ଓଡିଶା

ସରପଞ୍ଚଙ୍କ ଆଗରେ ଗ୍ରାମ ସଭାରେ ମହିଳାଙ୍କ ସହ ବ୍ୟକ୍ତି କଲେ ଏମିତି ଦେଖନ୍ତୁ ଏହି ଭିଡିଓ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଆଉ ଅନେକ ଅଞ୍ଚଳର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି । ଗ୍ରାମରେ ସରପଞ୍ଚ ଏବଂ ଗ୍ରାମବାସୀ ବସି ସଭା କରୁଥିଲେ । କୌଣସି ଏକ ଘଟଣାକୁ ବା ଅନ୍ୟ କୌଣସି କଥାକୁ ନେଇ ସଭା କରାଯାଇଥିଲା । କିନ୍ତୁ ଏହି ସଭାରେ ଏଭଳି କିଛି ଘଟିଗଲା ଯାହା ଆଶ୍ଚର୍ଯ୍ୟ ଜନକ ।
Bb

ଗ୍ରାମରେ ଚାଲିଥିଲା ଗ୍ରାମ ସଭା । ଗ୍ରାମର ସରପଞ୍ଚ ଏବଂ ଅନ୍ୟାନ୍ୟ ଭଦ୍ରଲୋକଙ୍କୁ ନେଇ ଗ୍ରାମ ମଝିରେ ସଭା ହେଉଥିଲା । ଆଉ ଏହି ସମୟରେ ଦୁଇଜଣ ବ୍ୟକ୍ତି ଏହି ସଭା ଭିତରକୁ ପଶି ଆସି ଏଭଳି କାମ କରିଲେ ଯାହାକୁ ନେଇ ଏହି ଖବର ଆସିଛି । ଏହି ଦୁଇଜଣ ଯୁବକ ଦୁଇ VRP ମହିଳାଙ୍କ ସହିତ ଏଭଳି କାଣ୍ଡ ଭିଆଇଲେ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଦୁଇ ଯୁବକ କାହାକୁ ଖାତିର କରିଲେ ନାହିଁ ସେ ଏହି ଦୁଇ VRP ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଲେ ।
Bb

ତାଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଲେ । ଆଉ ଫଟୋ କାହିଁକି ଉଠାଇଲେ ବୋଲି ପ୍ରଶ୍ନ କରି ଅଶ୍ଳୀଳ ଇଙ୍ଗିତ କରି ଖରାପ ଭାଷାରେ ଗାଳି ଗୁଲଜ କରିଲେ । ଏହିସବୁ କଥା ଶୁଣି VRP ମହିଳାମାନେ ଗାଇଡଲାଇନ ମାନିବାକୁ କହିଥିଲେ । ଆଉ ଏହି କଥା କହିବା ପରେ ତାଙ୍କୁ ପୁଣି ଅଧିକ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ଏହି ଦୁଇଜଣ ଯୁବକ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେବା ସହ ଏବେ ଥାନାରେ ପହଞ୍ଚିଲାଣି । ଏହି ଘଟଣା ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ୍ ଅନ୍ତର୍ଗତ ଖଳସାହି ବାଲିଆପାଳ ପଞ୍ଚାୟତରେ ଦେଖିବାକୁ ମିଳିଛି ।
ପଞ୍ଚାୟତ ସମୀକ୍ଷା ସାମାଜିକ ଗ୍ରାମସଭାରେ VRP ମହିଳାଙ୍କୁ ଅସଦାଚରଣ ସହିତ ଅସଭ୍ୟ ଭାଷାରେ ଗାଳି ଗୁଲଜ କରାଯାଇଛି । ଏବେ ଜଳେଶ୍ଵର ଥାନା ଯାଇ ଏହି VRP ମହିଳାମାନେ ଏନେଇ ଅଭିଯୋଗ କରିଛନ୍ତି । ଏବେ ଏହି ଘଟଣାକୁ ନେଇ ତଦନ୍ତ କରାଯାଉଛି । ଗ୍ରାମ ସଭା ଚାଲିଥିଲା ଆଉ ସେଠାରେ VRP ବୀଣାପାଣି ପାତ୍ର ଏବଂ ସୁପ୍ରିୟା ନନ୍ଦୀ ସାମାଜିକ ସଭା କରିବାକୁ ଯାଇଥିଲେ । ଆଉ ସେଠାରେ ତାଙ୍କୁ ସେହି ଗ୍ରାମର ରାଜୀବ କୁମାର ଗିରି ଏବଂ ଅନିରୋଧ ଜେନା ଦୁର୍ବ୍ୟବହାର କରିଛନ୍ତି ।ଏବେ ଏହି ଘଟଣାର ତଦନ୍ତ କରାଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button