ନାରୀମାନଙ୍କୁ ବୁଝିବା କାହିଁକି କଷ୍ଟ –

ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣ ମାନଙ୍କୁ ନାରୀ ମାନଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ଆପଣ ମାନେ ତ ଜାଣିଥିବେ ନାରୀ ମାନଙ୍କୁ ବୁଝିବା କେତେ କଷ୍ଟ କର । ତେବେ କାହିଁକି ଏହି ନାରୀମାନଙ୍କୁ ବୁଝିବା କଷ୍ଟ କେବେ ଆପଣ ଜାଣିବାକୁ ଚାହିଞ୍ଚନ୍ତି କି? ଯଦି ନାଁ ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ ଜଣାଇବୁ । ଏମିତି ବହୁତ ଲୋକଙ୍କୁ ଆପଣ କହିବାର ଶୁଣିଥିବେ ଯେ “ନାରୀ ମାୟା ନାରାୟଣଙ୍କୁ ବି ଅଗୋଚର” । ଏହାର ମାନେ ସାକ୍ଷାତ ଭଗବାନ ବି ନାରୀ ମାନଙ୍କୁ ବୁଝି ପାରନ୍ତି ନାହିଁ । ଯିଏ କି ସେମାନଙ୍କର ସୃଷ୍ଟି କର୍ତ୍ତା ଅଟନ୍ତି । ତେବେ ଏହି ସବୁ ପଛରେ ଯେଉଁ କାରଣ ଅଛି ଆଜି ଆମେ ସେହି ବିଷୟରେ ଜାଣିବା ।
ଏହାର ଉତ୍ତରରେ ଭଗବାନ କହିଥିଲେ ଏମାନେ ମୋ ସଂସାରର ସବୁଠୁ ଶ୍ରେଷ୍ଠ ପ୍ରାଣୀ ହେବେ । ଏମାନେ ସବୁଠୁ ଶକ୍ତିଶାଳୀ ଓ ସର୍ବଂସାହା ହେବେ । ଏମାନେ କୌଣସି ବି ପରିସ୍ଥିତିରେ ହାର ମାନିବେ ନାହିଁ । ଯେତେ ଦୁଃଖ କଷ୍ଟ ଆସିଲେ ମଧ୍ୟ ଏହାର ସାମ୍ନା କରିବାକୁ ସର୍ବଦା ପ୍ରସ୍ତୁତ ରହିବେ । ସମସ୍ତଙ୍କୁ ଖୁସିରେ ରଖିବା ପାଇଁ ଏମାନେ କିଛି ବି କରି ପାରିବେ । ସମସ୍ତଙ୍କୁ ନିଜ ମମତା ଓ ସ୍ନେହ ରେ ବାନ୍ଧି ରଖିବେ । ଯଦି ସଂସାରରେ ସମସ୍ତେ ଗୋଟେ ପଟେ ହୋଇଯାଆନ୍ତି ତେବେ ମଧ୍ୟ ଏମାନଙ୍କର ପ୍ରେମ ତ୍ୟାଗ ଭାବନା ହିଁ ଜିତିବ । ନିଜର ପରିବାର ଓ ସନ୍ତାନ ମାନଙ୍କର ଧର୍ଯ୍ୟର ସହ ଯତ୍ନ ନେବେ ।
ଏହା ପରେ ସେହି ଦେବ ଦୁତ ମାନେ ନାରୀର ଶରୀରକୁ ଛୁଇଁଲେ ଓ କହିଲେ କି ହେ ଭଗବାନ ଏମାନେ ତ ଏତେ କୋମଳ, ଏମାନେ ଏତେ ସବୁ କେମିତି ସହି ବେ ? ଏହାର ଉତ୍ତର ଦେଇ ଭଗବାନ କହିଲେ କି ଏମାନେ ଶରୀର କୋମଳ କିନ୍ତୁ ମନରୁ ବହୁତ ଶକ୍ତିଶାଳି । ଏମାନଙ୍କୁ ବୁଝିବା ମଧ୍ୟ କୌଣସି ସାଧାରଣ ମନୁଷ୍ୟ ପକ୍ଷେ ସମ୍ଭବ ହେବ ନାହିଁ ।