ୟ କୁ ଅଧିକ ଦିନ ରଖିବା ପାଇଁ ଏଥିରେ ଲୁଣ ମିଶଯାଇଥାଏ ଏବଂ ଏଥିରେ ସୋଡିୟମର ପରିମାଣ ଅଧିକ ରହିଥାଏ । ରୋଗୀଙ୍କୁ ଡବାରେ ବିକ୍ରି କରାଯାଉଥିବା ଖାଦ୍ୟ ଖାଇବା ଅନୁଚିତ୍ ହୋଇଥାଏ ।

ଚର୍ତୁର୍ଥ ହେଉଛି ହୋଲ ୱେଟ ବ୍ରେଡ ଏହା ଆମ ଶରୀର ପାଇଁ ଭଲ ହୋଇଥାଏ କାରଣ ଏଥିରେ ଫାଇବର ଅଧିକ ଥାଏ । କିନ୍ତୁ କିଡ଼ନୀ ରୋଗୀଙ୍କ ପାଇଁ ଏହା ଖାଇବା ଠିକ ହୋଇନଥାଏ । କାରଣ ଏହି ବ୍ରେଡରେ ସୋଡିୟମ ଆଉ ପୋଟାସିୟମ ରେ ପରିମାଣ ଅଧିକ ରହିଥାଏ ।

ପଞ୍ଚମ ହେଉଛି କଦଳୀ ଏହାକୁ ଖାଇଲେ ଆମ ଶରୀରରେ ପୋଟାସିୟମ ପରିମାଣ ଅଧିକ ହୋଇ ଆମ ରକ୍ତରେ ପ୍ରବେଶ କରିଥାଏ । ଯାହା ଦ୍ଵାରା ଆମ କିଡ଼ନୀ ଖରାପ ହୋଇଥାଏ ।

ଷଷ୍ଠ ହେଉଛି  କ୍ଷୀର ଜାତୀୟ ଦ୍ରବ୍ୟ ଖାଇବା ଅନୁଚିତ୍ ହୋଇଥାଏ । ଏହାର ବହୁଳ ସେବନ ଦ୍ଵାରା କିଡନୀ ଉପରେ କୁ-ପ୍ରଭାବ ପଡିଥାଏ ।

ସପ୍ତମ କିଡ଼ନୀ ରୋଗୀ କମଳା କି ସେଥିରୁ ପ୍ରସ୍ତୁତ କମଳା ଜୁସ୍ ପିଇବା ଅନୁଚିତ ହୋଇଥାଏ ।

ଅଷ୍ଟମରେ କିଡ଼ନୀ ରୋଗୀଙ୍କୁ ଆଚାର ଖାଇବାକୁ ମନା କରାଯାଇଥାଏ । କିଡ଼ନୀ ରୋଗୀ ଉପୋରୋକ୍ତ ଏହି 8 ଟି ଖାଦ୍ୟ ଖାଇବା ଠାରୁ ନିଜକୁ ଯଥା ସମ୍ଭବ ଦୂରରେ ରଖିବେ । ତାହା ତାଙ୍କ ସ୍ଵାସ୍ଥ ପାଇଁ ଭଲ ହୋଇଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button