ବିଚାର

ଯେଉଁ ମହିଳାଙ୍କର ଅଛି ଏହି ୫ଟି ଅଭ୍ୟାସ ହୋଇ ଥାଏ, ସେ ଘରକୁ କରି ଦିଅନ୍ତି ବର୍ବାଦ

ମହିଳାଙ୍କୁ ଘର ଲକ୍ଷ୍ମୀ କୁହାଯାଏ, ଯେତେବେଳ କୌଣସି ପୁଅ ବିବାହ କରି ଝିଅକୁ ନିଜ ଘରୁକୁ ଆଣି ଥାଆନ୍ତି ସେତେବେଳେ ଝିଅ ନିଜ ଅଭ୍ୟାସ ଅନୁଯାଇ ଘରକୁ ସ୍ଵର୍ଗ ବନେଇ ଥାନ୍ତି ଏବଂ ନର୍କ ମଧ୍ୟ କରିବାରେ ସମର୍ଥ ହୋଇଥାନ୍ତି । ଏହା ପୂର୍ଣ ରୂପରେ ଝିଅର ଅଭ୍ୟାସ ଉପରେ ନିର୍ଭର ହୋଇ ଥାଏ, ଆପଣ ଜାଣିଛନ୍ତି ଯେ ଲୋକ ବହୁତ ଦେଖି ଚିନ୍ତା କରି ବିବାହ କରି ଥାଆନ୍ତି କିନ୍ତୁ ବହୁତ ଲୋକ ଝିଅ ଗୁଣ ଜାଣି ନଥାନ୍ତି କିନ୍ତୁ ଝିଅ ନିଜ ଗୁଣ ଦ୍ଵାରା ଘରକୁ ସ୍ଵର୍ଗ କରି ଥାଏ ।

କିନ୍ତୁ କେତେକ ଲୋକ ଝିଅ ଠାରୁ ପରିଚିତ ଥାଆନ୍ତି ତଥାପି ବିବାହ ପରେ ଝିଅଟି ଘରକୁ ଆସି ଏହାକୁ ନର୍କ ବନେଇ ଦିଏ ନିଜ ଅଭ୍ୟାସ ଗୁଣ କାରଣରୁ ।

ମହିଳାଙ୍କ ଏହି ୫ଟି ଅଭ୍ୟାସ ଘର ବର୍ବାଦ କରି ଥାଏ :

– ଅଳସୁଆ :

ଯେଉଁ ମହିଳା କାମ କରିବା ପାଇଁ ଚାହାନ୍ତି ନାହିଁ ଏବଂ ସବୁବେଳେ କାମ ଠାରୁ ଦୂରେଇ ରୁହନ୍ତି । ସେହି ଘରେ ଧୀରେ ଧୀରେ ଅଶାନ୍ତି ଏବଂ ଝଗଡା ଆରମ୍ଭ ହୋଇ ଥାଏ । ମହିଳା କାମ ନକରିବାରୁ ସବୁ କାମ ଶାଶୁ ଏବଂ ସ୍ଵାମିକୁ କରିବାକୁ ପଡି ଥାଏ ଯାହା ପାଇଁ ଝଗଡା ଆରମ୍ଭ ହୋଇ ଥାଏ ।

– ଘରଦ୍ଵାର ଅସନା ରଖିବା :

ବହୁତ ମହିଳା ଗୁଡିକ ନିଜ ଦେହ ଏବଂ ମୁହଁ ମେକଅପ ଏତେ ମହତ୍ଵ ଦେଇ ଥାନ୍ତି ଯାହା ପାଇଁ ଘର କାମ ପାଇଁ ତାଙ୍କ ପାଖରେ ସମୟ ନଥାଏ । ଅସନା ପାଇଁ ଘରେ ନକାରାତ୍ମକ ଊର୍ଜା ବଢି ଥାଏ ଯାହା ପାଇଁ ଅଶାନ୍ତି ସୃଷ୍ଟି ହୋଇ ଥାଏ ।

– ବଡ ଲୋକଙ୍କ ସମ୍ମାନ ନକରିବା :

ଯେଉଁ ମହିଳା ନିଜ ଠାରୁ ବଡ ଲୋକଙ୍କୁ ସମ୍ମାନ ଦିଅନ୍ତି ନାହିଁ ଏବଂ ବଡ ଲୋକଙ୍କ ସହ ତୁ ତା କରି କଥା ହୁଅନ୍ତି ଏବଂ ଝଗଡା କରନ୍ତି ସେ ଘରେ ସୁଖ ଶାନ୍ତି ବାସ କରନ୍ତି ନାହିଁ ଏବଂ ସେହି ଘରେ ମାଁ ଲକ୍ଷ୍ମୀ ମଧ୍ୟ ପାଦ ରଖନ୍ତି ନାହିଁ ।

 

– ଚୁଗଲି କରିବା :

କିଛି ମହିଳାଙ୍କ ଅଭ୍ଯାସ ଥାଏ ନିଜ ଘର ଲୋକଙ୍କ ବିଷୟରେ ବାହାର ଲୋକଙ୍କୁ କହିବା, ଘର ସବୁ କଥା ଆଖ ପାଖ ଲୋକଙ୍କୁ ଜଣେଇବା । ଏମିତି ଗୁଣ ଥିବା ମହିଳାଙ୍କୁ କେହି ପସନ୍ଦ କରନ୍ତି ନାହିଁ ।

– ପୂଜା ପାଠ ନକରିବା :

ଯେଉଁ ଘର ମହିଳା ପୂଜା ପାଠ କରନ୍ତି ନାହିଁ ସେହି ଘରେ ନକାରାତ୍ମକ ଊର୍ଜା ଆସି ଥାଏ ଯାହା ଦ୍ଵାରା ଘର ସୁଖ ଶାନ୍ତି ସଋ ଯାଇ ଥାଏ ଏବଂ ଘର ଲୋକ ବହୁତ କଷ୍ଟ ପାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button