ଦେଶ ବିଦେଶ
-
କଠିନ ପରିଶ୍ରମ ପରେ ମଧ୍ୟ ପାଖରେ ରହୁନାହିଁ ଗୋଟିଏ ବି ଟଙ୍କା, ଏହି ସମସ୍ୟାର ସମାଧାନ ପାନ ପତ୍ର
କଠିନ ପରିଶ୍ରମ ପରେ ମଧ୍ୟ ଯଦି ଆପଣଙ୍କର ପରିଶ୍ରମର ଫଳପ୍ରାପ୍ତି ହେଉନାହିଁ। ତେବେ ଏମିତିରେ ଆପଣ ବହୁତ ଦୁଃଖି ରହିଥାନ୍ତି। ଟଙ୍କାକୁ ନେଇ ଜଡିତ ଥିବା ସମସ୍ୟାର…
Read More » -
ଆପଣ ବିଭିନ୍ନ ପ୍ରକାରର ବିରିୟାନୀ ଖାଇଥିବେ କିନ୍ତୁ କେବେ ରୋହୀ ମାଛ ବିରିୟାନୀ ବିଷୟରେ ଶୁଣିଛନ୍ତି। ସବୁ ପ୍ରକାର ବିରିୟାନୀର ଟେଷ୍ଟ ମଧ୍ୟ ଅଲଗା ଅଲଗା ହୋଇଥାଏ। ସେହିପରି ରୋହୀ ମାଛ ବିରିୟାନୀ ଖୁବ ସ୍ବାଦିଷ୍ଟ ଏବଂ ଏହାର ପ୍ରସ୍ତୁତି ମଧ୍ୟ ଖୁବ ସରଳ। ତେବେ ଆଉ ଡେରି କାହିଁକି ଆଜି ହିଁ ଘରେ ପ୍ରସ୍ତୁତ କରି ନିଅନ୍ତୁ ଏହି ବିରିୟାନୀର ମଜା। ଆବଶ୍ୟକ ସାମଗ୍ରୀ : ରୋହୀ ମାଛ, ବାସୁମତି ଚାଉଳ, ତେଲ, ଅଳେଇଚ, ଲବଙ୍ଗ, ଅନାସୀ ଫୁଲ, ଗୋଲମରିଚ, ତେଜପତ୍ର, ଭଜା ପିଆଜ, ଚାଉଳ ଚୂନା, ଟମାଟୋ, ଲୁଣ, ହଳଦୀ, ଅଦା, ପିଆଜ ରସୁଣ ପେଷ୍ଟ, ପୁଦିନା ପତ୍ର, ଡାଲ୍ଚିନି, ଗୁଜୁରାତି ଏବଂ ଜିରା। fish biriyani ପ୍ରସ୍ତୁତି ପ୍ରଣାଳୀ : -ଆପଣ ରୋଷେଇ ଆରମ୍ଭ କରିବା ପୂର୍ବରୁ ଚାଉଳକୁ ଜଳରେ ଭିଜାଇ ତାକୁ ଏକ ପାତ୍ରକୁ ଛାଣି ରଖିବେ ଏବଂ ମାଛରେ ଲୁଣ ହଳଦୀ ଗୋଳାଇ ରଖିବେ। – ପ୍ରଥମେ ଗ୍ୟାସ୍ରେ କଡ଼େଇ ବସାଇ ସେଥିରେ ଅଳ୍ପ ପାଣି ଦିଅନ୍ତୁ। ପାଣି ଫୁଟି ଆସିଲେ ସେଥିରେ ଅଳ୍ପ ଲୁଣ ପକାଇ ପୂର୍ବରୁ ଲୁଣ ହଳଦୀ ଗୋଳା ହୋଇଥିବା ମାଛଗୁଡ଼ିକୁ ପକାନ୍ତୁ। ଏପରି କରିବା ଦ୍ବାର ସହଜରେ ମାଛରୁ କଣ୍ଟା ବାହାରି ଯିବ। ଏବଂ ଖାଇଲା ବେଳକୁ ତାହା ତଣ୍ଟିରେ ମଧ୍ୟ ଲାଗିବ ନାହିଁ। -ମାଛ ଥଣ୍ଡା ହେଲେ ସେଥିରୁ କଣ୍ଟାଗୁଡ଼ିକୁ ବାହାର କରିଦିଅନ୍ତୁ। ତା ପରେ ଏଥିରେ ଚାଉଳ ଚୂନା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ କଡେଇରେ ତେଲ ପକାଇ କରି ଚୂନା ଗୋଳା ହୋଇଥିବା ମାଛ ଗୁଡ଼ିକୁ ଛୋଟ ଛୋଟ ବଲ୍ ଭଳି କରି ଛାଣନ୍ତୁ। Fish-Biryani -ଏବେ ଆଉ ଏକ କଡେଇ ବସାଇ ସେଥିରେ ତେଲ ଗରମ କରନ୍ତୁ। ଏଥିରେ ଜିରା, ତେଜପତ୍ର, ଡାଲ୍ଚିନି, ଗୁଜୁରାତି, ଅଳେଇଚ, ଅନାସୀ ଫୁଲ, ଲବଙ୍ଗ ଏବଂ ଗୋଲମରିଚ ଇତ୍ୟାଦି ପକାନ୍ତୁ। ତା ପରେ ସେଥିରେ ଟମାଟୋ ପକାଇ ଅଳ୍ପ ଭାଜି ହେଲା ପରେ ଅଦା, ରସୁଣ, ଏବଂ ପିଆଜ ପେଷ୍ଟ ପକାଇ ଭଲରେ କଷନ୍ତୁ। -ମସଲା ଭଲରେ କଷି ହେଲା ପରେ ସେଥିରେ ପୂର୍ବରୁ ଭିଜା ହୋଇଥିବା ଚାଉଳ ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ଘାଣ୍ଟନ୍ତୁ। ଏହା ପରେ ସେଥିରେ ଆବଶ୍ୟକ ଅନୁସାରେ ପାଣି ଏବଂ ପୁଦିନା ପତ୍ର ପକାଇ ସିଝିବାକୁ ଘୋଡ଼ାଇ ଦିଅନ୍ତୁ। fish 1 -ବିରିୟାନୀରୁ ପାଣି ସୁଖି ଆସିଲେ ଦେଖିବେ ଭାତ ସିଝି ଯାଇଥିବ। ତା ପରେ ଏହା ଉପରେ ଜିରା, ଧନିଆ ଗୁଣ୍ଡ, ପୂର୍ବରୁ ଭଜା ହୋଇଥିବା ପିଆଜ ଏବଂ ଛଣା ହୋଇଥିବା ମାଛ ବଲ୍ ଗୁଡ଼ିକୁ ପକାନ୍ତୁ। ତା’ପରେ ବିରିୟାନୀକୁ ଆଉ କିଛି ସମୟ ପାଇଁ ଘୋଡ଼ାଇ ଦିଅନ୍ତୁ। ଏହାପରେ ଘରଲୋକଙ୍କ ପାଇଁ ପରଷି ସମସ୍ତଙ୍କୁ ଖୁଆନ୍ତୁ।
ସୁନ୍ଦର ଦେଖାଯିବାକୁ କେଉଁ ଝିଅ ନଚାହେଁ । ପ୍ରାୟ ସବୁ ଝିଅ ନିଜର କୌଣସି ସାଙ୍ଗର ଲିପଷ୍ଟିକ୍ କିମ୍ବା ମେକଅପ୍ ଦେଖି ଥରେ ତ ନିଶ୍ଚୟ ଭାବିଥିବେ…
Read More » -
ଆପଣ ଚାଲି ବୁଲି ଖାଉଛନ୍ତି କି ଖାଦ୍ୟ? ତେବେ ହୋଇଯାଆନ୍ତୁ ସାବଧାନ୍, ଶରୀର ପାଇଁ ହୋଇପାରେ କ୍ଷତିକାରକ
ଆମେ ଜୀବନରେ ଏତେ ବ୍ୟସ୍ତ ରହୁଛନ୍ତି କି ଖାଦ୍ୟ ଖାଇବାକୁ ମଧ୍ୟ ସମୟ ମିଳୁନି । ସବୁ କାମ ଶିଘ୍ର ଏବଂ ଧାଁ ଦୌଡ ମଧ୍ୟରେ କରିବା…
Read More » -
ନାସପାତିର ଏହି ଫାଇଦା ଜାଣିଲେ ଆଜିଠାରୁ ହିଁ ଆରମ୍ଭ କରିବେ ଖାଇବା
ଗରମ ଦିନେ ନାସପାତି ଶରୀର ପାଇଁ ଲାଭକାରୀ ହେବା ସହ ସ୍ବାଦିଷ୍ଟ ହୋଇଥାଏ। ଏଥିରେ ଥିବା ଭିଟାମିନ, ମିନେରାଲସ ଏବଂ ଅନ୍ୟ ପୋଷକ ତତ୍ତ୍ବ ଶରୀରରେ ରକ୍ତର…
Read More » -
ଅସଲି ଛତୁକୁ କିପରି କରିବେ ଚିହ୍ନଟ ?
