ଜୀବନଶୈଳୀ

ଏଭଳି ରୁଟି କେବେବି ଖାଆନ୍ତୁ ନାହିଁ, ନଚେତ ଆପଣଙ୍କ ପରିବାର ବଡ଼ ସଙ୍କଟରେ ପଡ଼ିଯାଇପାରେ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଯେତେ ଯାହା ହେଲେ ବି କେବେବି ଏଭଳି ରୁଟି ଖାଇବା ଉଚିତ ନୁହେଁ। ନଚେତ ଆପଣଙ୍କୁ ଅତ୍ୟନ୍ତ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। କୁହାଯାଏ କି ଘରେ ପ୍ରସ୍ତୁତ ହେଉ ଥିବା ରୁଟି ବାହାର ଅପେକ୍ଷା ଅତ୍ୟନ୍ତ ପୁଷ୍ଟିକର ଓ ସୁଷ ହୋଇଥାଏ। ଆଜିକାଲି ଅଧିକାଂଶ ଲୋକେ ଘରର ଖାଦ୍ୟ ବଦଳରେ ବାହାର ଖାଦ୍ୟକୁ ଅଧିକ ପସନ୍ଦ କରୁଛନ୍ତି।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କେଉଁ ପ୍ରକାରର ରୁଟି ସେବନ କରିବା ଉଚିତ ନୁହେଁ। ରୁଟି ଖାଇବା ସମୟରେ କେବେବି ତିନୋଟି ଖାଇବା ଉଚିତ ନୁହେଁ। କାରଣ ଆଗୁଗ୍ମ ସଂଖ୍ୟା ଅଶୁଭ ପରିଣାମ ପ୍ରଦାନ କରିଥାଏ। ଧାର୍ମିକ କାର୍ଯ୍ୟ ଅନୁଷ୍ଠାନରେ ତିନୋଟି ଜିନିଷ ବ୍ୟବହାର ହୋଇ ନଥାଏ। ମାନା ଯାଇଥାଏ କି, ତିନୋଟି ରୁଟି ମୃତକଙ୍କ ତେର ଦିନ ଅର୍ପଣ କରାଯାଇଥାଏ। ତିନୋଟି ରୁଟି ଖାଇବା ଦ୍ଵାରା ବ୍ୟକ୍ତିର ମନରେ ନକାରାତ୍ମକ ଭାବନା ଓ ଶତ୍ରୁତା ଭାବନା ଜାଗ୍ରତ ହୋଇଥାଏ।

କେବେବି ବସି ରୁଟି ଖାଇବା ଉଚିତ ନୁହେଁ। ବାସି ରୁଟି ସେବନ କରିବା ଦ୍ୱାରା ଅନେକ ରୋଗ ସୃଷ୍ଟି ହୋଇଥାଏ। ପରିବାର ଲୋକଙ୍କୁ ସତେଜ ଖାଦ୍ୟ ପରଷିବା ଆବଶ୍ୟକ। ଏହାସହିତ ତିନୋଟି ରୁଟି ପରଷିବା ମଧ୍ୟ ଉଚିତ ନୁହେଁ। କହିବାକୁ ଗଲେ ଆପଣ ରୁଟି ପ୍ରସ୍ତୁତ କରିବା ପରେ ପ୍ରଥମ ରୁଟି ଗାଈକୁ ଓ ଶେଷ ରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button