ଦେଶ ବିଦେଶ

ଦୁନିଆରେ ବହୁତ ହିଁ କମ ଲୋକ ଜାଣନ୍ତି ମହିଳାଙ୍କ ଏହି ଅଙ୍ଗ ହୋଇଥାଏ ସବୁଠୁ ଅଧିକ ପବିତ୍ର

ସୂଚନା ଅନୁସାରେ ନାରୀ ମାନଙ୍କୁ ମା ଲକ୍ଷ୍ମୀଙ୍କର ପ୍ରତୀକ ରୂପେ ବିଚାର କରାଯାଇଥାଏ । ନାରୀମାନେ ନିଜର ଘର ଓ ବିବାହ ପରେ ଶାଶୁଘର ପାଇଁ କୁଳଲକ୍ଷ୍ମୀ ହୋଇଥାନ୍ତି । ନାରୀମାନଙ୍କର ଏପରି କିଛି ଅଙ୍ଗ ଅଛି ଯାହାଦ୍ୱାରା ସେମାନେ ଘର ପାଇଁ ସମୃଦ୍ଧିର କାରଣ ହୋଇଥାନ୍ତି । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ନାରୀମାନଙ୍କର ଶାରୀରିକ ଗଠନ ଅନୁସାରେ ନାରୀ ଘର ପରିବାର ପାଇଁ କେତେ ଶୁଭ ହୋଇଥାଏ । ତାହା ଆପଣ ଆଜି ଏଥିରେ ଜାଣିବାକୁ ପାଇବେ ।

 

ଯେଉଁ ମହିଳା ମାନଙ୍କର କେଶ ଲମ୍ବା ଓ ଘନ ହୋଇଥାଏ । ସେ ମହିଳା ତାଙ୍କ ସ୍ଵାମୀ ପାଇଁ ଅତ୍ୟନ୍ତ ଶୁଭ ହୋଇଥାନ୍ତି । ଏପରି ଲମ୍ବା କେଶ ଥିବା ସ୍ତ୍ରୀମାନେ ତାଙ୍କ ସ୍ବାମୀର ଭାଗ୍ୟ ଉଜ୍ଜଳ କରିଦେଇଥାନ୍ତି । ଯେଉଁ ମହିଳାମାନଙ୍କର ଲମ୍ବା ବେକ ହୋଇଥାଏ । ସେ ମହିଳାମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନେ ଯେଉଁ ପୁରୁଷକୁ ବିବାହ କରିଥାନ୍ତି ।

ତାଙ୍କ ସ୍ବାମୀର କେବେ ମଧ୍ୟ ଆର୍ଥିକ ସ୍ଥିତି ଖରାପ ହୋଇନଥାଏ । ମହିଳାମାନଙ୍କର ମଥା ଚଉଡା ଅର୍ଥାତ ୪ ଆଙ୍ଗୁଳୀ ବିଶିଷ୍ଟ ମଥା ହୋଇଥାଏ । ସେ ମହିଳାମାନେ ବୁଦ୍ଧିମତୀ ହୋଇଥାନ୍ତି । ୩ ଆଙ୍ଗୁଳୀର ଛୋଟ ମଥା ଥିବା ମହିଳା କୌଣସି ନିସ୍ପତି ସଠିକ ଭାବେ ନେଇପାରିନଥାନ୍ତି । ଯେଉଁ ମହିଳା ମାନଙ୍କର ମଥାରେ କୌଣସି ପ୍ରକାର ଦାଗ କିମ୍ବା ଚିହ୍ନ ରହିଥାଏ । ସେମାନଙ୍କର ଦାମ୍ପତ୍ୟ ଜୀବନରେ ପ୍ରାୟତଃ କଳହ ଲାଗିରହିଥାଏ ।

 

ସେଥିପାଇଁ ସେହି ଦାଗ ଥିବା ମହିଳାମାନେ ନିଜ ମଥାରେ ଚନ୍ଦନ ପିନ୍ଧିବା ଆବଶ୍ୟକ । ଯେଉଁ କାରଣରୁ ସେମାନଙ୍କର ଜୀବନ ସୁଖଦାୟକ ହେବ । ଯେଉଁ ମହିଳା ମାନଙ୍କର ଶରୀରରେ ଅଧିକ ଚୁଟି ରହିଥାଏ ଓ ତାଙ୍କ ଶରୀରରୁ ଅଧିକ ଦୁର୍ଗନ୍ଧ ବାହାରୁଥାଏ । ତେବେ ସେହି ମହିଳାମାନେ ପ୍ରାୟତଃ କାମରେ ସଫଳତା ପାଇପାରିନଥାନ୍ତି । ସେଥିପାଇଁ ସେମାନେ ନିଜ ଶରୀରରେ ଅତର ପ୍ରୟାଗ କରିବା ଦରକାର ।

ଯେଉଁ କାରଣରୁ ସେ କାର୍ଯ୍ୟ ଆରମ୍ଭ କରିବା ରୁ ଶେଷ କରିବା ପର୍ଯ୍ୟନ୍ତ ନିଜକୁ ସତେଜ ଅନୁଭବ କରିବେ । ଯେଉଁ ମହିଳା ମାନଙ୍କର ସ୍ଵର ବହୁତ କର୍କଶ ଓ ଉଚା ଆବାଜରେ କଥା କହିଥାନ୍ତି । ସେମାନେ ତାଙ୍କ କାମରେ ସଫଳତା ପାଇବା ପାଇଁ ବହୁତ ପରିଶ୍ରମ କରିଥାନ୍ତି । ଯେଉଁ ମହିଳା ମାନଙ୍କର ସ୍ଵର ମଧୁର ଓ ସେମାନେ ଧୀର ଆବାଜରେ କଥା କହିଥାନ୍ତି । ସେମାନେ ସବୁ ପରିସ୍ଥିତିରେ ନିଜକୁ ବହୁତ ଭଲ ଭାବେ ସମ୍ଭାଳି ଥାନ୍ତି ।

 

ତାଙ୍କର ସବୁ କାମ ବହୁତ ଶୀଘ୍ର ସଫଳତାର ସହ ସମ୍ପର୍ଣ୍ଣ ହୋଇଥାଏ । ଯେଉଁ ମହିଳାମାନେ ପାଦରେ ଚାଲିଲା ବେଳେ ଆବାଜ କରି ଚାଲିଥାନ୍ତି । ଏହା ଶୁଭ ଲକ୍ଷଣ ହୋଇନଥାଏ । ସେଥିପାଇଁ ମହିଳାମାନେ ପାଦରେ ପାଉଞ୍ଜି ପିନ୍ଧିବା ନିହାତି ଉଚିତ । ପାଉଁଜି ପିନ୍ଧିବା ଦ୍ଵାରା ପାଉଁଜିର ମଧୁର ଧ୍ବୋନୀରେ ଘରେ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button