ଛତୁକୁ ଶାକାହାରୀର ‘ଚିକେନ’ କହିବା ଭୁଲ ହେବ ନାହିଁ। ଏହାର ସ୍ବାଦ ଏକଦମ୍ ଭିନ୍ନ ଅଟେ। ଅବଶ୍ୟ ଛତୁକୁ ସାଲାଡ୍, ଆଚାର ଏବଂ ଆହୁରି ଅନେକ ଉପାୟରେ…
Read More » -
ଆପଣ ଅସଲି ଭାବି କିଣୁଥିବା କେସର ହୋଇପାରେ ନକଲି, ଏମିତି କରନ୍ତୁ ଚିହ୍ନଟ
କଶ୍ମୀରର ସୁନ୍ଦରତାକୁ ବଢ଼ାଇଥାଏ କେସର। ଏହା ଏକ ଦାମୀ ମସଲା ଅଟେ। ଏହାର ବ୍ୟବହାର ବିୟୁଟି ପ୍ରଡକ୍ଟସରେ ସୁନ୍ଦରତା ବଢ଼ାଇବା ପାଇଁ ଏବଂ କିଚେନରେ ଖାଦ୍ୟର ସ୍ବାଦ…
Read More » -
ତ୍ବଚାର ଗୋରାପଣ ପାଇଁ ଲାଭକାରୀ ବେକିଙ୍ଗ ସୋଡା, ଜାଣନ୍ତୁ କିପରି କରିବେ ବ୍ୟବହାର
ଅଧିକାଂଶ ମହିଳାମାନେ ତ୍ବଚାର ସୁନ୍ଦରତା ବଢାଇବା ପାଇଁ ଅନେକ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ଏହାର ପ୍ରଭାବ କିଛି ସମୟ ପର୍ଯ୍ୟନ୍ତ ତ୍ବଚାରେ ଦେଖାଯାଇଥିଲେ ମଧ୍ୟ ଏହା…
Read More » -
ରମଜାନରେ ପ୍ରସ୍ତୁତ କରନ୍ତୁ ଖାସ ଅଣ୍ଡା କିମା କରୀ
ରମଜାନ ମାସ ଆରମ୍ଭ ହୋଇସାରିଛି। ରମଜାନରେ ଇଫତାର ଭୋଜନକୁ ନେଇ ବହୁତ ମାନ୍ୟତା ରହିଛି। ଏଥିରେ ରମଜାନର କିଛି ଖାସ ବ୍ୟଞ୍ଜନ ରହିଥାଏ। ସଂଧ୍ୟାରେ ବହୁତ ପ୍ରକାରର…
Read More » -
କରମଙ୍ଗା ଗଛ ଛାଲର ଅନେକ ଫାଇଦା, ହୃଦରୋଗରୁ ବଞ୍ଚାଇବା ସହ ଯୋଡିବ ଭାଙ୍ଗିଥିବା ହାଡ
ଭାରତର ଜଙ୍ଗଲରେ ଏପରି ଅନେକ ଗଛ ରହିଛି ଯାହା ଔଷଧିୟ ଗୁଣରେ ଭରପୁର ରହିଥାଏ। ଏଥିମଧ୍ୟରୁ ଗୋଟିଏ ଗଛ ହେଉଛି କରମଙ୍ଗା । କରମଙ୍ଗା ଗଛର ଛାଲ…
Read More » -
ଶକ୍ତି ବଢାଇବା ସହ ଶାରୀରିକ ଥକ୍କାପଣ ଦୂର କରିଥାଏ ଡାଳିମ୍ବ, ଜାଣନ୍ତୁ ଏହାକୁ ଖାଇବାର ଫାଇଦା
ଆପଣ ଯଦି ନିୟମିତ ଡାଳିମ୍ବ ଖାଉଛନ୍ତି ତେବେ ଆପଣ ଶରୀରକୁ ଅନେକ ରୋଗ ଦାଉରୁ ରକ୍ଷା କରିବାରେ ସମର୍ଥ ହେଉଛନ୍ତି ବୋଲି ଭାବି ନେବାକୁ ପଡିବ ।…
Read More »