ଓଡିଶା

ATM କାର୍ଡ ଧାରୀ ମାନଙ୍କ ପାଇଁ ଆସିଲା ଗୁରୁତ୍ୱପୂର୍ଣ୍ଣ ଖବର ,ଆପଣଙ୍କର ଯେକୌଣସି ବ୍ୟାଙ୍କରେ ଏଟିଏମ ଥିଲେ ଶୀଘ୍ର ଦେଖନ୍ତୁ ପାଇପାରିବେ ଲାଭ

ଆଜିକା ସମୟରେ କାହା ପାଖରେ ATM କାର୍ଡ ନାହିଁ ଏବେ ଏବେ ATM କାର୍ଡକୁ ନେଇ ଆସିଲା ଏକ ବହୁତ ବଡ଼ ଅପଡେଟ ଯାହାକୁ ସମସ୍ତେ ଜାଣିବା ନିହାତି ଦରକାର | ପ୍ରଧାନ ମନ୍ତ୍ରୀ ଜନଧନ ଦ୍ୱାରା ATM ସମସ୍ତଙ୍କର ଦୈନଦିନ ଜୀବନରେ ଏକ ଅଂଶ ହୋଇସାରିଛି | ଲୋକମାନେ ନିଜ ପ୍ୟାକଟରେ ନଗତ ପଇସା ନ ରଖି ବର୍ତମାନ ATM କାର୍ଡ ରଖିବାକୁ ପସନ୍ଦ କରୁଛନ୍ତି |

କିନ୍ତୁ ଆପଣ ଜାଣନ୍ତି କି ବ୍ୟାଙ୍କରୁ ଆପଣ ATM କାର୍ଡ ଦିଆଯିବା ମାତ୍ରେ କାର୍ଡ ଧାରୀମାନେ ଦୁର୍ଘଟଣା ଏବଂ ଅକାଳ ମୃ-ତୁ ବୀମା ପାଇପାରନ୍ତି | ଦେଶର ଅଧିକାଂଶ ଲୋକ ଜାଣିନାହାଁନ୍ତି ଯେ ATM କାର୍ଡରେ ମଧ୍ୟ ଜୀବନ ବୀମା କଭର ପାଉଛନ୍ତି | ବୀମା ରାଶି ଆପଣଙ୍କ କାର୍ଡ ଉପରେ ନିର୍ଭର କରେ କିଛି ଦେବିଟି କାର୍ଡ 3କୋଟି ଟଙ୍କା ପର୍ଯ୍ୟନ୍ତ ମାଗଣା ଦୁର୍ଘଟଣା ବୀମା କଭର ପ୍ରଦାନ କରିଥାଏ |

ଏହି ବୀମା କଭରକୁ ମାଗଣାରେ ଦିଆଯାଏ ଏବଂ ଦେବିଟି କାର୍ଡ ଧାରୀଙ୍କୁ କୌଣସି ପ୍ରିମିୟମ ଆଦାୟ କରାଯାଏନାହିଁ | କିମ୍ବା ବ୍ୟାଙ୍କ ଗୁଡିକ ଦ୍ୱାରା କୌଣସି ଅତିରିକ୍ତ ଡକମେଣ୍ଟ ମଧ୍ୟ ପଚରାଯାଇନଥାଏ | କିନ୍ତୁ ଏଥିପାଇଁ ଆପଣଙ୍କୁ କିଛି ସତ୍ତ ରହିଛି ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଦେବିଟି କାର୍ଡ ମାଧ୍ୟମରେ କିଛି କାରବାର କରିବାକୁ ପଡିବ |

ଦେବିଟି କାର୍ଡରେ ମାଗଣା ଦୁର୍ଘଟଣା ବୀମା କଭର ପାଇଁ କିଛି ନିୟମର ସର୍ତ ରହିଛି ଏଥି ମଧ୍ୟରୁ ସବୁଠାରୁ ଗୁରୁତ୍ୱ ପୁର୍ଣ ହେଉଛି କାର୍ଡ ଧାରୀଙ୍କୁ ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସେହି ଦେବିଟି କାର୍ଡ ମାଧ୍ୟମରେ କିଛି କାରବାର କରିବାକୁ ପଡିବ | ଏହି ଅଵଧି ବିଭିନ୍ନ କାର୍ଡ ପାଇଁ ଭିନ୍ନ ହୋଇପାରେ କିଛି ATM କାର୍ଡରେ ପଲିସୀ ସକ୍ରିୟ କରିବାକୁ କାର୍ଡ ଧାରୀଙ୍କୁ 30 ଦିନ ମଧ୍ୟରେ ଅତିକମରେ ଗୋଟିଏ କାରବାର କରିବାକୁ ପଡିବ | ଏହି କାର୍ଡ ଧାରୀଙ୍କୁ ବୀମାକୁ ସକ୍ରିୟ କରିବାକୁ 90ଦିନ ମଧ୍ୟରେ ଏକ କାରବାର ମଧ୍ୟ କରିବାକୁ ପଡିବ |

Related Articles

Leave a Reply

Your email address will not be published. Required fields are marked *

Back to top button