ସ୍ୱାସ୍ଥ୍ୟ
-
ଶ୍ୱାସରୋଗୀଙ୍କ ପାଇଁ ଏତେ ଉପକାରୀ ହୋଇଥାଏ ଟମାଟୋ
ଶ୍ୱାସରୋଗୀଙ୍କ ପାଇଁ ଏପରି କିଛି ଖାଦ୍ୟ ନାହିଁ ଯାହା ନିଃଶ୍ୱାସପ୍ରଶ୍ୱାସକୁ ଠିକ୍ କରିପାରିବ। କିନ୍ତୁ କିଛି ଫଳ ଓ ପରିବା ରହିଛି ଯାହା ଶ୍ୱାସରୋଗୀଙ୍କ ଲାଗି ବିଶେଷ…
Read More » -
ଶୋଇବା ପୂର୍ବରୁ ପିଅନ୍ତୁ ଏହି ଜୁସ୍, ମୋଟାପଣ ହୋଇଯିବ ଛୁମନ୍ତର
ମୋଟାପଣ ହ୍ରାସ କରିବା ପାଇଁ ଆପଣ ଅନେକ ଉପାୟ ଆପଣାଇ ଥାଆନ୍ତି। ଡାଇଟିଙ୍ଗ୍ରୁ ଆରମ୍ଭ କରି ବ୍ୟାୟାମ ପଯ୍ୟର୍ନ୍ତ ଏବଂ କିଛି ଘରୋଇ ଉପାୟ ଆପଣାଇ ମଧ୍ୟ…
Read More » -
ଇନ୍ସୁଲିନ ମାତ୍ରାକୁ ବଢାଇବା ସହ ବ୍ଲଡ ସୁଗାରକୁ ନିୟନ୍ତ୍ରିତ କରେ ଗୁଆଁର, ଶରୀରକୁ ଦେଇଥାଏ ଅନେକ ଫାଇଦା
ଗୁଆଁର ଖାଇବା ପାଇଁ ପ୍ରାୟତଃ କେହି ପସନ୍ଦ କରନ୍ତି ନାହିଁ। କିନ୍ତୁ ଆପଣ ନାପସନ୍ଦ କରୁଥିବା ଏହି ପରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍ ଫାଇଦାଯୋଗ୍ୟ। ଏଥିରେ…
Read More » -
ଆପଣଙ୍କ ମୁଣ୍ଡରେ ଏକ୍ଜିମା ହୋଇଛି କି ? ଆପଣାନ୍ତୁ ଏହିସବୁ ଘରୋଇ ଉପାୟ
ଏକ୍ଜିମା ଏକ ପ୍ରକାର ଚର୍ମ ରୋଗ। ଏହା ଶରୀରର କୌଣସି ଜାଗାରେ ମଧ୍ୟ ହୋଇପାରେ। ଏହା ସଂକ୍ରମଣ ହେଲେ ତ୍ୱଚା ରୁକ୍ଷ ଏବଂ ଶୁଷ୍କ ହୋଇଯାଏ ଏବଂ…
Read More » -
ନିଜ ରେଗୁଲାର ଡାଏଟରେ ‘ମକା ଖଇ’କୁ ସାମିଲ କରନ୍ତୁ, ଏହି ରୋଗ ଗୁଡିକ ଠାରୁ ରକ୍ଷା ପାଆନ୍ତୁ
ମକା ତ ଦେହ ପାଇଁ ଭଲ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ମକାରୁ ପ୍ରସ୍ତୁତ ମକାଖଇ ବି ଦେହ ପାଇଁ ଭଲ ବୋଲି ହୁଏତ ଖୁବ…
Read More » -
ଆପଣଙ୍କ ଶରୀରରେ ହର୍ମୋନ ସମସ୍ୟା ଦେଖାଦେଉଛିକି, ତେବେ ଏହି ଦିଗ ଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ
ସାଧାରଣତଃ ହର୍ମୋନ ଆମ ଶରୀରର ବିଭିନ୍ନ କାର୍ଯ୍ୟ ମାନଙ୍କର ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇଥାଏ । ଶରୀରର ଏଣ୍ଡୋକ୍ରାଇନ ଗ୍ରନ୍ଥିର ହିଁ ଏହି ହର୍ମୋନରେ ତିଆରି…
Read More » -
କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ପିଅନ୍ତୁ ଏହି ଦୁଇଟି ଫଳରସ
କୋଷ୍ଠକାଠିନ୍ୟ ସମସ୍ୟା ଶରୀରକୁ ବହୁତ କ୍ଷତି ପହଞ୍ଚାଇଥାଏ। ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଥାଆନ୍ତି, ତା’ହେଲେ ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ…
Read More » -
ଗୁପ୍ତାଙ୍ଗ ଦୁର୍ଗନ୍ଧ ଦୂର କରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହିସବୁ ଉପାୟ
ମହିଳାମାନଙ୍କର ପରିସ୍ରା ସଂକ୍ରମଣ ହେବା ଏକ ସାଧାରଣ କଥା। ଏପରି ହେଲେ ଗୁପ୍ତାଙ୍ଗରୁ ଏକ ପ୍ରକାର ଦୁର୍ଗନ୍ଧ ବାହାରିଥାଏ। ଯାହା ମହିଳାମାନଙ୍କୁ ଚିନ୍ତାରେ ପକାଇଥାଏ। ଗୁପ୍ତାଙ୍ଗକୁ ଭଲ…
Read More » -
ଆଜି ବିଶ୍ୱ ମଧୁମେହ ଦିବସ: ନିୟନ୍ତ୍ରଣ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ
ବିଶ୍ୱରେ ଆଜି ମଧୁମେହ (ଡାଇବେଟିଜ୍) ଦିବସ ପାଳନ କରାଯାଇଥାଏ। ଦୁନିଆରେ ପାଖାପାଖି ୪୨.୫୦ କୋଟି ଲୋକମାନେ ଏହି ରୋଗରେ ପୀଡିତ। ଇଣ୍ଡିଆନ ଡାଇବେଟିଜ୍ ଫେଡରେସନ ଅନୁଯାୟୀ ଭାରତରେ…
Read More » -
ଶୀତଦିନେ ଆଉ ଫାଟିବନି ଗୋଇଠି, ଆପଣାନ୍ତୁ ଏହିସବୁ ଘରୋଇ ଉପାୟ
ସାଧାରଣତଃ ଶୀତଦିନ ଆସିଗଲେ ଗୋଇଠି ଫାଟିବା ସମସ୍ୟା ସମସ୍ତଙ୍କର ଦେଖାଯିଏ। ଆପଣ ଯେତେବେ ବି ଯତ୍ନ ନେଲେ ମଧ୍ୟ ଏହା ନିଶ୍ଚିତ ଭାବେ ହୁଏ। କିପରି ନିଜ…
Read More »