ଜୀବନଶୈଳୀ

କିଏ ସେ ଝିଅ ! Anubhab ରାଗ ରେ ହେଲେ ନିଆଁ ବାଣ ଶେଷରେ LIVE ଆସି କହିଦେଲେ ଏମିତି କଥା

ଅନୁଭବ ମହାନ୍ତି ଙ୍କ ଆଉ ଏକ ଭିଡିଓ ଦେଖିବାକୁ ମିଳିଛି।ସେ କହିଛନ୍ତି ଗତ ଦୁଇ ବର୍ଷ ହେବ ଜଣେ ଭଲ ମହିଳା ବା ଓଡ଼ିଆ ଆଲବମ ଜଗତର ଅଭିନେତ୍ରୀ ସେ ଫିଲ୍ମ୍ ରେ ମଧ୍ୟ କାମ କରିଛନ୍ତି।ଅନୁଭବ ତାଙ୍କ ସହିତ ବେଶି କାମ କରିଥାନ୍ତି।ସେ ଗୋଟିଏ ମାତ୍ର କାମ କରିଥିବେ।ସେ ଅନେକ ସମୟରେ ବାହାରକି ଗଣମାଧ୍ୟମ ସାମ୍ନାରେ ଅନୁଭବ ଙ୍କ ବିରୁଦ୍ଧରେ ବହୁତ କିଛି କହିଛନ୍ତି।

ବହୁତ ଅପମାନକ କଥା କହିଛନ୍ତି।ଅନୁଭବ ଙ୍କ ଚରିତ୍ର କୁ ନେଇକି,ନାରୀ ଜାତି ପ୍ରତି ବ୍ୟବହାର କୁ ନେଇକି ବା ତାଙ୍କ ସହିତ ବ୍ୟକ୍ତିଗତ କଥାକୁ ନେଇକି ବହୁତ ଥର କହିଛନ୍ତି।ଅନୁଭବ ମଧ୍ୟ ଅନେକ ଜଣଙ୍କ ଠାରୁ ସୁଣିଥାନ୍ତି।ଅନୁଭବ ଙ୍କୁ ବିଶ୍ୱାସ ହୁଏ ନାହିଁ।କିନ୍ତୁ ବହୁତ ପରେ ସେ ଦେଖିବାକୁ ପାଇଲେ ଜଣେ ମହିଳା ହୋଇ ଏପରି କହିଛନ୍ତି ଯଦି କହୁଛନ୍ତି ତାହେଲେ ସତ କଥା ସବୁ କୁହନ୍ତୁ।

 

ମିଛ କାଇ କହୁଛନ୍ତି ଯଦି କହୁଛନ୍ତି ସତ କୁହନ୍ତୁ ସମସ୍ତେ ଜାଣିବେ।ଯେଉଁ କଥା ସତ ସେହି କଥା ଅନୁଭବ କହିଛନ୍ତି।ଅନୁଭବ ଯେଉଁଠି ରହିଥିଲେ ତାଙ୍କ ପଡୋଶୀ ଜଣେ ଥିଲେ ସେ ତାଙ୍କ ପରିବାର ଭଳି।ତାଙ୍କୁ ବଡ଼ ବାପା ଆଉ ବଡ଼ ମା ଡାକିଥାନ୍ତି।ପିଲାଟି ଦିନରୁ ସେ ବହୁତ ଭଲ ପାଆନ୍ତି।ତାଙ୍କର ଜଣେ ଭାଇ ଭଳିଆ ତାଙ୍କ ନାମ ଦିପୁ।

 

ତାଙ୍କରି ଘରେ ସବୁ ଖାଇବା ପିଇବା ବନ୍ଦବସ୍ତ କରିଥିଲେ।ଅନେକ କଳାକାରମାନେ ମଧ୍ୟ ଆସିଥିଲେ।ଷ୍ଟେଜ ଉପରେ ହଜାର ଲୋକଙ୍କ ଭିଡ଼ ରହିଥିଲା।ସେ ଦିନ ଆଉ ସମୟ ସେ କେବେ ଭୁଲିବେ ନାହିଁ।ଗତ ଦୁଇ ବର୍ଷ ହେବ ଦେଖୁଛନ୍ତି ଏକ ରାଜନୀତି ଉଦ୍ଦେଶ୍ୟ ରେ ହେଉ ବା ଭଗବାନ ଜାଣନ୍ତି କଣ ପାଇଁ ସେ ବଦନାମ କରିବାକୁ ଚାହୁଁଛନ୍ତି।ସବୁ ମିଛ କଥା ହିଁ କହୁଛନ୍ତି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button