ବିଚାର

କାହାର ନାମ ଭାବି ଯେ କୌଣସି 1 ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ନମସ୍କାର ବନ୍ଧୁଗଣ ତେବେ ଦୁନିଆରେ ଭଗବାନ ସମସ୍ତଙ୍କୁ ଅଲଗା ଅଲଗା ଚରିତ୍ର ଦେଇଥାନ୍ତି ତେବେ କେଉଁ ମଣିଷ କେବେ କଣ ଚିନ୍ତା କରିଥାଏ ତାହା ସେହି ମଣିଷ ଉପରେ ନିର୍ଭର କରିଥାଏ କିନ୍ତୁ ଶାସ୍ତ୍ର ଅନୁଯାଇ ମଣିଷକୁ କେବେ କୌଣସି ଯିବ ବା ମଣିଷ ବିଷୟରେ ଭୁଲ ଚିନ୍ତାଧାରା କରିବା ଉଚିତ ନୁହ ଏହା ଦ୍ଵାରା ଆପଣଙ୍କ ଅଣିଷ୍ଠ ହୋଇଥାଏ ।

ଦୁନିଆରେ ସମସ୍ତଙ୍କ ଭିତରେ ସକାରାତ୍ମକ ଓ ନକାରାତ୍ମକ ଭାବ ରହିଥାଏ, ତେବେ ସେହି ଲୋକ ନିଜକୁ ଦୁନିଆ ଆଗରେ କିଭଳି ରଖିବ ଏହା ତା ଉପରେ ନିର୍ଭର କରିଥାଏ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଆପଣଙ୍କ ବିଷୟରେ ତାଙ୍କ ମନରେ କଣ ଅଛି ଆଉ କାହିଁକି ତାଙ୍କ ମନରେ ଏହି ଭାବ ଅଛି ।

୧- ପ୍ରଥମ ନମ୍ବର କାର୍ଡ ଚୟନ କରିଛନ୍ତି ତେବେ ଆପଣ ଯଦି ନିଜ ସାଥୀ ଙ୍କ ପାଇଁ ଚୟନ କରିଛନ୍ତି ତେବେ ବହୁତ ପଜେଟିଭ ଏନର୍ଜି ରହିଛି । ଆପଣଙ୍କ ଲଭର କେବେ ବି ଆପଣଙ୍କ ହାତ ଛାଡିବେ ନାହି । ସେ ଆପଣଙ୍କର ସବୁ ଦୁଖ ନେଇ ସବୁ ଖୁସି ଆପଣଙ୍କ ପାଦ ତଳେ ଓଜାଡି ଦେବାକୁ ଚାହୁଁଛନ୍ତି । ଆପଣଙ୍କ ପାଇଁ ତାଙ୍କ ମନରେ ପଜେଟିଭ ଚିନ୍ତାଧାରା ରହିଛି । ଯଦି ବନ୍ଧୁ ପାଇଁ ଚୟନ କରିଛନ୍ତି ତେବେ ସେ ମଧ୍ୟ ଆପଣଙ୍କର ସାଥ ଜୀବନ ସାରା ଦେବେ । ସଚ୍ଚା ବନ୍ଧୁ ବା ଲାଭ ହୋଇ ପାରନ୍ତି ।

୨- ଆପଣ ଦ୍ଵିତୀୟ ନମ୍ବର ଯାହା ନାଁ ଭାବି ଚୁଜ କରିଛନ୍ତି ତେବେ ସେ ଆପଣଙ୍କୁ ଏବେ ବୁଝିପାରି ନାହାନ୍ତି । ସେ କନଫିୟୁଜ ହେଉଛନ୍ତି ଆପଣଙ୍କୁ ନେଇ । କେବେ ସେ ଆପଣଙ୍କୁ ଭଲ ଭାବୁଛନ୍ତି ତ ଆଉ କେବେ ଆପଣଙ୍କୁ ଭୁଲ ଭାବୁଛନ୍ତି । ସେ ଆପଣଙ୍କୁ ତାଙ୍କ ଠାରୁ କେବେ ମହାନ ଭାବୁଛନ୍ତି ତ ଆଉ କେବେ ଆପଣଙ୍କୁ ନିଜ ଠାରୁ ନିଚ୍ଚା ଥିବାର ମନେ କରୁଛନ୍ତି । ତାଙ୍କର ଅନୁଭୂତି ଏମିତି କିଛି ରହିଛି କି ସେ ଆପଣଙ୍କୁ ଠିକ ଭାବେ ବୁଝିପାରୁ ନାହାନ୍ତି । ସେ ଯେବେ ଆପଣଙ୍କୁ ସହ ମିଶି ଯାଉଛନ୍ତି ଆପଣଙ୍କୁ ଭଲ ଭାବୁଛନ୍ତି । ଯେବେ ଦୂରେଇ ଯାଉଛନ୍ତି ସେ ଭାବୁଛନ୍ତି ଆପଣ ଠିକ ମଣିଷ ନୁହନ୍ତି ।

୩- ଆପଣ ଯାହାର ବି ନାଁ ଭାବି ଏହି ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ଭାବୁଛନ୍ତି ଆପଣ ବହୁତ ମେହନତ କରୁଛନ୍ତି । ବହୁତ କାମ କରୁଛନ୍ତି ଆଉ ଚିନ୍ତା ରେ ମଧ୍ୟ ରହୁଛନ୍ତି । ଜୀବନରେ ଆପଣ ବହୁତ ଦୁଖ ଦେଖିଛନ୍ତି ଆପଣଙ୍କୁ ଜୀବରେ କେବେ ଖୁସି ମିଳି ନାହି ବୋଲି ସେ ଆପଣଙ୍କ ବିଷୟରେ ଭାବୁଛନ୍ତି ।

ଆପଣ ଜୀବନକୁ ସର୍ବଦା ବୋଝ ଭାବେ ନେଇଥାନ୍ତି ବୋଲି ସେ ଭାବୁଛନ୍ତି । ସେ ଆପଣଙ୍କୁ ବୁଝାଇବାକୁ ଚାହୁଁଛନ୍ତି ଆପଣ ଜୀବନକୁ ଯେତେ ବୋଝ ଭାବୁଛନ୍ତି ଏତେ ବି ବୋଝ ନୁହେଁ । ଆପଣଙ୍କୁ ସବୁବେଳେ ବାଲାନ୍ସ ରଖିବାର ଜରୁରତ ରହିଛି । ଘର ପରିବାରରେ ଆପଣଙ୍କ ବିବାଦ ଲାଗି ରହିଥାଏ । ଏହି ସବୁ ସମସ୍ଯା ଭିତରେ ଆପଣ ନିଜର ଧ୍ୟାନ ରଖିପାରୁ ନାହାନ୍ତି ବୋଲି ସେ ଭାବୁଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button