ବିଚାର

ରାତିରେ ଶୋଇବା ପୂର୍ବରୁ ନିଜ ନାଭିରେ ଲଗାନ୍ତୁ ଏହି ଜିନିଷକୁ, ପ୍ରେମ, ଟଙ୍କା, ଚାକିରି, ସମ୍ମାନ ସବୁ କିଛି ମିଳିବ

ଆଜି ଆମେ ଆପଣଙ୍କୁ ନାଭି ସମ୍ବନ୍ଧିତ କିଛି ଉପାୟ କହିବାକୁ ଯାଉଛୁ । କହିବାକୁ ଗଲେ ନାଭିକୁ ସବୁବେଳେ ଓଦା ରଖିବା ଉଚିତ କାରଣ ନାଭି ଶୁଖିଗଲେ ଆପଣଙ୍କ ପ୍ରାଣ ବି ଶୁଖିଯିବ । ନାଭିର ଆମ ଜୀବନ ସହ ବହୁତ ଗଭୀର ସମ୍ପର୍କ ଅଛି । ସେଥିପାଇଁ ନାଭିର କିଛି ବିଶେଷ ଧ୍ୟାନ ରଖିବା ଉଚିତ । ଏମିତି କିଛି ଜିନିଷ ଅଛି ଯାହାକୁ ଯଦି ଆମେ ନାଭିରେ ଲଗାଇବା କିମ୍ବା ନାଭିରେ ସେହି ଜିନିଷକୁ ପ୍ରୟୋଗ କରିବା ତେବେ ଆମକୁ ବହୁତ ଭଲ ରେଜଲ୍ଟ ମିଳିବ । କେମିତି ନାଭି ଆପଣଙ୍କ ଜୀବନର କଷ୍ଟକୁ ଦୂର କରିବ ତାହା ଆମର ଏହି ଆର୍ଟିକିଲ ମାଧ୍ୟମରେ ଜାଣନ୍ତୁ ।

ଯେଉଁ ଲୋକମାନଙ୍କୁ ପ୍ରେମ ସମ୍ବନ୍ଧିତ କିଛି ସମସ୍ୟା ଅଛି କିମ୍ବା ଆପଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଭାଙ୍ଗି ଯାଇଛି ତେବେ ଏହି ପରିସ୍ଥିତିରେ ଆପଣ ନିଜ ନାଭିରେ ଚନ୍ଦନ ପେଡି ଉପରେ ଚନ୍ଦନ କାଠ ଘସିବା ପରେ ଯେଉଁ ଚନ୍ଦନ ବାହାରିବ ତାକୁ ଆପଣ ରାତିରେ ଶୋଇବା ସମୟରେ ନିଜ ନାଭିରେ ଲଗାଇ ଦିଅନ୍ତୁ ।

ଏହାକୁ କରିବା ଦ୍ଵାରା ଆପଣଙ୍କ ଆଡକୁ ଲୋକମାନେ ଆକର୍ଷିତ ହେବେ ଓ ଆପଣଙ୍କ ପ୍ରେମ ସମ୍ବନ୍ଧରେ ବି ମଧୁରତା ଆସିବ । କିନ୍ତୁ କେବେ ବି ବଜାରରେ ମିଳୁଥିବା ଚନ୍ଦନ ପାଉଡରକୁ ବ୍ୟବହାର କରିବେ ନାହିଁ ।

ଯେଉଁ ଲୋକମାନଙ୍କ ବିବାହ ହେଉ ନାହିଁ, ଯେଉଁ ଲୋକମାନଙ୍କୁ ଅଧିକ ଶିକ୍ଷା ଲାଭ କରିବାର ଅଛି, କିମ୍ବା ଯେଉଁମାନେ ଫେଲ ହେଉଛନ୍ତି, ଯେଉଁମାନେ ଭଲ ଚାକିରି ଖୋଜୁଛନ୍ତି ତେବେ ଏହି ପରିସ୍ଥିତିରେ ଆପଣ ହଳଦୀକୁ ଏକ ପଥର ଉପରେ ଘସିବା ପରେ ଯେଉଁ ହଳଦୀ ଗୁଣ୍ଡ ବାହାରିବ ସେଥିରେ କିଛି ପାଣି ମିଶାଇ ନିଜ ନାଭିରେ ରାତିରେ ଶୋଇବା ସମୟରେ ଲଗାଇ ଦିଅନ୍ତୁ । ଏହାକୁ ସବୁଦିନ ଲଗାଇବା ଦ୍ଵାରା ଆପଣଙ୍କର ଉପରୋକ୍ତ ସବୁ ସମସ୍ୟାର ସମାଧାନ ହୋଇଯିବ ।

ଯଦି ଆପଣ ଚାକିରିରେ ଉନ୍ନତି ଚାହୁଞ୍ଚନ୍ତି, ମାନ ସମ୍ମାନ ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଲାଲ ଚନ୍ଦନର କାଠକୁ ପଥରରେ ଘସିବା ପରେ ଯେଉଁ ଚନ୍ଦନ ବାହାରିବ ତାକୁ ନିଜ ନାଭିରେ ଲଗାଇ ପାରିବେ । ଆପଣ କେସରକୁ ବି ଅଳ୍ପ ପାଣିରେ ମିଶାଇ ନିଜ ନାଭିରେ ଲଗାଇ ପାରିବେ । ଏହି ସବୁକୁ ଆପଣ ରାତିରେ ଶୋଇବା ପୂର୍ବରୁ ନାଭିରେ ଧୀରେ ଧୀରେ ଲଗାନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button