ଦେଶ ବିଦେଶ

ଚାଲାଖ ଓ ଦୁଷ୍ଟ ସ୍ତ୍ରୀଙ୍କୁ କିପରି ଚିହ୍ନିବେ ? ଜାଣନ୍ତୁ ଏହି 4 ଟି ଲକ୍ଷଣରୁ ? ଏମାନଙ୍କ ଠାରୁ ରୁହନ୍ତୁ ଦୂରେଇ

। ସୂଚନା ଅନୁସାରେ ନାରୀର ଅନେକ ରୂପ ରହିଥାଏ । ନାରୀର ମାୟା ବୁଝିବା ଏତେ ମଧ୍ୟ ସହଜ ହୋଇନଥାଏ । ବିଶେଷ କରି ଯେଉଁ ନାରୀ ସୁନ୍ଦର ହେବା ସହ ଚତୁର ହୋଇଥାଏ । ସେଭଳି ନାରୀର ମାୟାରେ ପଡିବା ଜମାରୁ ହିତକର ହୋଇନଥାଏ । କାରଣ ସାଧାରଣ ମନୁଷ୍ୟ କଣ ବଡ ବଡ ବିଦ୍ଵାନ ମୁନୀ ରୁଷି ମଧ୍ୟ ନାରୀ ମୋହରେ ପଡି ବର୍ତ୍ତୀପାରିନାହାନ୍ତି । ସେଥିପାଇଁ ପୁରୁଷମାନେ ସବୁବେଳେ ଅପରିଚିତ ନାରୀ ପ୍ରତି ସତର୍କ ରହିବା ଉଚିତ ।

 

ଆଜି ଆପଣମାନେ ଜାଣିବାକୁ ପାଇବେ କେଉଁ ପ୍ରକାର ନାରୀମାନଙ୍କ ଠାରୁ ପୁରୁଷ ମାନଙ୍କୁ ଦୂରେଇ ରହିବା ଉଚିତ ହୋଇଥାଏ । ପ୍ରଥମ ହେଉଛି ଅତି ମଧୁର ବଚନ ବୋଲୁଥିବା ନାରୀ । ଯେଉଁ ନାରୀ ନିଜର କାମ ସମୟରେ କୌଣସି ପୁରୁଷର ଅତି ନିକଟବର୍ତ୍ତୀ ହେବା ପାଇଁ ଚାହିଁଥାଏ । ତା ସହିତ ମିଠା ମିଠା କଥା କହି ତାଠାରୁ କାମ ଆଦାୟ କରିବାକୁ ଇଚ୍ଛା କରିଥାଏ ।

ସେପରି ନାରୀଙ୍କ ଠାରୁ ଯେତେ ସମ୍ଭବ ଦୂରେଇ ରହିବା ପୁରୁଷଙ୍କ ପକ୍ଷେ ଅତି ଭଲ ହୋଇଥାଏ । ଦିତୀୟରେ ଛଳନା ପ୍ରକୃତିର ନାରୀଠୁ ପୁରୁଷଙ୍କୁ ଦୂରେଇ ରହିବା ନିହାତି ଆବଶ୍ୟକ ହୋଇଥାଏ । କାରଣ ଏପରି ନାରୀ ମଧ୍ୟ ଅଛନ୍ତି ପୁରୁଷଙ୍କୁ ତାର ରୂପ ଓ ଯୌବନରେ ଆକର୍ଷିତ କରି ତାଠାରୁ ସର୍ବସ୍ଵ ଲୁଟିବା ପାଇଁ ଚାହିଁଥାଏ । ପ୍ରେମର ବାହାନାରେ ଯେଉଁ ନାରୀ ପୁରୁଷ ସହିତ ପ୍ରେମ ରୂପକ ଛଳନା କରୁଥାଏ ।

 

ସେପରି ନାରୀଠୁ ପୁରୁଷ ସର୍ବଦା ବଞ୍ଚିକି ରହିବା ଉଚିତ । ନଚେତ ଏପରି ନାରୀଙ୍କ ମୋହରେ ଅନ୍ଧ ହୋଇ ପୁରୁଷ ସଂପୂର୍ଣ୍ଣ ବର୍ବାଦ ହେବାର ସମ୍ଭାବନା ରହିଥାଏ । ତୃତୀୟରେ ପୁରୁଷକୁ କଠୋର ହୃଦୟ ନାରୀ ସହିତ ପ୍ରେମ ସମ୍ପର୍କ ରଖିବା ଆଦ୍ୱା ଉଚିତ ନୁହେଁ । କାରଣ କଠୋର ହୃଦୟ ନାରୀମାନେ କେବେ ମଧ୍ୟ ହୃଦୟରୁ କାହାର ହୋଇପାରିନଥାନ୍ତି । ସେମାନେ ସବୁବେଳେ ନିଜ ସ୍ବାର୍ଥକୁ ହିଁ ଗୁରୁତ୍ଵ ଦେଇଥାନ୍ତି ।

ଯେଉଁ ପୁରୁଷ ଏପରି ହୃଦୟ ହୀନ ନାରୀକୁ ଦେଖି ତାକୁ ପସନ୍ଦ କରିଥାଏ କିନ୍ତୁ ସେହି ନାରୀ କେବେ ମଧ୍ୟ ସେହି ପୁରୁଷର ଭଲ ମନ୍ଦ ଜାଣିବା ପାଇଁ ଚେଷ୍ଟା କରିନଥାଏ । ଏହା ସହିତ ପ୍ରେମିକ ପାଇଁ ଯଥା ସମୟ ମଧ୍ୟ କାଢିପାରିନଥାଏ । ସେଭଳି ନାରୀକୁ ପ୍ରେମ କରିବା ପୁରୁଷଙ୍କ ପ୍ରତି ମୁର୍ଖାମୀରୁ କିଛି କମ୍ ହୋଇନଥାଏ । ଚତୁର୍ଥରେ ପୁରୁଷ ମାନଙ୍କୁ ନୂଆ ନୂଆ ବାହାନା ବା ଢଙ୍ଗ ରଚନା କରୁଥିବା ନାରୀଠୁ ସର୍ବଦା ବର୍ତ୍ତିକି ରହିବା ଉଚିତ ।

 

କାରଣ ଯେଉଁ ନାରୀ କଥାରେ କୌଣସି ନା କୌଣସି ନୂଆ ବାହାନା କରି ପୁରୁଷକୁ ତାର ମାୟା ଜାଲରେ ପକାଇ ପୁରୁଷ ଠାରୁ ଫାଇଦା ହାସଲ କରିବା ପାଇଁ ଚାହିଁଥାଏ । ସେଭଳି ନାରୀକୁ ପୁରୁଷ ଭୁଲ୍ ରେ ମଧ୍ୟ ହୃଦୟ ଦେଇ ଭଲ ପାଇବା ଉଚିତ ହୋଇନଥାଏ । ଏପରି ମହିଳା ନିଜର ସୁନ୍ଦର ରୂପରେ ପୁରୁଷମାନଙ୍କୁ ନିଜର ଫାଇଦା ପାଇଁ ତାଙ୍କ ଆଡକୁ ମୋହିତ କରିଥାନ୍ତି । ପ୍ରକୃତରେ ଏହି ନାରୀମାନେ କାହାର ହୋଇପାରିନଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button